Author: iodishaadmin

ଭିଜିଲାନ୍ସ ଜାଲରେ ଫରେଷ୍ଟର ବାବୁ, ଜବତ ହୋଇଛି ବିଡା ବିଡା ଟଙ୍କା ଓ ପୁଳା ପୁଳା ସୁନା

କଳାହାଣ୍ଡି: ଭିଜିଲାନ୍ସ ଜାଲରେ ଫରେଷ୍ଟର ବାବୁ । ଫରେଷ୍ଟର ଭାଗବତ ଭୂଷଣ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢ଼ାଉ । ଜବତ ହୋଇଛି ବିଡା ବିଡା ଟଙ୍କା ଓ ପୁଳା ପୁଳା…

ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ପରିଚୟପତ୍ର ବାଧ୍ୟତାମୂଳକ

ଭୁବନେଶ୍ବର:ଉତ୍କଳ ବିଶ୍ବବିଦ୍ୟାଳୟ ପରିସରରେ ବୈଧ ପରିଚୟପତ୍ର ବହନ କରିବା ବାଧ୍ୟତାମୂଳକ କରାଯାଇଛି । ବିଶ୍ବବିଦ୍ୟାଳୟ କୁଳସଚିବଙ୍କ ଦ୍ବାରା ସମସ୍ତ ଛାତ୍ରଛାତ୍ରୀଙ୍କ ନିମନ୍ତେ ଜାରି ହୋଇଥିବା ନୋଟିସ୍ ଅନୁଯାୟୀ, କ୍ୟାମ୍ପସରେ ବୈଧ ପରିଚୟପତ୍ର ବହନ କରିବା ଜରୁରୀ। ଯଦି କୌଣସି ବ୍ୟକ୍ତି ବିନା…

ଓଡିଶା ସମେତ ୨୨ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଙ୍କୁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ, SIR ପାଇଁ କରନ୍ତୁ ପ୍ରସ୍ତୁତି

ନୂଆଦିଲ୍ଲୀ ୧୯।୨: ନିର୍ବାଚନ କମିଶନ ଗୁରୁବାର ୨୨ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଙ୍କୁ ବିଶେଷ ଗହନ ପୁନରିକ୍ଷଣ (ଏସଆଇଆର) ନିମନ୍ତେ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କାରଣ ଏହି ପ୍ରକ୍ରିୟା ଏପ୍ରିଲ ମାସରୁ ଆରମ୍ଭ ହେବ ବୋଲି ଆଶା କରାଯାଉଛି।…

ଆସାମ ବିଧାନସଭା ନିର୍ବାଚନ: ବିଜେପି ସରକାରଙ୍କ ବିରୋଧରେ ୨୦ ସୂତ୍ରୀ ଚାର୍ଜସିଟ୍ ଜାରି କଲା କଂଗ୍ରେସ୍

ଗୌହାଟୀ ୧୯।୨: କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଗୁରୁବାର ବିଜେପି ନେତୃତ୍ୱାଧୀନ ଆସାମ ସରକାରଙ୍କ ବିରୋଧରେ ୨୦ ସୂତ୍ରୀ ଚାର୍ଜସିଟ୍ ଜାରି କରିଛନ୍ତି। ଏଥିରେ ସେ ମୁଖ୍ୟମନ୍ତ୍ରୀ ହିମାନ୍ତ ବିଶ୍ୱାଶର୍ମାଙ୍କ ଉପରେ ଭ୍ରଷ୍ଟାଚାର ଓ ସଂଖ୍ୟାଲଘୁଙ୍କୁ ଡରାଇବା ପାଇଁ ରାଜ୍ୟ ସରକାରୀ…

ପୁଲିସ କେସ ଦେବାରୁ ମହିଳାଙ୍କୁ ଆକ୍ରମଣ

ଭୁବନେଶ୍ୱର : ସତସଙ୍ଗ ବିହାର ଛକରେ ଘଟିଛି ଭୟାନକ ଘଟଣା। ଚୋରି ମାମଲାରେ ଅଭିଯୋଗ କରିବାରୁ ଜଣେ ମହିଳାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ। ସୂଚନା ଅନୁସାରେ ମହିଳା ଜଣକ ସତସଙ୍ଗ ବିହାର ଛକରେ ମକା ଦୋକାନ କରିଛନ୍ତି। ଏକ ଚୋରି ମାମଲାକୁ ନେଇ…

