Author: iodishaadmin

ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ନୀତିଶ କୁମାର

ବିହାର : ନୀତିଶ କୁମାରଙ୍କ ନୂଆ ଇନିଂସ । ଦିଲ୍ଲୀରେ ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ନୀତିଶ କୁମାର । ତାଙ୍କୁ ଶପଥ ପାଠ କରାଇଲେ ରାଜ୍ୟସଭା ସଭାପତି ସିପି ରାଧାକ୍ରିଷ୍ଣନ । ଶପଥ ନେବା ପୂର୍ବରୁ ବିଜେପିର ପୂର୍ବତନ…

ଇସ୍ତଫା ଦେଲେ ଜଷ୍ଟିସ ଯଶୱନ୍ତ ବର୍ମା, ସରକାରୀ ବାସଭବନରୁ ମିଳିଥିଲା ବିପୁଳ ଟଙ୍କା

ନୂଆଦିଲ୍ଲୀ : ଆଲ୍ଲାହାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ ଯଶୱନ୍ତ ବର୍ମା ଇସ୍ତଫା ଦେଇଛନ୍ତି । ନିଜର ଇସ୍ତଫାପତ୍ର ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଛନ୍ତି । ଜଷ୍ଟିମ ଯଶୱନ୍ତ ବର୍ମା ବିରୋଧରେ ଗତବର୍ଷ ମାର୍ଚ୍ଚ ୧୪ରେ ଦିଲ୍ଲୀର ସରକାରୀ ବାସଭବନରେ ନିଆଁ ଲାଗିବା ଯୋଗୁଁ…

ଦୁଇ କାର୍ ମୁହାଁମୁହିଁ : ଚାଲିଗଲା ଗୋଟିଏ ପରିବାରର ୬ ଜୀବନ

ଛତିଶଗଡ଼ : ଗତକାଲି ରାତିରେ ଛତିଶଗଡ଼ କାଙ୍କେରରୁ ଏକ ଭୟଙ୍କର ସଡକ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ଜାତୀୟ ରାଜପଥରେ ନାଥିଆ ନବ ଗାଁ ନିକଟରେ ଏହି ଦୁର୍ଘଟଣା ଦେଖିବାକୁ ମିଳିଥିଲା । ଦୁର୍ଘଟଣାରେ ୬ ଜଣଙ୍କର ଦୁଃଖଦ ମୃତ୍ୟୁ…

ହାତୀର ଗଳିତ ମୃତଦେହ ଉଦ୍ଧାର, ଦାନ୍ତ ଲୁଟ ପାଇଁ ହତ୍ୟା ସନ୍ଦେହ

ନରସିଂହପୁର : କଟକ ବଡମ୍ବା ଖାରୋଡ଼ ହାଡୁଆ ବ୍ରିଜ ନିକଟରୁ ଦନ୍ତା ହାତୀର ଗଳିତ ମୃତଦେହ ଉଦ୍ଧାର । ସ୍ଥାନୀୟ ଲୋକେ ଜଙ୍ଗଲକୁ କାଠ ପାଇଁ ଯାଇଥିବା ବେଳେ ମୃତଦେହ ଦେଖି ବନବିଭାଗକୁ ଖବର ଦେଇଥିଲେ । ବନବିଭାଗ ପହଞ୍ଚି ମୃତଦେହ…

ରାଜ୍ୟ କ୍ୟାବିନେଟରେ ୫ ବିଭାଗର ୧୧ ପ୍ରସ୍ତାବକୁ ମୋହର

ଭୁବନେଶ୍ୱର : ୫ ବିଭାଗର ୧୧ ପ୍ରସ୍ତାବକୁ ମୋହର । ଜଳସଂପଦ ବିଭାଗର ୫ଟି ଟେଣ୍ଡରକୁ ଅନୁମୋଦନ । ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ପାନୀୟଜଳ ପରିଚାଳନା ଓ ରକ୍ଷଣାବେକ୍ଷଣ ନୀତିକୁ ମଞ୍ଜୁରୀ । ୩ ,୪୦୦…

