Category: ଅପରାଧ

ବିଚ୍‌ ରାସ୍ତାରେ ଯୁବକଙ୍କୁ ଖଣ୍ତାରେ ହାଣି ହତ୍ୟା

ଖୋର୍ଦ୍ଧ : ବିଚ୍‌ ରାସ୍ତାରେ ଜଣେ ଯୁବକଙ୍କୁ ଖଣ୍ତାରେ ହାଣି ହତ୍ୟା କରାଯାଇଛି। ଘଟଣାଟି ଘଟିଛି ଖୋର୍ଦ୍ଧା ଜିଲ୍ଲା ମୁକୁନ୍ଦପ୍ରସାଦ ଅଞ୍ଚଳରେ । ମୃତ ଯୁବକଙ୍କ ନାଁ ସେକ୍‌ ସାଜିଦ । ପୂର୍ବ ଶତ୍ରୁତାକୁ ନେଇ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ…

ଭୁବନେଶ୍ବର ପରେ କଟକରୁ ଠାବ ହେଲା ସିମ ବକ୍ସ ସେଟ ଅପ୍, ୬ ଟି ସିମବକ୍ସ ଜବତ

କଟକ : ଭୁବନେଶ୍ବର ପରେ କଟକରୁ ଠାବ ହେଲା ସିମ ବକ୍ସ ସେଟ ଅପ୍ । ମଧୁପାଟଣା ଥାନା ରାଜେନ୍ଦ୍ର ନଗରରୁ ଠାବ ହେଲା ସିମ ବକ୍ସ ସେଟ ଅପ୍ । ବାଂଲାଦେଶୀ ଲିଙ୍କରେ ଥିବା ଅଭିଯୁକ୍ତ ରାଜୁ ମଣ୍ଡଳକୁ ରିମାଣ୍ଡରେ…

ଗିରଫ ହେଲେ ଯାଜପୁର CT&GST ଆସିଷ୍ଟାଣ୍ଟ କମିସନର

ଭୁବନେଶ୍ୱର: ଗିରଫ ହେଲେ ଯାଜପୁର CT&GST ଆସିଷ୍ଟାଣ୍ଟ କମିସନର ବିନୟ ଭୂଷଣ ତ୍ରିପାଠୀ । ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କର ଦୁଇ ଜଣ ସହଯୋଗୀଙ୍କୁ ମଧ୍ୟ ଗିରଫ କରିଛି ଭିଜିଲାନ୍ସ । ବିଭିନ୍ନ ବ୍ୟାଙ୍କରେ ତାଙ୍କ ପରିବାର ଲୋକଙ୍କ…

ଏସସିବିରେ ରୋଗୀଙ୍କୁ ଡାକ୍ତରଙ୍କ ଦୁଷ୍କର୍ମ ଅଭିଯୋଗ ଘଟଣା : ବନ୍ଧା ହେଲେ ଡାକ୍ତର

କଟକ: ଏସସିବିରେ ରୋଗୀଙ୍କୁ ଜଣେ ଡାକ୍ତରଙ୍କ ଦୁଷ୍କର୍ମ ଅଭିଯୋଗ ଘଟଣାର ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ କଲା ସ୍ବାସ୍ଥ୍ୟ ବିଭାଗ । କମିଟିରେ ଡିଏମଇଟି ସନ୍ତୋଷ ମିଶ୍ର, ଏସସିବି ଅଧୀକ୍ଷକ ସୁଧାଂଶୁ ମିଶ୍ର, ଯୁଗ୍ମ ଡିଏମଇଟି ରୋମା ରତନ…

କୋଟିଏ ଟଙ୍କାର ଚୋରି ସାମଗ୍ରୀ ଜବତ, ୬ ଗିରଫ

କାମାକ୍ଷାନଗର: ଧରାପଡ଼ିଲେ ‘ସ୍କୁଲ ଚୋର’। ଚୋରଙ୍କ ଚୋରୀ ଦେଖି ତାଜୁବ୍ ପୋଲିସ। ସ୍କୁଲ, ପଞ୍ଚାୟତ ଘରେ କରୁଥିଲେ ଚୋରି । ଆଖି ପିଛୁଳାକେ ଖାଲି କରି ଦେଉଥିଲେ ସ୍କୁଲ୍ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ପୋଲିସ ୬ ଅଭିଯୁକ୍ତଙ୍କୁ ଗିରଫ…

ତାସ ଖେଳରୁ ହତ୍ୟାକାଣ୍ଡ, ୨ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ପୋଲିସ

