Category: ଅପରାଧ

ଅର୍ଦ୍ଧ ନିର୍ମିତ ପାଣି ଟାଙ୍କିରୁ ମୃତ ଦେହ ଉଦ୍ଧାର

ଭୁବନେଶ୍ବର: ନନ୍ଦନକାନନ ଥାନା ଅଧୀନସ୍ଥ ରଘୁନାଥପୁର ପଞ୍ଚାୟତର ଏକ ଅର୍ଦ୍ଧ ନିର୍ମିତ ପାଣି ଟାଙ୍କିରୁ ଏକ ମୃତ ଦେହକୁ ଉଦ୍ଧାର କରିଛି ପୋଲିସ। ମୃତକ ଜଣଙ୍କ କେଉଁଝର ଜିଲ୍ଲା ଘଷିପୁରା ଥାନା ଅଞ୍ଚଳର ବୋଲି ପୋଲିସ ସୂଚନା ଦେଇଛି। ମୃତକଙ୍କ ସମ୍ପର୍କୀୟଙ୍କ…

ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲା, ଶରତ ନାୟକଙ୍କୁ ଜାମିନ୍‌

କଟକ: କଟକ ଜିଲ୍ଲା ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲାରେ ନିଲମ୍ବିତ ବିଜେଡି ନେତା ତଥା ମାହାଙ୍ଗାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶରତ ନାୟକଙ୍କୁ ହାଇକୋର୍ଟରୁ ମିଳିଛି ଜାମିନ୍‌। ଏହି ମାମଲାକୁ ରଫାଦଫା କରିବା ନେଇ ଶରତ ନାୟକଙ୍କର ଏକ ଅଡିଓ ଭାଇରାଲ…

ପାରାଦୀପ ବନ୍ଦର ଅଧୀକ୍ଷଣ ଯନ୍ତ୍ରୀ ପ୍ରମୋଦ ବିନ୍ଧାଣି ବହିଷ୍କୃତ

ପାରାଦୀପ: ଜାଲ୍‌ ଜାତିଗତ ପ୍ରମାଣପତ୍ର ଦେଇ ଚାକିରି ପାଇଥିବା ଅଭିଯୋଗରେ ପାରାଦୀପ ବନ୍ଦର ଅଧୀକ୍ଷଣ ଯନ୍ତ୍ରୀ ପ୍ରମୋଦ କୁମାର ବିନ୍ଧାଣିଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି। ଷ୍ଟେଟ ଲେଭେଲ ସ୍କୃଟିନି କମିଟି ନିର୍ଦ୍ଦେଶରେ ତାଙ୍କୁ ବରଖାସ୍ତ କରିଛନ୍ତି ପାରାଦୀପ ବନ୍ଦର କର୍ତ୍ତୃପକ୍ଷ। ବିନ୍ଧାଣି…

ଜାଲ ନୋଟ ଜବତ ଘଟଣା: ଅଭିଯୁକ୍ତଙ୍କ ଘରେ ଏସଟିଏଫ ଟିମ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ମାଟିଖାଇ ନୂଆବସ୍ତିରୁ ଜାଲ ନୋଟ ଜବତ ଘଟଣା । ଅଭିଯୁକ୍ତଙ୍କ ଘରେ ଆଜି ପୁଣି ପହଞ୍ଚିଛି କ୍ରାଇମ ବ୍ରାଞ୍ଚର ଏସଟିଏଫ ଟିମ । ଟିମ ଅଭିଯୁକ୍ତଙ୍କ ଘରେ ବିଭିନ୍ନ କାଗଜ ପତ୍ର ଯାଞ୍ଚ…

ଆଇଓସିଏଲ ଗେଟ୍ ନିକଟରେ ବୋମା ଗୁଜବ, ସୁଟ୍‌କେସରେ ଅଛି ରେଡିଓଗ୍ରାଫି ଟେଷ୍ଟିଂ ସମାଗ୍ରୀ

ପାରାଦୀପ: ଆଇଓସିଏଲ୍ ଫାଟକ ଆଗରେ ଏକ ସୁଟ୍‌କେସରେ ବୋମା ଥିବା ନେଇ ସନ୍ଦେହ। ଆଜି ସକାଳୁ ଏହି ସୁଟ୍‌କେସକୁ କେହି ଜଣେ ଥୋଇ ଚାଲିଯାଇଥିବା ବେଳେ ଏଥିରେ ବୋମା ଥିବା ଗୁଜବ ଚାରିଆଡ଼େ ଖେଳିଯାଇଛି। ସ୍ଥାନୀୟ ଅଭୟଚାନ୍ଦପୁର ପୋଲିସ ଓ ସିଆଇଏସଏଫ…

