ବିପୁଳ ବେଆଇନ୍ ବାଣ ଜବତ, ଦୁଇ ଅଟକ
ନବରଙ୍ଗପୁର: ଲକ୍ଷାଧିକ ଟଙ୍କାର ଗଚ୍ଛିତ ବେଆଇନ୍ ବାଣ ଜବତ, ୨ ବ୍ୟବସାୟୀ ଅଟକ। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌରାଞ୍ଚଳରେ। ଡିଏନକେ ଓ ଯୁଭି ୩ ଡଙ୍ଗରୀଗୁଡ଼ାର ଦୁଇ ବ୍ୟବସାୟୀ ଙ୍କ ଘରେ ପୁଲିସ୍ ଚଢାଉ କରିଥିଲା…
ନବରଙ୍ଗପୁର: ଲକ୍ଷାଧିକ ଟଙ୍କାର ଗଚ୍ଛିତ ବେଆଇନ୍ ବାଣ ଜବତ, ୨ ବ୍ୟବସାୟୀ ଅଟକ। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌରାଞ୍ଚଳରେ। ଡିଏନକେ ଓ ଯୁଭି ୩ ଡଙ୍ଗରୀଗୁଡ଼ାର ଦୁଇ ବ୍ୟବସାୟୀ ଙ୍କ ଘରେ ପୁଲିସ୍ ଚଢାଉ କରିଥିଲା…
ଜଳେଶ୍ବର: ବନ୍ଧୁକ ମୁନରେ ଲୁଟିନେଲେ ଗହଣା ଭର୍ତ୍ତି ବ୍ୟାଗ୍ । ଏଭଳି ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଅମର୍ଦ୍ଦା ବଜାରରେ । ଲକ୍ଷ୍ମୀ ଜୁଏଲାରୀ ମାଲିକ ଗଗନ ପ୍ରଧାନଙ୍କୁ ବନ୍ଧୁକ ଦେଖାଇ ଦୁର୍ବୁତ୍ତମାନେ ଗହଣା ଭର୍ତ୍ତି ବ୍ୟାଗ…
ଭୁବନେଶ୍ଵର: ଆଉ ବଜାରରେ ବିକ୍ରି ହେବନି ରନ୍ଧନ ଗ୍ୟାସ୍। ଏହା ବେଆଇନ୍ । ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ଏଲପିଜି ସଙ୍କଟ ଦେଖା ଦେଇଥିବା ବେଳେ ରାଜ୍ୟରେ ଗ୍ୟାସ୍ କଳାବଜାରୀ ରୋକିବା ପାଇଁ ଦୃଢ ପଦକ୍ଷେପ ନେଇଛନ୍ତି ସରକାର। ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର…
କୋରାପୁଟ: କୋରାପୁଟ ଜିଲ୍ଲାରେ ଗତ ଶନିବାର ରାତି ୧୧.୩୧ ଘଣ୍ଟା ସମୟରେ ୪.୪ ତୀବ୍ରତାରେ ଏକ ମଧ୍ୟମ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ଏହାର ପ୍ରଭାବରେ କୋରାପୁଟ, ସୁନାବେଢ଼ା, ସେମିଳିଗୁଡା, ପଟାଙ୍ଗି, ନନ୍ଦପୁର, ଦାମନଜୋଡି, ଲମତାପୁଟ , ଜୟପୁର , ବୈପାରୀଗୁଡା…
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ବାଲିକୁଦା ଥାନା ଅଧୀନରେ ଥିବା ବାହାରଣା ପଞ୍ଚାୟତରେ ଜନତା କୋଠି ଠାରୁ କପିଳା ତୋଟା ରାସ୍ତାମଝିରେ ପଡି ରହିଛି ବିଜୟ କୁମାର ସ୍ଵାଇଁ (୪୦) ଓରଫ ଗୋରାର ମୃତଦେହ। ସୂଚନା ମୁତାବକ, ବିଜୟ ଦିନ ମଜୁରିଆ ବାହାରଣା…
କଟକ: ଚୌଦ୍ୱାର ଜେଲରୁ ଫେରାର ଅପରାଧୀ ରାଜା ସାହାଣୀ ଗିରଫ ପରେ ଭାରତରୁ ବିଦେଶ ଗୋଲ୍ଡ ବିସ୍କୁଟ ଚାଲାଣର ସୁରାକ୍ ପାଇଛି ପୁଲିସ। ଖାସ୍ ସେଥିପାଇଁ ବ୍ୟାଙ୍କ ଡକାୟତିରୁ ଗହଣା ସୋ ରୁମ୍ ଡକାୟତି ପାଇଁ ଫୋକସ୍ କରୁଥିଲା। ଭାରତରୁ ବିଦେଶକୁ…
ଭୁବନେଶ୍ବର: ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ‘ଓଡ଼ିଆ ପକ୍ଷ’ ଅବସରରେ ପଞ୍ଚମ ଦିବସରେ ଆଜି ରାଜଧାନୀର ଐତିହାସିକ ଏକାମ୍ର କ୍ଷେତ୍ରରେ ‘ଐତିହ୍ୟ ଗଣଦୌଡ଼’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜି ସକାଳ ୫:୩୦ ମିନିଟରେ ସ୍ଥାପତ୍ୟର ଅନନ୍ୟ ନିଦର୍ଶନ…
ଭୁବନେଶ୍ୱର: ସ୍ନାତକମାନେ ଚାକିରି ଖୋଜିବା ଅପେକ୍ଷା ନିଯୁକ୍ତି ସୃଷ୍ଟିକାରୀ ହେବାକୁ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଆହ୍ଵାନ ଜଣାଇଛନ୍ତି। ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ ମ୍ୟାନେଜମେଣ୍ଟ (ଆଇଆଇଏମ) ସମ୍ବଲପୁରର ଦଶମ ବାର୍ଷିକ ସମାବର୍ତ୍ତନ ଉତ୍ସବରେ ସେ ଆଜି ଯୋଗଦେଇ ଭାରତରେ ଉଦ୍ୟମିତା ଏବଂ…
ଭୁବନେଶ୍ୱର: ୧ ଏପ୍ରିଲ ‘ଓଡ଼ିଶା ଦିବସ’ ରୁ ୧୪ ଏପ୍ରିଲ ‘ଓଡ଼ିଆ ନବବର୍ଷ’ ପର୍ଯ୍ୟନ୍ତ ସାରା ରାଜ୍ୟରେ ‘ଓଡ଼ିଆ ପକ୍ଷ-୨୦୨୬’ ପାଳନ କରାଯାଉଛି। ଏହି ଅବସରରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ପକ୍ଷରୁ ସମସ୍ତ ଦୋକାନ ଓ ବାଣିଜ୍ୟିକ…
ଭୁବନେଶ୍ବର : ଚଳିତ ମାସ ୧ ତାରିଖ ଠାରୁ ରାଜ୍ୟରେ ଓଡ଼ିଆ ପକ୍ଷ ଜାରି ଥିଲା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଛୋଟଛୋଟ ପିଲାମାନଙ୍କୁ ଖଡ଼ି ଛୁଆଁଇଛନ୍ତି। ରାଜ୍ୟ ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମ-୨୦୨୬ ଅବସରରେ…