Category: ରାଜ୍ୟ ଖବର

ନନ୍ଦନକାନନରେ ୯୦ ଦିନ କ୍ୱାରେଣ୍ଟାଇନରେ ରହିବେ ୫ ଓରାଙ୍ଗଉଟାନ୍

ଭୁବନେଶ୍ୱର: ନନ୍ଦନକାନନରେ ୯୦ ଦିନ କ୍ୱାରେଣ୍ଟାଇନରେ ରହିବେ ୫ ଶିଶୁ ଓରାଙ୍ଗଉଟାନ୍ । ବାଲେଶ୍ୱର ଜଙ୍ଗଲରୁ ଉଦ୍ଧାର ହୋଇଥିବା ୫ଟି ଶିଶୁ ଓରାଙ୍ଗଉଟାନ୍ ଏବେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଦୀର୍ଘ ସମୟ ଧରି କ୍ୱାରେଣ୍ଟାଇନରେ ରହିବେ । ଏହି ଶିଶୁ ଓରାଙ୍ଗଉଟାନଙ୍କୁ…

ଜନସମ୍ପର୍କ ପଦଯାତ୍ରା ବେଳେ ବିଜେଡି ନେତା ପ୍ରଣବ ବଳବନ୍ତରାୟଙ୍କୁ ଆକ୍ରମଣ, ୩ଟି ଗାଡ଼ି ଭଙ୍ଗାରୁଜା

ଯାଜପୁର: ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ମଧୁପୁରଗଡ଼ ଗ୍ରାମ ପଞ୍ଚାୟତରେ ରାଜନୈତିକ ହିଂସାକାଣ୍ଡ। ମଧୁପୁରଗଡ଼ ଗ୍ରାମ ପଞ୍ଚାୟତରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଚାଲିଥିବା ଜନ ସମ୍ପର୍କ ପଦଯାତ୍ରା ସମୟରେ ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଣବ…

ଡକାଡ଼କି ହୋଇ ଚାଲିଗଲେ, ସ୍ୱାମୀଙ୍କ ମୃତ୍ୟୁ ଖବର ଶୁଣି ଆଖି ବୁଜିଲେ ସ୍ତ୍ରୀ

ଅନୁଗୋଳ: ଗୋଟିଏ ଦିନ। କେଇ ଘଣ୍ଟାର ବ୍ୟବଧାନ। ପ୍ରଥମେ ଚାଲିଗଲେ ସ୍ୱାମୀ, ଆଉ ସ୍ୱାମୀଙ୍କ ମୃତ୍ୟୁ ଖବର ଶୁଣିବାର କିଛି ସମୟ ପରେ ଆଖି ବୁଜିଲେ ସ୍ତ୍ରୀ। ସ୍ୱାମୀଙ୍କ ଜୁଇ ନ ଲିଭୁଣୁ, ଜଳିଲା ସ୍ତ୍ରୀଙ୍କ ଜୁଇ। ଜୀବନରେ ଦୁଃଖ-ସୁଖରେ ପରସ୍ପରର…

ଶୋଇଥିବା ବେଳେ ଘରେ ପଶି ଆକ୍ରମଣ କଲା ବାଘ, ଗୋଟିଏ ପରିବାରର ୬ ଗୁରୁତର

ନୂଆପଡା: ଘରକୁ ପଶିଲା ବାଘ । ଗୋଟିଏ ପରିବାରର ୬ ଗୁରୁତର । ନୂଆପଡ଼ା ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ମହାସମୁନ୍ଦ ଜିଲ୍ଲା ବାଗବହାରା ରେଞ୍ଜ ନରରା ନିକଟ ଝିଟିକି ଗାଁର ଘଟଣା । ଶନିବାର ବିଳମ୍ବିତ ରାତିରେ ନୂଆପଡ଼ା ଜିଲ୍ଲା…

ପାରିବାରିକ ବିବାଦକୁ ନେଇ ଯୁବକଙ୍କୁ ଗୁଳିମାଡ଼

ପୁରୀ: ପୁରୀ ବ୍ରହ୍ମଗିରିରେ ଗୁଳିମାଡ଼। କାଳିକାବାଡ଼ିରେ ଗୁଳି ମାଡ଼ରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ତୋଫାନ କୁମାର ପାହାଳଙ୍କ ପେଟରେ ବାଜିଛି ଗୁଳି । ତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।…

