Author: iodishaadmin

୧୫,୪୦୦ ଟନ୍ ଏଲପିଜି ନେଇ ଭାରତ ପହଞ୍ଚିଲା ଗ୍ରୀନ ଆଶା

ମୁମ୍ବାଇ : ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସଙ୍କଟ ଭିତରେ ହର୍ମୁଜ ପ୍ରଣାଳୀ ପାର ଭାରତରେ ପହଞ୍ଚିଛି ଆଉ ଏକ ଏଲପିଜି ଟ୍ୟାଙ୍କର ଜାହାଜ । ଏହି ଜାହାଜରେ ୧୫,୪୦୦ ଟନର ଏଲପିଜି ରହିଛି । ମୁମ୍ବାଇର ଜବାହରଲାଲ ନେହରୁ ବନ୍ଦର…

ରେଷ୍ଟୁରାଣ୍ଟ ଖାଦ୍ୟ ଖାଇ ଯୁବକ ମୃତ, ୨ ଗୁରୁତର

ବିହାର : ବିହାର ଭଭୁଆ ସହରରେ ଥିବା ଏକ ରେଷ୍ଟୁରାଣ୍ଟର ଖାଦ୍ୟ ଗୋଟେ ପରିବାରକୁ ଛାରଖାର କରିଦେଇଛି । ଏଠାରୁ ପ୍ୟାକ୍ କରିନେଇଥିବା ମଞ୍ଚୁରିଆନ ଏବଂ କଢାଇ ପନିର ଖାଇବାର କିଛି ଘଣ୍ଟା ଭିତରେ ୨୦ ବର୍ଷୀୟ ଯୁବକଙ୍କ ଜୀବନ ଚାଲିଯାଇଥିବା…

୨୦ ଘଣ୍ଟା ଧରି କେଦାରନାଥରେ ତୁଷାରପାତ, ଏପ୍ରିଲ ୨୨ରେ ଖୋଲିବ ଦ୍ବାର

ଉତ୍ତରାଖଣ୍ଡ : କେଦାରନାଥରେ ତୁଷାରପାତ କମିବାର ନାଁ ନେଉନି । ମଙ୍ଗଳବାରଠାରୁ ଲଗାତାର ଭଗବାନ ଶିବଙ୍କ ତୀର୍ଥସ୍ଥାନରେ ତୁଷାରପାତ ଲାଗି ରହିଛି । ଯାହା ତୀର୍ଥଯାତ୍ରୀଙ୍କ ଯାତ୍ରାରେ ବାଧା ସୃଷ୍ଟି କରୁଛି । ଭଗବାନଙ୍କ ଦର୍ଶନ କରିବାକୁ ଥିବା ଭକ୍ତଙ୍କ ପାଇଁ…

ଜୀଅନ୍ତା ମାଛ ଗିଳିଦେଲା ବର୍ଷକର ଶିଶୁ, ସୁରକ୍ଷିତ ଭାବେ ବାହାର କଲେ ଡାକ୍ତର

ଇନ୍ଦୋର : ଜୀଅନ୍ତା ମାଛ ଗିଳିଦେଲା ବର୍ଷକର ଛୁଆ । ହେଲେ ଡାକ୍ତରଙ୍କ ଯୋଗୁଁ ବଞ୍ଚିଗଲା ଜୀବନ । ମାଛ ସହିତ ଖେଳିଖେଳି ପିଲାଟି ମାଛକୁ ଗିଳିଦେଇଥିଲା । ଡାକ୍ତର ଯାହାକୁ ସୁରକ୍ଷିତ ଭାବେ ବାହାର କରିଛନ୍ତି । ମଧ୍ୟପ୍ରଦେଶର ସର୍ବବୃହତ…

୮ଟି ଗୁରୁତ୍ବପୂର୍ଣ୍ଣ ଟ୍ରାନ୍ସମିସନ୍ ଲାଇନ୍ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ, ମିଳିବ ବିଶ୍ବସ୍ତରୀୟ ଗୁଣାତ୍ମକ ବିଦ୍ୟୁତ ସେବା

ଭୁବନେଶ୍ୱର : ଭୁବନେଶ୍ୱରର ବିଦ୍ୟୁତ୍ ସରବରାହ ବ୍ୟବସ୍ଥାକୁ ବିଶ୍ୱସ୍ତରୀୟ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବାଲିଅନ୍ତା ଠାରେ ୩ଟି ନୂତନ ଗ୍ରୀଡ୍ ସବ୍ ଷ୍ଟେସନ ଓ ୮ଟି ଗୁରୁତ୍ବପୂର୍ଣ୍ଣ ଟ୍ରାନ୍ ସମିସନ ଲାଇନ୍ ଉଦ୍ଘାଟନ କରିଛନ୍ତି ।…

