Author: iodishaadmin

ଖୋଲିଲା ବେଲପଡ଼ା ସ୍କୁଲ, ଛାତ୍ର ମୃତ୍ୟୁକୁ ନେଇ ମାସେ ହେଲା ପଡ଼ିଥିଲା ତାଲା

ନୟାଗଡ଼: ମାସେ ପରେ ଖୋଲିଲା ସ୍କୁଲ। ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ବେଲପଡ଼ାପାଟଣା ବିଦ୍ୟାଳୟରେ ଖୋଲିଲା ତାଲା । ଜିଲ୍ଲାପାଳ, ଏସପି ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ ଉପସ୍ଥିତିରେ ତାଲା ଖୋଲାଯାଇଛି । ଉତ୍ତେଜନାକୁ ଦୃଷ୍ଟିରେ ରଖି ଗାଁରେ ବ୍ୟାପକ ପୋଲିସ ମୁତୟନ…

ଆଇନଜୀବୀଙ୍କ ଘରକୁ ବୋମାମାଡ, ଖଣ୍ଡାରେ ଆକ୍ରମଣ ଉଦ୍ୟମ

ବ୍ରହ୍ମପୁର: ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଶ୍ରୀରାମ ନଗର ଶାନ୍ତିମାର୍ଗରେ ଥିବା ଜଣେ ଆଇନଜୀବୀଙ୍କ ଘର ଉପରକୁ ବୋମାମାଡ ହୋଇଛି । କିଛି ଯୁବକ ହାତରେ ଖଣ୍ଡା ଧରି ସେଠାରେ ଆତଙ୍କ ଖେଳାଇବା ସହ ବୋମାମାଡ କରି ଫେରାର ହୋଇଯାଇଛନ୍ତି ।…

ବାଇକ୍-ବୋଲେରୋ ଧକ୍କା, ୪ ମୃତ ୨ ଗୁରୁତର

ବରଗଡ଼: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୪ ମୃତ ୨ ଗୁରୁତର । ମେହେନା ଛକରେ ବାଇକ୍ ଓ ବୋଲେରୋ ଗାଡ଼ି ମଧ୍ୟ ଧକ୍କା । ଘଟଣା ସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି ।…

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ହତ୍ୟା

ଭଦ୍ରକ: କ୍ରିକେଟ ଖେଳାଳିଙ୍କୁ ନିର୍ମମ ହତ୍ୟା । ଭଦ୍ରକ ଚରମ୍ପା ବଜାରରେ ଯୁବକଙ୍କୁ ସଂଘବଦ୍ଧ ଛୁରାମାଡ଼ । ଗୁଣ୍ଠୁଣା ବଜାରରେ ମେଳଣ ଚାଲିଥିବାବେଳେ ନୃଶଂସ ହତ୍ୟା । ମୃତ ଯୁବକ ହେଲେ ଗୁଣ୍ଠୁଣା ବଜାର ଅଂଚଳ ର କୁମାର ସ୍ୱାମୀ ।…

ଭାରତ ଟି-ଟ୍ବେଣ୍ଟି କ୍ରିକେଟ ବିଶ୍ବକପ୍ ବିଜେତା

ଅହମଦାବାଦ: ଭାରତୀୟ ପୁରୁଷ କ୍ରିକେଟ୍‌ ଟିମ୍‌ ଅହମଦାବାଦରେ ଦେଶର କୋଟିକୋଟି ପ୍ରଶଂସକ, କ୍ରୀଡ଼ାପ୍ରେମୀ ଓ ଦର୍ଶକଙ୍କ ହୃଦୟ ଜିତିଛନ୍ତି। ଷ୍ଟାଡିୟମରେ ଉପସ୍ଥିତ ଲକ୍ଷାଧିକ ଦର୍ଶକ ଭାରତୀୟ ଯୁବ ଖେଳାଳିଙ୍କ ପ୍ରଦର୍ଶନ ଦେଖି ଯେତିକି ଉତ୍ସାହିତ ହୋଇଛନ୍ତି, ଜମ୍ମୁ କଶ୍ମୀରରୁ କନ୍ୟାକୁମାରୀ ଏବଂ…

