ସ୍କୁଲ୍ ହଷ୍ଟେଲରେ ସର୍ପାଘାତ; ଜଣେ ଛାତ୍ର ମୃତ, ଆଉ ଜଣେ ଗୁରୁତର
ପିପିଲି: ସ୍କୁଲ୍ ହଷ୍ଟେଲରେ ୨ ଛାତ୍ରଙ୍କୁ କାମୁଡ଼ିଲା ସାପା ସାପ ଦଂଶନରେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଡେଲାଙ୍ଗ ମୁନିଦା ଉଚ୍ଚ ବିଦ୍ୟାଳୟ ହଷ୍ଟେଲରେ ଏହି ଅଭାବନୀୟ…