ବଢ଼ିଲା OTET 2026 ପାଇଁ ଅନଲାଇନ୍ ଆବେଦନର ଅବଧି

କଟକ: ମାଧ୍ୟମିକ ଶିକ୍ଷା ବୋର୍ଡ (BSE), ଓଡ଼ିଶା ଗୁରୁବାର ଦିନ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET) 2026 ପାଇଁ ଅନଲାଇନ୍ ଆବେଦନର ଶେଷ ତାରିଖ ବୃଦ୍ଧି କରିଛି । ତାଙ୍କର ସଦ୍ୟତମ ପ୍ରେସ୍ ବିଜ୍ଞପ୍ତିରେ, ବୋର୍ଡ ଘୋଷଣା କରିଛି ଯେ…

ଦୁଇ ଦଣ୍ଡୁଆ ଦଳ ମଧ୍ୟରେ ସଂଘର୍ଷ, ରଣକ୍ଷେତ୍ର ପାଲଟିଲା ଦଣ୍ଡଯାତ୍ରା

ସୋରଡ଼ା : ଦୁଇ ଦଣ୍ଡୁଆ ଦଳ ମଧ୍ୟରେ ମାରପିଟ୍ । ରଣକ୍ଷେତ୍ର ପାଲଟିଲା ଦଣ୍ଡଯାତ୍ରା । ଏଭଳି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଗଞ୍ଜାମ ଧରାକୋଟ ଥାନା ସୁନ୍ଦରାପଲ୍ଲୀ ଗାଁରେ ପଞ୍ଚୁଦଣ୍ଡ ଚାଲିଥିବା ବେଳେ ଦେଖିବାକୁ ମିଳିଛି ଏଭଳି…

ପୋଖରୀରେ ବୁଡ଼ି ୩ ନାବାଳିକା ମୃତ

ଉମରକୋଟ : ପୋଖରୀରେ ବୁଡ଼ି ୩ ଶିଶୁ ମୃତ । ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା କୁର୍ସୀ ଗ୍ରାମର ଉପର ପାରା ଗାଁରେ ବଡ଼ ଅଘଟଣ । ଦୁଇ ପରିବାରର ତିନି ଶିଶୁ କନ୍ୟାଙ୍କ ପାଣିରେ ବୁଡି ମୃତ୍ୟୁ ହୋଇଛି ।…

ଓଷ୍ଟେଟ- ୨୦୨୫ ପରୀକ୍ଷା ଫଳ ପ୍ରକାଶିତ, ୭୨.୩୮ ପ୍ରତିଶତ ପରୀକ୍ଷାର୍ଥୀ କୃତକାର୍ଯ୍ୟ

କଟକ : ପ୍ରକାଶ ପାଇଲା OSSTET- ୨୦୨୫ ପରୀକ୍ଷା ଫଳ । ଓଡ଼ିଶା ସେକେଣ୍ଡାରୀ ସ୍କୁଲ ଟିଚର ଇଲିଜିବିଲିଟି ଟେଷ୍ଟ- ଓଷ୍ଟେଟ । ଏଥିରେ ୭୨.୩୮ ପ୍ରତିଶତ ଆଶାୟୀ ଉତ୍ତୀର୍ଣ୍ଣ ହୋଇଥିବା ନେଇ BSE ପକ୍ଷରୁ ସୂଚନା । ମାଧ୍ୟମିକ ଶିକ୍ଷା…

ଆରମ୍ଭ ହେଲା ମା’ ତାରିଣୀଙ୍କ ଚଇତି ପର୍ବ, ସୁନାବେଶରେ ଦର୍ଶନ ଦେଉଛନ୍ତି ମାଆ

ଘଟଗାଁ : ଆଜିଠୁ ମା’ ତାରିଣୀଙ୍କ ଚଇତି ପର୍ବ । ସୁନାବେଶରେ ଦର୍ଶନ ଦେଉଛନ୍ତି ମାଆ । ଆଜି ବ୍ରହ୍ମ ମୁହୂର୍ତ୍ତରେ ପ୍ରଥମେ ମାଙ୍କୁ ହଳଦୀ, ଚୂଆ, ଗଙ୍ଗାଜଳ, ଅଘୁର,ଚନ୍ଦନ ଆଦିରେ ମହାସ୍ନାନ କରାଯାଇଥିଲା । ସ୍ନାନପରେ ମାଙ୍କୁ ସିନ୍ଦୁରରେ ସଜିତ…