ନବ ଦାସଙ୍କୁ ହତ୍ୟା କରବା ପାଇଁ ସମଲେଇଙ୍କ ପାଖେ ଶପଥ ନେଇଥିଲା ଗୋପାଳ ଦାସ
ଭୁବନେଶ୍ୱର: ନବ ଦାସ ହତ୍ୟା ମାମଲା ଚାର୍ଜସିଟରେ କାହାଣୀ ଶୁଣାଇଛି କ୍ରାଇମବ୍ରାଞ୍ଚ । ନବ ହତ୍ୟା ମାମଲାରେ ୫୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କୋର୍ଟରେ ଦାଖଲ କରିଛି କ୍ରାଇମବ୍ରାଞ୍ଚ । ଏହି ଚାର୍ଜସିଟରେ ବେଶ ଗପ ଶୁଣାଇଛି । ନବଙ୍କୁ ହତ୍ୟା…