Author: iodishaadmin

ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ କରିଡର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ବର: ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ କରିଡର । ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଲୋକସେବା ଭବନ କନଭେନସନରେ ଏହା ଅନୁଷ୍ଠିତ ହେବ । ଏଥିରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ।…

ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଛାତ୍ରୀଙ୍କୁ ଅସଦାଚରଣ, ପ୍ରଫେସର ନିଲମ୍ବିତ

ସମ୍ବଲପୁର: ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଛାତ୍ରୀଙ୍କୁ ନିର୍ଯାତନା । ନିଲମ୍ବିତ ହେଲେ ପ୍ରଫେସର ଡ. ସରୋଜ ସାହୁ । ବିଶ୍ବବିଦ୍ୟାଳୟର ଏମ୍ ବିଏ ବିଭାଗର ଜଣେ ପିଏଚ୍ ଡି ଛାତ୍ରୀଙ୍କୁ ତାଙ୍କ ଗାଇଡ୍ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ଛାତ୍ରୀଙ୍କ ଅଭିଯୋଗ…

ଛଅ ଦିନିଆ ଓଡ଼ିଶା ଗସ୍ତ ସାରି ଫେରିଲେ ରାଷ୍ଟ୍ରପତି

ଭୁବନେଶ୍ବର: ଛଅ ଦିନିଆ ଓଡ଼ିଶା ଗସ୍ତ ସାରି ଫେରିଗଲେ ରାଷ୍ଟ୍ରପତି ଦୌପତି ମୁର୍ମୁ । ଆଜି ସକାଳେ ଲୋକ ଭବନରୁ ବାହାରି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲେ । ଏହାପରେ ଛତିଶଗଡ଼ ଜଗଦଲପୁର ଗସ୍ତ କରିଛନ୍ତି ରାଷ୍ଟ୍ରପତି । ସେଠାରେ ସେ ବିଭିନ୍ନ…

ଘରେ ପଶି ଦଳିଦେଲା ଦନ୍ତା

ବେଗୁନିଆ: ଘରେ ପଶି ମାରିଲା ଦନ୍ତା ହାତୀ । ଦୋକାନ ଘର ଭାଙ୍ଗିବା ସହ ଜଣଙ୍କୁ ଦଳିଦେଲା । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ସିକୋ ନିକଟ ଖଡ଼ିପଦର ଗାଁରେ ହାତୀ ଉପଦ୍ରବ। ମୃତକ ହେଲେ ଶଙ୍କର ରାଉତରାୟ । ପ୍ରତିବାଦରେ ରଣପୁର-ପୁରୀ…

ବାଇକକୁ ଧକ୍କା ଦେଲା ଟ୍ରକ, ଚାଲିଗଲା ଦୁଇ ଜୀବନ

ଅନୁଗୁଳ: ବାଇକକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ। ଚାଲିଗଲା ଦୁଇ ଜୀବନ । ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ମହିତଳା ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମୃତକ ହେଲେ ନତଡା ଗାଁର ବିକ୍ରମ ସାହୁ ଙ୍କ ପୁଅ…

ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ନୂଆ ଅବକାରୀ ଆଇନ: ଆଇନ ମନ୍ତ୍ରୀ

ଭୁବନେଶ୍ୱର: ଅବକାରୀ ଆଇନକୁ ନେଇ ବଡ ସୂଚନା ଦେଲେ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ନୂଆ ଅବକାରୀ ଆଇନ । ପ୍ରକ୍ରିୟା ଶେଷ ହେବା ପରେ ଅବକାରୀ ଆଇନ ଅନୁପାଳନ…

୧୨ରେ ଭାରତ ବନ୍ଦ, ଧର୍ମଘଟକୁ ଓହ୍ଲାଇବେ ଦେଶର ୫୦ କୋଟି ଶ୍ରମିକ

ଭୁବନେଶ୍ୱର: ଆସନ୍ତା ୧୨ରେ ଭାରତ ବନ୍ଦ । ଦେଶବ୍ୟାପୀ ସାଧାରଣ ଧର୍ମଘଟ ଡାକରା ଦେଇଛି ସିଆଇଟିୟୁ ସମେତ ସମଗ୍ର ଦେଶର ପ୍ରମୁଖ ଦଶଟି କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ଏବଂ ବ୍ୟାଙ୍କ, ବୀମା, କେନ୍ଦ୍ର ରାଜ୍ୟ ସରକାରୀ କର୍ମଚାରୀ ସଂଗଠନ ସମୂହ ।…

ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ; ଜଳିଗଲା NDMC ଗୋଦାମ

ନୂଅଦିଲ୍ଲୀ: ଶୁକ୍ରବାର ସନ୍ଧ୍ୟାରେ ଦିଲ୍ଲୀ ସଫଦରଜଙ୍ଗ ଫ୍ଲାଏଓଭର ନିକଟରେ NDMC ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡର ତୀବ୍ରତା ଏତେ ମାତ୍ରାରେ ଥିଲା ଯେ, ୨୦ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ବୋଲି ଅଧିକାରୀ…

ଶାନ୍ତି ଆଲୋଚନା ପରେ ମୁକ୍ତ ହେଲେ ରୁଷ-ୟୁକ୍ରେନ ଯୁଦ୍ଧବନ୍ଦୀ

ନୂଆଦିଲ୍ଲୀ: ଆବୁଧାବିରେ ଆମେରିକା ମଧ୍ୟସ୍ଥତାରେ ଦୁଇ ଦିନ ଧରି ଚାଲିଥିବା ଶାନ୍ତି ଆଲୋଚନା ପରେ ୟୁକ୍ରେନ ଏବଂ ରୁଷ ପରସ୍ପରର ଯୁଦ୍ଧବନ୍ଦୀ ଏବଂ ସାଧାରଣ ନାଗରିକଙ୍କୁ ଅଦଳବଦଳ କରିଛନ୍ତି । ଚାରି ମାସ ମଧ୍ୟରେ ପ୍ରଥମ ଥର ପାଇଁ ହୋଇଥିବା ଏହି…

ପାକିସ୍ତାନରେ ମସଜିଦ ସାମ୍ନାରେ ଭୟଙ୍କର ବିସ୍ଫୋରଣ, ୭୦ ମୃତ

ପାକିସ୍ତାନ : ପାକିସ୍ତାନର ଇସଲାମାବାଦରେ ଭୟଙ୍କର ବିସ୍ଫୋରଣ ଘଟିଛି । ଯେଉଁଥିରେ ୭୦ ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ପାଖାପାଖି ୨୫୦ ଜଣ ଆହତ ହୋଇଛନ୍ତି । ସିଆ ମସଜିଦ୍ କସର୍-ଏ-ଖାଦିଜାତୁଲ କୁବ୍ରାରେ ନମାଜ ପାଠ କରୁଥିବା ସମୟରେ ଏହି ଆତ୍ମଘାତୀ ବିସ୍ଫୋରଣ…