ଘର ଭିତରେ ଜଳିଗଲେ ମହିଳା, ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ

କଣ୍ଟାମାଳ : ଘର ଭିତରେ ଜିଅନ୍ତା ଜଳିଗଲେ ମହିଳା । ବୌଦ୍ଧ ଜିଲ୍ଲା ବାଉଁସୁଣି ଥାନା ଟିକିରାପଡ଼ା ଗାଁରେ ଅଗ୍ନିକାଣ୍ଡ । ଘର ଭିତରେ ମହିଳା ଜଣଙ୍କ ସୋଇଥିବା ବେଳେ ବେଳେ ହଠାତ୍ ଲାଗିଥିଲା ନିଆଁ । ବାହାରକୁ ବହାରି ନପାରି…

ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି: ଏପ୍ରିଲ୍ ସୁଦ୍ଧା ସିଟ୍ ସଂରକ୍ଷଣ ଶେଷ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର : ୨୦୨୭ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ । ଏପ୍ରିଲ୍ ସୁଦ୍ଧା ସିଟ୍ ସଂରକ୍ଷଣ ଶେଷ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ । ସରପଞ୍ଚଙ୍କ ଠାରୁ ଜିଲ୍ଲା ପରିଷଦ, କାହା ପାଇଁ କେଉଁ ସିଟ୍ ସଂରକ୍ଷଣ ରହିବ ହେବ ଚିହ୍ନଟ…

ଇନ୍ଧନ ସଙ୍କଟ: ଏପ୍ରିଲ ୧୫ରୁ ମେ’ ୩୧ ପର୍ଯ୍ୟନ୍ତ ଝାରସୁଗୁଡ଼ା ବିମାନ ବନ୍ଦରରୁ ଉଡ଼ାଣ ବନ୍ଦ

ଝାରସୁଗୁଡ଼ା: ଏପ୍ରିଲ ୧୫ରୁ ମେ’ ୩୧ କୌଣସି ଉଡ଼ାଣ ନାହିଁ । ଇନ୍ଧନ ସଙ୍କଟ ଯୋଗୁଁ ଷ୍ଟାର ଏୟାର ବିମାନସେବା ସଙ୍କୁଚିତ ହେବା ଆଶଙ୍କା । ଇରାନ, ଇଜରାୟଲ ଓ ଆମେରିକା ଲାଗି ରହିଥିବା ଯୁଦ୍ଧ ଯୋଗୁଁ ଚାରିଆଡ଼େ ଏବେ ଇନ୍ଧନ…

୨୭ ସୁଦ୍ଧା ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ ନେଇ SOP

ଭୁବନେଶ୍ୱର : କେବେ ଖରା ଛୁଟି ହେବ ନିଷ୍ପତ୍ତି ହୋଇନି । ଏପ୍ରିଲ ୨୭ ସୁଦ୍ଧା ସବୁ ସ୍କୁଲର ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ ନେଇ SOP ଜାରି ହୋଇଛି । ଛୁଟି ଭିତରେ ସମସ୍ତଙ୍କୁ ଡ୍ରେସ ଯୋଗାଇ ଦିଆଯିବ। ତେବେ କେବେ…

ସଡ଼କ ଦୁର୍ଘଟଣା ପୀଡିତଙ୍କୁ ମିଳିବ ମାଗଣା ଚିକିତ୍ସା

ଭୁବନେଶ୍ବର : ସଡ଼କ ଦୁର୍ଘଟଣାରେ ଶିକାର ହେଉଥିବା ବ୍ୟକ୍ତିଙ୍କୁ ତୁରନ୍ତ ଏବଂ ମାଗଣା ଚିକିତ୍ସା ଯୋଗାଇଦେବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ‘ପ୍ରଧାନମନ୍ତ୍ରୀ ରାହତ’ ଯୋଜନା କାର୍ଯ୍ୟକାରୀ କରାଯାଉଛି । ଏହି ଯୋଜନାର ସଫଳ ରୂପାୟନ ପାଇଁ ଓଡ଼ିଶା ପୋଲିସ କ୍ରାଇମବ୍ରାଞ୍ଚ…