ପୋଲିସ-ମାଓବାଦୀ ଗୁଳି ବିନିମୟ: ୨ ମାଓବାଦୀ ମୃତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ସୁକୁମା ଜିଲ୍ଲାରେ ମାଓବାଦୀ ଓ ପୋଲିସ ମଧ୍ୟରେ ବଡ ଧରଣର ଗୁଳିବିନିମୟ ହୋଇଛି । ପୋଲିସର ଏନକାଉଣ୍ଟରରେ ଦୁଇ ହାର୍ଡକୋର ମାଓବାଦୀଙ୍କ ମୃତ୍ୟୁ ହୋଇଛି । ଆହୁରି ଅନେକ ମାଓବାଦୀ ଆହତ ହୋଇଥିବା ଅନୁମାନ…

ବାଙ୍କୀରେ ଅଭାବନୀୟ ଘଟଣା, ଅବସରପ୍ରାପ୍ତ ଯବାନଙ୍କ ମାଡ଼ରେ ମହିଳା ଥାନା ଅଧିକାରୀ ଗୁରୁତର

ଅବସରପ୍ରାପ୍ତ ଯବାନଙ୍କ ମାଡ଼ରେ ମହିଳା ଥାନା ଅଧିକାରୀ ଗୁରୁତର। ବାଙ୍କୀ ଥାନା ସିମିଳିପୁରରେ ଅଭାବନୀୟ ଘଟଣା। ଉନ୍ମତ୍ତ ଅବସରପ୍ରାପ୍ତ ଯବାନଙ୍କୁ ଧରିବାକୁ ଯାଇ ପୋଲିସ ହଟହଟା। ଗତଶୁକ୍ରବାର ବାଙ୍କୀ କଚେରୀ ଛକରେ ଆତଙ୍କ ସୃଷ୍ଟି କରିଥିବା ହରିରାଜପୁର ଗାଁର ସରୋଜ ଦାସ…

କବିସୂର୍ଯ୍ୟନଗରରେ ୨ ଜଣଙ୍କୁ ନିର୍ମମ ହତ୍ୟା ଘଟଣା : ୪ ଅଟକ

ଭଞ୍ଜନଗର: କବିସୂର୍ଯ୍ୟନଗର ଡବଲ ମର୍ଡର ଘଟଣାରେ ୪ ଅଟକ । ଘଟଣାସ୍ଥଳରୁ ଗୋଟିଏ ମାଉଜର ଏବଂ ୭ ରାଉଣ୍ଡ ଜୀବନ୍ତ ଗୁଳି ଓ ଗୋଟିଏ ଖୋକା ଜବତ ହୋଇଛି । ଗତକାଲି ରାତିରେ ସୁନାରିଝୋଳ ଗାଁରେ ରାଜନୈତିକ ଶତ୍ରୁତାରୁ ସଂଘବଦ୍ଧ ଆକ୍ରମଣରେ…

୩ ଚାଇନିଜ ଠକ ବିରୋଧରେ ଲୁକ ଆଉଟ ସର୍କୁଲାର ଜାରି

ଅନଲାଇନ୍ ପଞ୍ଜି ସ୍କାମରେ ଶହଶହ କୋଟି ଠକେଇ ମାମଲାରେ ଲୁକଆଉଟ୍ ସର୍କୁଲାର । ୩ ଚାଇନିଜ ଠକ ବିରୋଧରେ ଲୁକ ଆଉଟ ସର୍କୁଲାର ଜାରି । ବ୍ୟୁରୋ ଅଫ୍ ଇମିଗ୍ରେସନ ପକ୍ଷରୁ ଲୁକ ଆଉଟ୍ ସର୍କୁଲାର ଜାରି ହୋଇଛି। ଏମାନେ ହେଲେ…

ଶ୍ୱଶୁର ଘରକୁ ଯାଇ ଝୁଲି ପଡିଲେ ଡାକ୍ତର

ଶ୍ୱଶୁର ଘରକୁ ଯାଇ ଝୁଲି ପଡିଲେ ଡାକ୍ତର । ରବିବାର ରାତିରେ ଶ୍ୱଶୁର ଘରକୁ ଯାଇଥିବାବେଳେ ଆଜି ସକାଳୁ ତାଙ୍କ ମୃତଦେହ ଝୁଲନ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି । ମୃତ ଡାକ୍ତର ହେଉଛନ୍ତି ସୁରେନ୍ଦ୍ର ନାଥ ରଥ । ସେ ବ୍ରହ୍ମପୁର…