ଖାଦ୍ୟରେ ବିଷ ଦେଲା ବୋହୂ! ଶାଶୂ ମୃତ, ମେଡ଼ିକାଲ୍ ବେଡ୍ରେ ସ୍ୱାମୀ
ଢେଙ୍କାନାଳ : ଖାଦ୍ୟରେ ବିଷ ଦେଇଦେଲା ବୋହୂ! ଶାଶୂଙ୍କ ମୃତ୍ୟୁ ଘଟିଥିବା ବେଳେ ମେଡ଼ିକାଲ୍ ବେଡ୍ରେ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ସ୍ୱାମୀ। ପାରିବାରିକ କଳହରୁ ବୋହୂ ଏପରି କାଣ୍ଡ ଭିଆଇଥିବା ଅଭିଯୋଗ ହେଉଛି। ଏପରି ଘଟଣା ଢେଙ୍କାନାଳ ଜିଲ୍ଲାରେ ଘଟିଛି।…