ନ୍ୟୁୟର୍କ ମେୟର ମାମଦାନୀଙ୍କ ବାସଭବନ ଆଗରେ ବୋମା ବିସ୍ଫୋରଣ ଉଦ୍ୟମ: ୨ ଗିରଫ

ନ୍ୟୁୟର୍କ: ନ୍ୟୁୟର୍କ ସିଟି ମେୟର ଜୋହରାନ ମାମଦାନୀଙ୍କ ବାସଭବନ ବାହାରେ ବିସ୍ଫୋରଣ ଉଦ୍ୟମ କରିଥିବା ଦୁଇ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି। ନ୍ୟୁୟର୍କ ସିଟି ପୁଲିସ ବିଭାଗ (ଏନ୍‌ୱାଇପିଡି) ମାମଦାନୀଙ୍କ ବାସଭବନ ଗ୍ରେସି ମ୍ୟାନସନ୍ ବାହାରେ ବୋମା ବିସ୍ଫୋରଣ ଉଦ୍ୟମ ପରେ…

ମୁସଲମାନ ମହିଳାଙ୍କୁ ନିସ୍ତୁକ ମାଡ଼, ଡାକ୍ତରଖାନାରେ ଚାଲିଗଲା ଜୀବନ

ପାଟନା: ବିହାରର ମଧୁବନି ଜିଲ୍ଲାରେ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଜଣେ ଗାଁ ମୁଖିଆଙ୍କ ପୁଅ ଓ କିଛି ଲୋକ ଜଣେ ମୁସଲମାନ ମହିଳାଙ୍କୁ ନିସ୍ତୁକ ମାଡ଼ ମାରିବା ସହିତ ପରିସ୍ରା ପିଆଇବା ପରେ ଡାକ୍ତରଖାନାରେ ଚିକିିତ୍ସାଧୀନ ଅବସ୍ଥାରେ ତାଙ୍କର…

ଅନିଲ ଅମ୍ବାନୀଙ୍କ ବିରୋଧରେ ମାମଲା

ନୂଆଦିଲ୍ଲୀ: ପିଏନବିର ମୁଖ୍ୟ ପରିଚାଳକ ସନ୍ତୋଷକୃଷ୍ଣ ଅନ୍ନଭରପୁଙ୍କ ଅଭିଯୋଗ ପାଇବା ପରେ ସିବିଆଇ ଆଇପିସିର ଧାରା ୪୨୦ ଏବଂ ୧୨୦ (ବି) ଅଧୀନରେ ମାମଲା ରୁଜୁ କରିଛି। ଏଫଆଇଆର ଅନୁଯାୟୀ, ଅନିଲ ଅମ୍ବାନୀଙ୍କ ନେତୃତ୍ୱରେ ରିଲାଏନ୍ସ କମ୍ୟୁନିକେସନ୍ସ ୨୦୧୩ ମସିହାରୁ ୨୦୧୭…

ଇସ୍ରାଏଲକୁ ଗୋଳା-ବାରୁଦ ଓ ଯୁଦ୍ଧ ସାମଗ୍ରୀ ବିକିବ ଆମେରିକା

ନୂଆଦିଲ୍ଲୀ: ଇସ୍ରାଏଲକୁ ଗୋଳା-ବାରୁଦ ଓ ଯୁଦ୍ଧ ସାମଗ୍ରୀ ବିକିବା ପାଇଁ ଆମେରିକା ନିଷ୍ପତ୍ତି ନେଇଛି। ଆମେରିକୀୟ ବିଦେଶ ବିଭାଗ ଇସ୍ରାଏଲ ସରକାରଙ୍କୁ ପ୍ରାୟ ୧୬ କୋଟି ଡଲାରର ଯୁଦ୍ଧ ସାମଗ୍ରୀ କ୍ରୟ ନେଇ ମଞ୍ଜୁରୀ ଦେଇଛି। ଇସ୍ରାଏଲ ସରକାର ନିଜ ସୁରକ୍ଷା…

ଜେଡିୟୁରେ ସାମିଲ ହେଲେ ନୀତିଶ କୁମାରଙ୍କ ପୁଅ ନିଶାନ୍ତ କୁମାର

ପାଟନା : ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସଭାପତି ନୀତିଶ କୁମାରଙ୍କ ପୁଅ ନିଶାନ୍ତ କୁମାର ଜେଡିୟୁରେ ଯୋଗ ଦେଇଛନ୍ତି । ସେ ପାଟନା ସ୍ଥିତ ଜେଡିୟୁ ଅଫିସରେ ସଦସ୍ୟତା ପଦ ଗ୍ରହଣ କରିଛନ୍ତି । ଏହି ସମୟରେ ପାର୍ଟିର ସମସ୍ତ…