ଆସନ୍ତା ୨୪ ଯାଏଁ ଅପରିବର୍ତ୍ତିତ ରହିବ ପାଗ; ଗ୍ରୀଷ୍ମ ଲହରୀ ସାଙ୍ଗକୁ ଗୁଳୁଗୁଳିରୁ ମିଳିବନି ନିସ୍ତାର
ଭୁବନେଶ୍ୱର: ବୁଧବାର ଓଡ଼ିଶାର ୨୨ଟି ସ୍ଥାନରେ ଦିନ ତାପମାତ୍ରା ୪୦ ଡିଗ୍ରୀ ପାର୍ କରିଛି । ପଶ୍ଚିମ ଓଡ଼ିଶାରେ ନିଆଁ ବର୍ଷୁଥିବାବେଳେ, ଉପକୂଳବାସୀଙ୍କୁ ମଧ୍ୟ ଗରମ ସହ ଗୁଳୁଗୁଳିରୁ ନିସ୍ତାର ନାହିଁ । ରାତିରେ ବି ତାତିରୁ ତ୍ରାହି ମିଳୁନି ।…