Author: iodishaadmin

୨୦୩୬ ଅଲିମ୍ପିକ୍ସ ପାଇଁ ୨୦୨୬ରୁ ପ୍ରୟାସ ଆରମ୍ଭ କରିବା: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର: ଭାରତ ୨୦୩୬ ଅଲିମ୍ପିକ୍ସ ଆୟୋଜନ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ, ଆମକୁ ୨୦୨୬ରୁ ହିଁ ଏପରି ପ୍ରୟାସ କରିବାକୁ ହେବ ଯେପରି ସମ୍ବଲପୁର ଏବଂ ଓଡ଼ିଶାର ପ୍ରତିଭାବାନ ପିଲାମାନେ ବିଶ୍ୱସ୍ତରରେ ମେଡାଲ ଜିତିବେ । ଆଜି ସମ୍ବଲପୁରର ଐତିହାସିକ…

ବିନ୍ଦୁସାଗର ହେବ ହେରିଟେଜ ହ୍ରଦ: ଆଇନ ମନ୍ତ୍ରୀ

ଭୁବନେଶ୍ୱର : ୨୦୨୬-୨୭ ଆର୍ଥିକ ବର୍ଷ ଶେଷ ସୁଦ୍ଧା ସରିବ ଏକାମ୍ର ହେରିଟେଜ ପ୍ରକଳ୍ପ । ନୂଆ କରି ଏକ ଇଣ୍ଟରପ୍ରିଟେସନ ସେଣ୍ଟର କରିବାକୁ ପ୍ରସ୍ତାବ ରହିଛି । ଯାହା ପାର୍କିଂ ସେଣ୍ଟରର ଶେଷ ଆଡୁକୁ ହେବ । ସେଠାରେ ମହାପ୍ରଭୁ…

ମହାଶିବରାତ୍ରୀରେ ଲିଙ୍ଗରାଜ ମନ୍ଦିରରେ ଉତ୍ତେଜନା, ସେବାୟତ-ପୋଲିସ ମୁହାଁମୁହିଁ

ଭୁବନେଶ୍ବର: ମହାଶିବରାତ୍ରୀରେ ଲିଙ୍ଗରାଜରେ ଉତ୍ତେଜନା । ମନ୍ଦିର ପରିସରରେ ସେବାୟତ-ପୋଲିସ ମୁହାଁମୁହିଁ । ସେବାୟତଙ୍କ ପରିବାର ଦର୍ଶନ ନେଇ ଗଣ୍ଡଗୋଳ ହୋଇଥିବା ସୂଚନା । ଫଳରେ ନୀତି ବ୍ୟାହତ ହୋଇଥିଲା । ତେବେ ଆଇନ ମନ୍ତ୍ରୀ କହିଛନ୍ତି, ସୁରୁଖୁରୁରେ ଚାଲଛି ମହାପ୍ରଭୁ…

ସ୍ବେଛାକୃତ ଅବସର ନେଇ ଗାଁକୁ ଫେରିଲେ ଅପରେସନ ସିନ୍ଦୁର ଫାଇଟର ଆଲୋକ

ଯାଯପୁର: ଚାକିରିରୁ ସ୍ବେଛାକୃତ ଅବସର ନେଇ ଗାଁକୁ ଫେରିଛନ୍ତି ଅପରେସନ ସିନ୍ଦୁର ଫାଇଟର ଆଲୋକ କୁମାର ରାଉତ । ମହାଆଡମ୍ବରରେ ତାଙ୍କୁ ସ୍ବାଗତ କରୁଛନ୍ତି ଗାଁ ଲୋକେ। ପିଲା ଠୁ ବୁଢ଼ା ସମସ୍ତେ ବୀର ଯବାନଙ୍କ ସ୍ବାଗତରେ ଲାଗି ପଡ଼ିଛନ୍ତି ।…

କ୍ରିକେଟ ଖେଳରୁ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍, ୨ ଗୁରୁତର

ନୟାଗଡ଼: କ୍ରିକେଟ ଖେଳରୁ ମହାଭାରତ । ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍ । ଦୁଇ ଗୁରୁତର । ନୟାଗଡ଼ ପୁରୁଣା ସହର ଦକ୍ଷିଣକାଳୀ ପଡ଼ିଆରେ ଗଣ୍ଡଗୋଳ ହୋଇଛି । ଗତକାଲି କଇଁଥଗାଡିଆ ଓ ପୁରୁଣା ସହର ମଧ୍ୟରେ ଫାଇନାଲ ମ୍ୟାଚ ଚାଲିଥିଲା…

