ମେରାଇନ ଡ୍ରାଇଭରେ ମୋ ବସ-କାର ଧକ୍କା: ଚାଳକ ମୃତ
ପୁରୀ:ପୁରୀ-କୋଣାର୍କ ମେରାଇନ ଡ୍ରାଇଭରେ ସକାଳୁ ସକାଳୁ ମର୍ମନ୍ତୁଦ ଦୁର୍ଘଟଣା । ‘ମୋ ବସ’-କାର ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ କାର ଡ୍ରାଇଭରଙ୍କର ମୃତ୍ୟୁ ଘଟିଛି । ଅନ୍ୟ ୫ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କ ଅବସ୍ଥା ଗୁରୁତର ଅଛି ।…
ପୁରୀ:ପୁରୀ-କୋଣାର୍କ ମେରାଇନ ଡ୍ରାଇଭରେ ସକାଳୁ ସକାଳୁ ମର୍ମନ୍ତୁଦ ଦୁର୍ଘଟଣା । ‘ମୋ ବସ’-କାର ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ କାର ଡ୍ରାଇଭରଙ୍କର ମୃତ୍ୟୁ ଘଟିଛି । ଅନ୍ୟ ୫ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କ ଅବସ୍ଥା ଗୁରୁତର ଅଛି ।…
କଟକ: କମିସନରେଟ ପୁଲିସ କଟକ କନ୍ଦରପୁର ଡକାୟତି ଘଟଣାର ପର୍ଦାଫାଶ କରିଛି। ଏହି ମାମଲା ଡକାୟତ ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତ ମନୋଜ ମହାରଣା ଓରଫ ମଙ୍ଗୁକୁ ଦୁଇ ଦିନ ତଳେ ପୁଲିସ ଏନକାଉଣ୍ଟର କରିଥିବା ବେଳେ ଆଜି ଏହି ଗ୍ୟାଙ୍ଗର ଅନ୍ୟ…
ଭୁବନେଶ୍ୱର : ଇରାନୀ ହନିଟ୍ରାପ ବ୍ଲାକମେଲିଙ୍ଗ ମାମଲା । ଗ୍ୟାଙ୍ଗର ଆଉ ଜଣେ ସଦସ୍ୟ ଦେବାନନ୍ଦ ଜେନା ଗିରଫ। ବୋଲଗଡର ପ୍ରଶାନ୍ତ ପଟ୍ଟନାୟକଙ୍କ ମାମଲା ଆଧାରରେ ଦେବାନନ୍ଦକୁ ଗିରଫ କରାଯାଇଛି । ସେପଟେ ଆସନ୍ତା କାଲି ରିମାଣ୍ଡରେ ଆସିବ ଇରାନୀ ପାତ୍ର…
ଓଏଏସ୍ ଅଫିସର ସଂଗ୍ରାମ କେଶରୀ ଜେନାଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ତାଙ୍କୁ ଗିରଫ କରାଯାଇଛି। ସେ ତାଙ୍କ ଆୟ ତୁଳନାରେ ୧୯୭% ଅଧିକ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ପୂର୍ବରୁ…
ଭୁବନେଶ୍ଵର: ହନିଟ୍ରାପ୍ କୁଇନ ଇରାନୀ ପାତ୍ର ଗିରଫ ମାମଲାରେ ରିମାଣ୍ଡରେ ଆସିବେ ସ୍ୱାମୀ ନିଶିକାନ୍ତ ପାତ୍ର । ୫ ଦିନ ରିମାଣ୍ଡ ଆବେଦନ କରିବ ତମାଣ୍ଡୋ ପୋଲିସ । ଏସଡିଜେଏମ୍ଙ୍କ କୋର୍ଟରେ କରିବ ଆବେଦନ । ରିମାଣ୍ଡରେ ଆସିଲେ ଖୋଲିବ ହାନିଟ୍ରାପ୍…
ପୁରୀ: ଟ୍ରେନରୁ ରକ୍ତାକ୍ତ ମୃତଦେହ ଉଦ୍ଧାର। ପୁରୀରେ ମୁମ୍ବାଇ- ପୁରୀ ଲୋକମାନ୍ୟ ତିଲକ ଏକ୍ସପ୍ରେସରୁ ମୃତଦେହ ଉଦ୍ଧାର ହୋଇଛି। ସକାଳ ୧୧ଟାରେ ଷ୍ଟେସନରେ ପହଞ୍ଚି ସମସ୍ତ ଯାତ୍ରୀ ଓହ୍ଲାଇବା ପରେ ଆରପିଏଫ କର୍ମଚାରୀ ଟ୍ରେନକୁ ଯାଞ୍ଚ କରିଥିଲେ। ବଗିରେ ଏକ କ୍ଷତାକ୍ତ…
କେନ୍ଦୁଝର : କେନ୍ଦୁଝର ବାଲିପାଳ ପଞ୍ଚାୟତରେ ପୂର୍ବତନ ସରପଞ୍ଚ ରମ୍ଭା ପାତ୍ର ଓ ତାଙ୍କ ସ୍ବାମୀଙ୍କୁ ହତ୍ୟା ଘଟଣା । ପୋଲିସ ୭ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ବ୍ୟକ୍ତିଗତ ଶତ୍ରୁତା ନା ରାଜନୈତିକ ବିବାଦରୁ ହତ୍ୟା କରାଯାଇଛି ,…
ସୋଲାର ଟେକ୍ନୋଲଜି ଆଲିଆନ୍ସ (STA) ର ବ୍ରାଣ୍ଡ ଆମ୍ବାସଡର ହୋଇ ହଜାରେ କୋଟିର ପଞ୍ଜି ସ୍କାମରେ ସାମିଲ ଥିବା ନେଇ ଗୋବିନ୍ଦାଙ୍କ ନାମରେ ଉଠିଛି ଅଭିଯୋଗ । ଏପରିକି ଖୁବ୍ ଶୀଘ୍ର ଓଡ଼ିଶା EOW ଗୋବିନ୍ଦାଙ୍କୁ ପଚରାଉଚରା ପାଇଁ ମୁମ୍ବାଇ ଯିବ…
ଭୁବନେଶ୍ୱର: ରାଜଧାନୀରେ ବେଆଇନ କଫ ସିରପ୍ ରାକେଟର ପର୍ଦ୍ଦାଫାସ କରି ବୁଧବାର ପୁଲିସ ୨୦୫ଟି କଫ ସିରପ୍ ବୋତଲ ଜବତ କରିଛି। ଏହି ଘଟଣାରେ ପୁଲିସ ଜଣେ ନିଶା ବେପାରୀକୁ ମଧ୍ୟ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ଭୁବନେଶ୍ୱର ରବି…
ପୁରୀ: ପୁରୀରେ ଡକାୟତି ଯୋଜନା ପଣ୍ଡ । ୬ଜଣଙ୍କୁ ଗିରଫ କଲା ସମୁଦ୍ରକୂଳ ଥାନା ପୋଲିସ । ଏନେଇ ସାମ୍ବାଦିକ ସମ୍ମିଳନୀକରି ସୂଚନା ଦେଇଛି ବାସେଳୀ ସାହି ଥାନା ପୋଲିସ । ସୂଚନା ଅନୁସାରେ, ପୁରୀ ପେଣ୍ଠକଟା ନିକଟରେ ଏକ ଡ଼ଙ୍ଗା…