୧୫ ଦିନ ପରେ ଉଦ୍ଧାର ହେଲେ ’ଅର୍ଣ୍ଣବ’ରେ ନିଖୋଜ ଶିକ୍ଷକ, ଜଙ୍ଗଲରେ ପଥର କୋରଡରେ ଫସି ରହିଥିଲେ
ରାଇକିଆ : ୧୫ଦିନ ପରେ ଉଦ୍ଧାର ହେଲେ ବାତ୍ୟା ଅର୍ଣ୍ଣବରେ ନିଖୋଜ ଶିକ୍ଷକ । ଉଦ୍ଧାର ଶିକ୍ଷକ କନ୍ଧମାଳ ଜିଲ୍ଲା ରାଇକିଆ ଥାନା ସାର୍ସାପଟା ସରକାରୀ ପ୍ରାଇମେରୀ ସ୍କୁଲ ଶିକ୍ଷକ ମୋହନ ମହାରଣା । ଅର୍ଣ୍ଣବ ବାତ୍ୟାରେ ଭୂସ୍ଖଳନ ହୋଇ ପାହାଡ଼…