ଉତ୍ସବମୁଖଣର ଆରଡିର ବାବା ଆଖଣ୍ଡଳମଣୀଙ୍କ ପୀଠ

ଚାନ୍ଦବାଲି: ଆଜି ମହାଶିବରାତ୍ରୀ । ଉତ୍ସବମୁଖଣର ଆରଡିର ବାବା ଆଖଣ୍ଡଳମଣୀଙ୍କ ପୀଠ । ମହାଶିବରାତ୍ରି ପାଇଁ ଦିନ ତମାମ ଜାରି ରହିବ ସ୍ୱତନ୍ତ୍ର ନୀତିକାନ୍ତି । ଆଜି ଭୋର ୪ଟାରୁ ମନ୍ଦିର ପହୁଡ଼ ଖୋଲା ହେବା ପରେ ପ୍ରଥମେ ମଙ୍ଗଳା ଆଳତୀ…

ଜାଗର ପାଇଁ ବାବା ଲୋକନାଥଙ୍କ ପୀଠରେ ସ୍ବତନ୍ତ୍ର ନୀତିକାନ୍ତ

ପୁରୀ: ମହାଶିବରାତ୍ରି ପାଇଁ ପୁରୀର ବାବା ଲୋକନାଥଙ୍କ ପୀଠ ଚଳଚଞ୍ଚଳ । ରାତି ୧୨ଟା ୩୦ରୁ ଦ୍ବାର ଫିଟାଯାଇ ସ୍ବତନ୍ତ୍ର ନୀତିକାନ୍ତ କରାଯାଇଛି । ଭୋର ୫ଟାରୁ ଆରମ୍ଭ ହୋଇଛି ସର୍ବସାଧାରଣ ଦର୍ଶନ । ରାତି ୩ଟାରେ ହରିହର ଭେଟ, ଭୋଗ…

ଗଛରେ ପିଟିହେଲା କାର, ଜଣେ ମୃତ, ୫ ଗୁରୁତର

ଘଟଗାଁ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ, ୫ ଜଣ ଆହତ । ମୃତକ ଆଠଗଡ ବଡ଼ମ୍ଭା ଅଞ୍ଚଳର ରବୀନ୍ଦ୍ର ନାଥ ମହାନ୍ତି । ପରିବାର ସହ ମାଆ ତାରଣୀଙ୍କ ଦର୍ଶନ ପାଇଁ ଆସୁଥିବା ବେଳେ…

ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ; ଜଳିଗଲା ହେଲମେଟ କାରଖାନା

ନୂଆଦିଲ୍ଲୀ: ଶନିବାର ଦିଲ୍ଲୀ ବାହାରର ନିଲୋଥିରେ ଏକ ହେଲମେଟ ଉତ୍ପାଦନ କାରଖାନାରେ ବଡ଼ ଅଗ୍ନିକାଣ୍ଡ ଘଟିଛି। ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି ୨୦ଟି ଦମକଳ ଗାଡି । ଦିଲ୍ଲୀ ବାହାରର ନିଲୋଥି ଅଞ୍ଚଳରେ, ଶନିବାର ଅପରାହ୍ନରେ ଏକ ହେଲମେଟ ଉତ୍ପାଦନ…

ମେଟ୍ରୋ ପିଲାର ଭୁଶୁଡ଼ି ଜଣେ ମୃତ, ୩ ଆହତ

ମୁମ୍ବଇ: ମୁମ୍ବଇର ମୁଲୁଣ୍ଡରେ ଭୁଶୁଡିପଡିଲା ନିର୍ମାଣାଧୀନ ମେଟ୍ରୋ ପିଲାର। ଚଳନ୍ତା ଅଟୋ ଓ କାର ଉପରେ ପଡ଼ି ଜଣେ ମୃତ ଓ ତିନି ଜଣ ଆହତ। ଶନିବାର ଅପରାହ୍ନରେ ମୁମ୍ବଇର ମୁଲୁଣ୍ଡରେ ଏକ ନିର୍ମାଣାଧୀନ ମେଟ୍ରୋ ପିଲାରର ଏକ ଅଂଶ ଭୁଶୁଡ଼ି…