ମାଛ ଧରିବା ବେଳେ ପାଟିରେ ପଶିଗଲା ଜିଅନ୍ତା ମାଛ, ଯୁବକ ମୃତ
ବାଙ୍ଗିରିପୋଷି: ବାଙ୍ଗିରିପୋଷିରେ ଘଟିଛି ଅଭାବନୀୟ ଘଟଣା । ଯାହାକୁ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ । ମାଛ ଧରିବା ହେଲା କାଳ । ପାଟିରେ ପଶିଗଲା ଜିଅନ୍ତା ମାଛ । ଚାଲିଗଲା ଯୁବକଙ୍କ ଜୀବନ । ମୟୂରଭଂଜ ବାଙ୍ଗିରିପୋଷିରେ ଏଭଳି ଘଟଣା ।…
ବାଙ୍ଗିରିପୋଷି: ବାଙ୍ଗିରିପୋଷିରେ ଘଟିଛି ଅଭାବନୀୟ ଘଟଣା । ଯାହାକୁ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ । ମାଛ ଧରିବା ହେଲା କାଳ । ପାଟିରେ ପଶିଗଲା ଜିଅନ୍ତା ମାଛ । ଚାଲିଗଲା ଯୁବକଙ୍କ ଜୀବନ । ମୟୂରଭଂଜ ବାଙ୍ଗିରିପୋଷିରେ ଏଭଳି ଘଟଣା ।…
କାମାକ୍ଷାନଗର: ଜଙ୍ଗଲରେ ଲାଗିଛି ନିଆଁ । ଢେଙ୍କାନାଳ କାମାକ୍ଷାନଗରରେ ଥମୁନି ଜଙ୍ଗଲ ନିଆଁ । କାମାକ୍ଷାନଗର-କଙ୍କଡ଼ାହାଡ଼ ରାସ୍ତାର ଉଭୟପାର୍ଶ୍ବରେ ଜଳୁଛି ଜଙ୍ଗଲ । ନିଆଁ ଲାଗି ବହୁ ମୂଲ୍ୟବାନ ଗଛ ଓ ଔଷଧୀୟ ଗୁଳ୍ନ ପୋଡ଼ି ପାଉଁଶ ହୋଇଯାଇଛି । ନିଆଁ…
ମୟୂରଭଞ୍ଜ : କୁକୁଡା ମାଂସ ଘରକୁ ଆସିଲା । ହେଲେ ରନ୍ଧା ହେବା ପୂର୍ବରୁ ମାଂସ ଟଙ୍କା ଦିଆନିଆକୁ କେନ୍ଦ୍ରକରି ଜୀବନ ଚାଲିଗଲା । କୁରାଢ଼ୀରେ ଡ୍ରାଇଭରକୁ ମାରି ଦେଲା ହେଲପର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ…
ଭୁବନେଶ୍ୱର : ପୋଲିସ କବଜାରେ CID ଅଫିସର । ନିଜକୁ CID ବା ସିଟି ଡିଟେକ୍ସନ ଏଜେନ୍ସିର ଅଫିସର ପରିଚୟ ଦେଇ ଅର୍ଥ ଆଦାୟ କରୁଥିବା ୮ଜଣଙ୍କୁ ବାନ୍ଧିଲା ଚନ୍ଦ୍ରଶେଖରପୁର ଥାନା ପୋଲିସ । ଗିରଫ ମାନେ ହେଲେ ପୂଜା ବେହେରା,…
ଭୁବନେଶ୍ବର: ଭୁବନେଶ୍ବରରେ ଚାଞ୍ଚଲ୍ୟ । ଯୁବକଙ୍କୁ ଛାତରୁ ଠେଲି ହତ୍ୟା ଅଭିଯୋଗ । ସହିଦନଗର ଥାନା ଅଞ୍ଚଳରୁ ଆସିଛି ଏଭଳି ଅଭିଯୋଗ । ସ୍ଥାନୀୟ ପୋଷ୍ଟ ଅଫିସ ନିକଟରୁ ମିଳିଛି ଯୁବକଙ୍କ ମୃତଦେହ । ଚୋର ସନ୍ଦେହରେ ଯୁବକଙ୍କୁ ଛାତ ଉପରୁ…
ଭୁବନେଶ୍ୱର : ଅବକାରୀ ବିଭାଗର ନୂଆ ଗାଇଡଲାଇନ । ଏଣିକି ଟେଟ୍ରା ପ୍ୟାକରେ ମଦ ମିଳିବ । ଟେଟ୍ରା ପ୍ୟାକରେ ରହିବ ୬ଟି ସୁରକ୍ଷା ଲେୟର । ୧୮୦ ମିଲି ପର୍ଯ୍ୟନ୍ତ ମଦ ଟେଟ୍ରା ପ୍ୟାକରେ ଉପଲବ୍ଧ ହେବ। ନୂଆ ଗାଇଡଲାଇନ…
ନୟାଗଡ : ବାଣ ଭିଡିବା ବେଳେ ବିସ୍ଫୋରଣ । ବିସ୍ଫୋରଣରେ ଗୋଟିଏ ପରିବାରର ୬ ଜଣ ଗୁରୁତର ଆହତ ହୋଇଛନ୍ତି । ନୟାଗଡ ଜିଲ୍ଲା ଦଶପଲ୍ଲା ନୂଆଗାଁ ଥାନା କୋରଡା ଗାଁରେ ବିସ୍ଫୋରଣ ହୋଇଛି । ସୂଚନାଥାଉକି, ଦଶପଲ୍ଲାରେ ୭ ତାରିଖରେ…
ଭୁବନେଶ୍ୱର : ରାଜ୍ୟରେ ଅସମ୍ଭାଳ ଖରା । ବିଶେଷକରି ପଶ୍ଚିମ ଓଡିଶାର ଅଧିକାଂଶ ସ୍ଥାନରେ ତାତି ବଢିବାରେ ଲାଗିଛି । ଝାରସୁଗୁଡ଼ାରେ ଗତକାଲି ସର୍ବାଧିକ ୪୦.୬ ଡିଗ୍ରୀ ତାତି ରେକର୍ଡ ହୋଇଥିଲା । ସେହିଭଳି ଟିଟିଲାଗଡ଼ରେ ୪୦ ଡିଗ୍ରୀ ପାରଦ ରହଥିଲା…
ସମ୍ବଲପୁର: ଅବକାରୀ ବିଭାଗରେ ୩କୋଟି ୬୭ ଲକ୍ଷ ଟଙ୍କାର ମହାଘୋଟାଲା । ୨୪ ଲକ୍ଷ ନଗଦ ଟଙ୍କା ଜବତ ହେବା ସହ ୨ଗିରଫ । ସମ୍ବଲପୁର ଜିଲ୍ଲା ଅବକାରୀ ବିଭାଗରେ ଏକ ବଡ଼ ଧରଣର ଆର୍ଥିକ ଅନିୟମିତତା ସାମ୍ନାକୁ ଆସିଛି ।…
ରାଜନଗର : ୨ ଦିନ ପରେ ମିଳିଲା ମୃତଦେହ । ନିଖୋଜର ଦୁଇଦିନ ପରେ ୭ ବର୍ଷ ନାବାଳିକାର ମୃତଦେହ ଉଦ୍ଧାର । ମୃତ ନାବାଳିକାଙ୍କ ଘର ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ । ଦୀର୍ଘଦିନ ହେଲା ମାମୁଘର ରାଜନଗର ଥାନା…