ପଞ୍ଚାୟତ ନିର୍ବାଚନ ପାଇଁ ମାନସ ମନ୍ଥନ କଲେ ବିଜେପି ରାଜ୍ୟ ପ୍ରଭାରୀ, ଜିତିବା ଲାଗି ଖସଡ଼ା ପ୍ରସ୍ତୁତ

ଭୁବନେଶ୍ଵର: ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ରାଜ୍ୟରେ ଶାସକ ଭାରତୀୟ ଜନତା ପାର୍ଟି(ବିଜେପି) ପାଇଁ ବଡ଼ ପରୀକ୍ଷା ହେବ। ସରକାରକୁ ଆସିବା ପରେ ବିଜେପି ପାଇଁ ବଡ଼ ଆହ୍ଵାନ ପାଲଟିଛି। ତେଣୁ ଦଳ କେମିତି ଏହି ନିର୍ବାଚନୀ ବୈତରଣୀ ପାରି…

ତେଲ ପରିବହନ ନାଁରେ ବେଆଇନ୍ ଗୋ-ଚାଲାଣ, ଟ୍ୟାଙ୍କର ଭିତରୁ ୨୦ରୁ ଅଧିକ ଗୋରୁ ଉଦ୍ଧାର

ମୟୂରଭଞ୍ଜ : ଅଭିନବ ଉପାୟରେ ତେଲ ପରିବହନ ନାଁରେ ଚାଲିଥିଲା ଗୋ ଚାଲାଣ । ତେଲ ଟ୍ୟାଙ୍କର ଭିତରେ ବେଆଇନ ଭାବେ ଗୋ-ଚାଲାଣ । ମୟୂରଭଞ୍ଜ ବାଙ୍ଗିରିପୋଷିରୁ ଗାଡ଼ି ଜବତ ହୋଇଥିବା ବେଳେ ଡ୍ରାଇଭର ଓ ହେଲପର ଅଟକ । ବିଶୋଇ…

ଗଛରେ ପିଟି ହୋଇ ରାସ୍ତାକଡ଼କୁ ଖସିଲା OSRTC ବସ୍, ଅଳ୍ପକେ ବର୍ତ୍ତିଲେ ୪0ରୁ ଅଧିକ ଯାତ୍ରୀ

କଟକ : ରାସ୍ତାକଡ଼କୁ ଖସିଲା OSRTC ବସ୍ । ଅଳ୍ପକେ ବର୍ତ୍ତିଲେ ୪0ରୁ ଅଧିକ ଯାତ୍ରୀ । କଟକ ଜିଲ୍ଲା ବାଙ୍କୀରୁ ବ୍ରହ୍ମପୁରା ଦେଇ ପୁଇଞ୍ଚା ଯାଉଥିବା OSRTC ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଭେଡା ଦୁର୍ଗାପୁର ଶବର ସାହି ନିକଟରେ…

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ପରିବାର ଆଣିଲା ହତ୍ୟା ଅଭିଯୋଗ

ଧର୍ମଗଡ଼: ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ । ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରେ ଜଣେ ବିବାହିତା ମହିଳାଙ୍କ ମୃତଦେହ ଘର ଭିତରୁ ଉଦ୍ଧାର କରାଯାଇଛି । ମୃତ ମହିଳା ହେଉଛନ୍ତି ଦୀପାଞ୍ଜଳି ନିମୁନିଆ । ଘର…

ସୁପ୍ରିମୋଙ୍କୁ ଭେଟିଲେ ବିଜେଡିର ନୂଆ ମିଡିଆ ଟିମ୍, ଦଳର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବାକୁ ଗୁରୁତ୍ୱ

ଭୁବନେଶ୍ୱର: ନବୀନ ନିବାସରେ ମିଡିଆ ମନ୍ଥନ, ସୋସିଆଲ ମିଡିଆକୁ ବିଜେଡିର ଫୋକସ୍ | ବିଜେଡିର ନବନିଯୁକ୍ତ ମିଡିଆ ଟିମ ନବୀନ ନିବାସ ଯାଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଦଳର ନୂଆ ମିଡିଆ କୋଅର୍ଡିନେଟର, ସୋସିଆଲ ମିଡିଆ ଓ…