ରାଜଧାନୀରୁ ପୁଣି ଜଣେ ଛାତ୍ର ନିଖୋଜ
ଭୁବନେଶ୍ୱର: ରାଜଧାନୀରୁ ପୁଣି ଜଣେ ଛାତ୍ର ନିଖୋଜ । ଛାତ୍ର ଜଣକ ରାଗି ଘରୁ କୁଆଡେ ପଳାଇଥିବା ଜଣାପଡିଛି । ଏ ନେଇ ପରିବାର ଲାେକେ ମୈତ୍ରୀ ବିହାର ଥାନାରେ ଅଭିଯୋଗ କରିଛନ୍ତି । ନିଖୋଜ ଛାତ୍ରଙ୍କ ନାଁ ଯୋଗେଶ ବାଲାଜ…
ଭୁବନେଶ୍ୱର: ରାଜଧାନୀରୁ ପୁଣି ଜଣେ ଛାତ୍ର ନିଖୋଜ । ଛାତ୍ର ଜଣକ ରାଗି ଘରୁ କୁଆଡେ ପଳାଇଥିବା ଜଣାପଡିଛି । ଏ ନେଇ ପରିବାର ଲାେକେ ମୈତ୍ରୀ ବିହାର ଥାନାରେ ଅଭିଯୋଗ କରିଛନ୍ତି । ନିଖୋଜ ଛାତ୍ରଙ୍କ ନାଁ ଯୋଗେଶ ବାଲାଜ…
ଆନନ୍ଦପୁର: ମଦ୍ୟପ ସ୍ଵାମୀ ମାଡ଼ରେ ସ୍ତ୍ରୀ ଗୁରୁତର। ଆନନ୍ଦପୁର ମେଡ଼ିକାଲରେ ଭର୍ତ୍ତି। କେନ୍ଦୁଝର ଜିଲ୍ଲା ଦଧିବାମନପୁର ଗାଁରୁ ଏଭଳି ଘଟଣା ସାମ୍ନାକୁ ଆସିଛି । ଖବର ଅନୁଯାୟୀ, ଆନନ୍ଦପୁର ଥାନା ଅକରୁଆ ଗାଁରେ ଜଡ଼ା ଜେନାଙ୍କ ଝିଅ ସଜନି ସ୍ୱାମୀଙ୍କ ନିର୍ଯାତନାରେ…
ଭୁବନେଶ୍ବର: କର୍ପୋରେଟର୍ ଶ୍ରୀଧର ଜେନାଙ୍କ ଭାଇ ଶିଖର ଓ ପୁତୁରା ରିଙ୍କୁଙ୍କୁ ହୋଇଥିବା ଗୁଳିମାଡ଼ ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଭାତ ମାର୍ଥାଙ୍କୁ ପୁଲିସ ଗିରଫ କରିଥିବା ଜଣାଯାଇଛି। ଘଟଣା ପରଠାରୁ ସେ ଫେରାର ଥିଲେ। ଖାଲି ସେତିକି ନୁହେଁ ପ୍ରଭାତ ମାର୍ଥାଙ୍କର…
ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକର ବିଜେଡି ନେତାଙ୍କୁ ଗାଡ଼ି ଚଢ଼ାଇ ହତ୍ୟାର ଅଭିଯୁକ୍ତ ଗିରଫ । ବିଜେଡି ନେତା ଲଳିତ ମୋହନ ମହାପାତ୍ରଙ୍କ ହତ୍ୟାର ଅଭିଯୁକ୍ତ ରାମକୃଷ୍ଣ ମିଶ୍ରକୁ ଗିରଫ କରିଛି କେ. ନୂଆଗାଁ ଥାନା ପୋଲିସ ।…
କୁଚିଣ୍ଡା: ରାତି ବେଳେ ପୁଣି ବସ ଦୁର୍ଘଟଣାର ଶିକାର। କେନ୍ଦୁଝରରୁ ବଲାଙ୍ଗୀର ଯାଉଥିବା ଯାତ୍ରୀବାହୀ ବସ ଦୁର୍ଘଟଣାର ଶିକାର ହୋଇଛି। ରାସ୍ତା କଡରେ ଟ୍ରକଟି ଛିଡା ହୋଇଥିବା ବେଳେ ବସଟି ପିଟି ହୋଇଯାଇଥିଲା। ତେଣୁ ଦୁର୍ଘଟଣା ଘଟିଛି। ସମ୍ବଲପୁର ଜିଲ୍ଲା ଜମନକିରା…
