ଉମେଶ ପାଲ୍ ହତ୍ୟା ମାମଲା: ଭଙ୍ଗା ହେଲା ପ୍ରୟାଗରାସ୍ଥିତ ଗ୍ୟାଙ୍ଗ୍ଷ୍ଟର୍ ଆତିକ୍ ଅହମଦ୍ଙ୍କ ସହଯୋଗୀଙ୍କ ଘର
ପ୍ରୟାଗରାଜ: ଉମେଶ ପାଲ୍ ହତ୍ୟା ମାମଲାର ଅଭିଯୁକ୍ତ କୁଖ୍ୟାତ ଗ୍ୟାଙ୍ଗ୍ଷ୍ଟର୍ ଆତିକ୍ ଅହମଦ୍ଙ୍କର ଜଣେ ସହଯୋଗୀଙ୍କ ଘରକୁ ଆଜି ‘ପ୍ରୟାଗରାଜ ଡେଭ୍ଲପ୍ମେଣ୍ଟ୍ ଅଥରିଟି’ ଭାଙ୍ଗିବା ଆରମ୍ଭ କରିଛି।…