ଦେଓଗଡ଼ : ତାସ ଖେଳରୁ ହତ୍ୟାକାଣ୍ଡ । ଦେଓଗଡ଼ ଜିଲ୍ଲା କୁଣ୍ଡେଇଗୋଳା ଥାନା ଗମ୍ୱାରିପାଳ ଗାଁରେ ତାସ ଖେଳକୁ ନେଇ ହତ୍ୟାକାଣ୍ଡ ଘଟିଛି । ଗମ୍ୱାରିପାଳ ଗାଁର ଅଜୟ ମୁଖି ଓ ତାଙ୍କର ଅନ୍ୟ ୩ଜଣ ବନ୍ଧୁ ମିଶି ତାସ ଖେଳୁଥିଲେ…

ଗାଡି ପାର୍କିଂକୁ ନେଇ ଡବଲ ମର୍ଡର ଘଟଣା: ବନ୍ଧା ହେଲେ ଦୁଇ ଅଭିଯୁକ୍ତ

ଭୁବନେଶ୍ୱର: ଗାଡି ପାର୍କିଂକୁ ନେଇ ଡବଲ ମର୍ଡର ଘଟଣାରେ ବନ୍ଧା ହେଲେ ଦୁଇ ଅଭିଯୁକ୍ତ। ଏୟାରଫିଲ୍ଡ ଥାନା ଅନ୍ତର୍ଗତ ହାଇଟେକ୍ ଆପାର୍ଟମେଣ୍ଟ ନିକଟ କଲ୍ୟାଣୀ ପ୍ଲାଜାରେ ଘଟିଥିଲା ଜଘନ୍ୟ ହତ୍ୟାକାଣ୍ଡ। ତେବେ ପୋଲିସ ଏହି ଘଟଣାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ…

ବାଂଲାଦେଶୀ ସନ୍ଦେହରେ ୬ ଅଟକ ! ଘଟଣାସ୍ଥଳରେ ଉତ୍ତେଜନା

ବାସୁଦେବପୁର: ବାଂଲାଦେଶରେ ହିଂସା ଚାଲିଥିବା ବେଳେ ଭାରତକୁ ଅନୁପ୍ରବେଶ ଭୟ ବଢ଼ିଛି। ବିଶେଷ କରି ଜଳ ପଥ ଦେଇ ବାଂଲାଦେଶୀ ଓଡ଼ିଶାକୁ ପଶି ଆସିବା ଭୟ ରହିଛି । ଏଥିପାଇଁ ସମୁଦ୍ର ପଥ ଉପରେ କଡ଼ା ନଜର ରଖାଯାଇଛି । ବାସୁଦେବପୁରରେ…

ପୋଲିସ ଉପରକୁ ଗୋରୁ ମାଫିଆଙ୍କ ଗୁଳିମାଡ଼

କେନ୍ଦୁଝର: ମୁଖ୍ୟନ୍ତ୍ରୀଙ୍କ ଜିଲ୍ଲାରେ ଗୋରୁ ମାଫିଆଙ୍କ ଆତଙ୍କରାଜ୍। ଗୋରୁ ଗାଡି ଅଟକାଇବାରୁ ପୁଲିସ ଉପରକୁ ଗୋରୁ ମାଫିଆ ଗୁଳିମାଡ଼ କରିଥିବା ସୂଚନା ମିଳିଛି। କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା। ସୂଚନା ଅନୁସାରେ ପଣ୍ଡାପଡ଼ା ଥାନା ପୋଲିସ…

ଚାକିରି ଦେବାକୁ କହି ଲକ୍ଷାଧିକ ଟଙ୍କା ନେଇଗଲେ ଶିକ୍ଷକ ଦମ୍ପତି

କେନ୍ଦୁଝର : ସ୍ୱାମୀ-ସ୍ତ୍ରୀ ଶିକ୍ଷକତା କରୁଥିଲେ। ତଥାପି ଟଙ୍କା ଦରକାର ପଡୁଥିଲା। ତେଣୁ ଶିକ୍ଷିତ ବେକାର ଯୁବକ ଓ ଯୁବତୀଙ୍କୁ ଠକୁଥିଲେ। ଚାକିରି ଦେବା ବାହାନାରେ ଶିକ୍ଷକ ଦମ୍ପତି ଲକ୍ଷାଧିକ ଟଙ୍କା ଠକିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ କେନ୍ଦୁଝର ଜିଲ୍ଲାରୁ…