ଭୁବନେଶ୍ୱର: ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଜଲେଶ୍ୱର ମନ୍ଦିର ଟଙ୍କା ବଣ୍ଟାକୁ ନେଇ ନେଇ ତୁମୁଳ କାଣ୍ଡ ହୋଇଛି । ଜଣେ ପୂଜରୀଙ୍କୁ ସମ୍ପୃକ ମନ୍ଦିରର ଅନ୍ୟ ଜଣେ ପୁଜାରୀ ଏବଂ ତାଙ୍କ ସମ୍ପର୍କୀୟମାନେ ନିସ୍ତୁକ ମାଡ଼ ମାରିଛନ୍ତି । ଏପରିକି ଘରେ…
ବାରିପଦା: ହସ୍ପିଟାଲରେ ଚାକିରି କରାଇ ଦେବା ନାଁରେ ଠକେଇ କରି ମୟୂରଭଞ୍ଜ ଜିଲ୍ଲା ଉଦଳା ଉପଖଣ୍ଡ ଚିକିତ୍ସାଳୟରେ ସୁପରଭାଇଜର ଭାବେ କାମ କରୁଥିବା ରଜତ କୁମାର ପାତ୍ର ନାମକ ଜଣେ ବ୍ୟକ୍ତି ଶୁକ୍ରବାର ଗିରଫ ହୋଇଛନ୍ତି। ସମାନ ଡାକ୍ତରଖାନାରେ ନିଯୁକ୍ତିର ସୁଯୋଗ…
ଗଜପତି: ମିଳିଲାନି ମହାପ୍ରଣାୟ, ଟ୍ରଲିରେ ବୁହା ହେଲା ଶବ। ଗଜପତି ଜିଲ୍ଲା ମୋହନା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ କୃଷ୍ଣ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଗତକାଲି ବିଳମ୍ବିତ ରାତିରେ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ତାଙ୍କୁ ମୋହନା ମେଡିକାଲରେ ଭର୍ତ୍ତି କରାଯାଇ…
ଭୁବନେଶ୍ୱର: ଓଡ଼ିଶା ପୁଲିସର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ୭ କୋଟି ୧୬ ଲକ୍ଷ ଟଙ୍କାର କୃଷି ଉପକରଣ ସବସିଡି ଦୁର୍ନୀତି ମାମଲାରେ ପଞ୍ଚମ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ବିଦ୍ୟାଧର ବେହେରାକୁ ଭଦ୍ରକରୁ ଗିରଫ କରାଯାଇଛି। ବିଦ୍ୟାଧର ବେହେରା ଭଦ୍ରକ…
ପାରାଦୀପ: ପାରାଦୀପ-ଚଣ୍ଡିଖୋଲ ୫୩ ନଂ ଜାତୀୟ ରାଜପଥର ମାର୍ଶାଘାଇ ଥାନା ନନ୍ପୁର ଛକରେ ଦୁର୍ଘଟଣା । ଏକ ଅଜଣା ଗାଡି ଧକ୍କାରେ ୨ ଜଣଙ୍କ ମୃତ୍ୟୁ । ମୃତକ ହେଲେ ଜୟଚନ୍ଦ୍ରପୁରର ରଜନୀକାନ୍ତ ନାଉରି ଓ ଭଣଜା ଜିତୁ ସ୍ୱାଇଁ ।…