ବାଣ ବିସ୍ଫୋରଣରେ ୩ ଗୁରୁତର

କଟକ : ଜଗତପୁର ଥାନା ଅନ୍ତର୍ଗତ ମହାଜନପୁର ନାୟକ ସାହିରେ ବାଣ ବିସ୍ଫୋରଣ। ଘଟଣାରେ ୩ ଆହତ। ଆହତଙ୍କୁ ଏସସିବି ରେ ଭର୍ତ୍ତି କରାଯାଇଛି। ଜଗତପୁର ଥାନା ପାଗା ଫାଣ୍ଡି ଅନ୍ତର୍ଗତ ମହାଜନପୁର ନାୟକ ସାହିରେ ଅଘଟଣ। ଘରେ ବାଣ ଭିଡ଼ିଲା…

ବାଚସ୍ପତିଙ୍କ ସମେତ ୪୨ ଜଣ ବିଧାୟକଙ୍କୁ ହାଇକୋର୍ଟଙ୍କ ନୋଟିସ୍

ପାଟନା: ବିହାର ବିଧାନସଭାରୁ ଏକ ବଡ ଖବର ସାମ୍ନାକୁ ଆସିଛି । ପାଟନା ହାଇକୋର୍ଟ ବିହାର ବିଧାନସଭା ବାଚସ୍ପତିଙ୍କ ସମେତ ୪୨ ଜଣ ବିଧାୟକଙ୍କୁ ନୋଟିସ୍ ଜାରି କରିଛନ୍ତି। ରିପୋର୍ଟ ଅନୁଯାୟୀ, ନିର୍ବାଚନ ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗରେ ଏହି ନୋଟିସ୍ ଜାରି…

ଇରାନ୍‌ରେ ଭୟଙ୍କର ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା

ନୂଆଦିଲ୍ଲୀ : ଆମେରିକା ସହ ଯୁଦ୍ଧ ପ୍ରସ୍ତୁତି ମଧ୍ୟରେ ଇରାନରେ ଭୟଙ୍କର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୫ ରେକର୍ଡ ହୋଇଛି। ଜର୍ମାନୀ ଭୂତତ୍ତ୍ୱ ଗବେଷଣା କେନ୍ଦ୍ର ଅନୁଯାୟୀ, ଇରାନରେ ଭୂମିକମ୍ପର କେନ୍ଦ୍ରସ୍ଥଳ ୧୦ କିଲୋମିଟର ଗଭୀରତାରେ…

ଭାରତୀୟ ବିମାନ କମ୍ପାନୀ ବିରୋଧରେ ତାରିକଙ୍କ ବଡ ନିଷ୍ପତ୍ତି

ଢାକା: ବାଂଲାଦେଶରେ ତାରିକ ରହମାନ ସରକାର ବକେୟା ଦେୟ ପରିଶୋଧ ନକରିବା କାରଣରୁ ଭାରତୀୟ ବିମାନ କମ୍ପାନୀ ସ୍ପାଇସଜେଟକୁ ଏହାର ଆକାଶ ମାର୍ଗ ବ୍ୟବହାର କରିବାରୁ ବାରଣ କରିଛନ୍ତି। ଆକାଶ ମାର୍ଗର ଅନୁପଲବ୍ଧତା ଯୋଗୁଁ, କଲକାତାରୁ ଗୌହାଟୀ ଏବଂ ଇମ୍ଫାଲକୁ ଯାଉଥିବା…

ଜେଫ୍ରି ଏପଷ୍ଟିନ୍‌ ଲିଙ୍କ୍‌ରେ ବ୍ରିଟେନ୍‌ର ପୂର୍ବତନ ଯୁବରାଜ ଆଣ୍ଡ୍ର୍ୟୁ ଗିରଫ

ଲଣ୍ଡନ : ବ୍ରିଟେନର ରାଜପରିବାର ପାଇଁ ଏକ ବଡ଼ ଝଟକା ଲାଗିଛି। ରାଜା ଚାର୍ଲ୍ସ ତୃତୀୟଙ୍କ ସାନ ଭାଇ ତଥା ବ୍ରିଟେନ୍‌ର ପୂର୍ବତନ ଯୁବରାଜ ଆଣ୍ଡ୍ର୍ୟୁ ମାଉଣ୍ଟବେଟ୍ଟନ-ୱିଣ୍ଡସରଙ୍କୁ ପୁଲିସ୍ ଗିରଫ କରିଛି। ଜେଫ୍ରି ଏପଷ୍ଟିନ୍‌ ଲିଙ୍କ୍‌ରେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡିଛି।…