Author: iodishaadmin

ତିରୁବନନ୍ତପୁରମ୍-ହଜରତ ନିଜାମୁଦ୍ଦିନ ରାଜଧାନୀ ଏକ୍ସପ୍ରେସର ଏସି କୋଚରେ ଅଗ୍ନିକାଣ୍ଡ

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ରତଲାମ ଜିଲ୍ଲାରେ ତିରୁବନନ୍ତପୁରମ୍-ହଜରତ ନିଜାମୁଦ୍ଦିନ ରାଜଧାନୀ ଏକ୍ସପ୍ରେସର ଏସି କୋଚରେ ଅଗ୍ନିକାଣ୍ଡ ଘଟିଛି । ଆଜି ସକାଳ ପ୍ରାୟ ୫ଟା ୩୦ ମିନିଟ ସମୟରେ କୋଟା ଡିଭିଜନର ଲିନିରିଛା –ବିକ୍ରମାଗଡ଼ ଆଲୋଟ ଷ୍ଟେସନ ନିକଟରେ ଏହି ଦୁର୍ଘଟଣା…

ଭାଉଜଙ୍କ ଅନ୍ତେଷ୍ଟି କ୍ରିୟାରେ ଗାଧୋଇବା ବେଳେ ପୋଖରୀରେ ବୁଡିଗଲେ ଅବସରପ୍ରାପ୍ତ କର୍ମଚାରୀ

ଭବାନୀପାଟଣା : କ୍ଷୁଦ୍ର ଜଳସେଚନ ବିଭଗର ଅବସରପ୍ରାପ୍ତ କର୍ମଚାରୀ ପୂର୍ଣ୍ଣଚନ୍ଦ୍ର ନାଏକ (୭୦)ଙ୍କର ପୋଖରୀରେ ବୁଡ଼ି ମୃତୁ ଘଟିଛି। ଗତକାଲି ତାଙ୍କ ଭାଉଜଙ୍କ ମୃତ୍ୟୁ ଜନିତ ଅନ୍ତେଷ୍ଟି କ୍ରିୟା ପରେ ପରିବାର ଲୋକେ ଡାକ୍ତରଖାନା ଛକରେ ଥିବା ପୁରୁଣା ପଡ଼ା ପୋଖରୀକୁ…

କିନ୍ନରଙ୍କୁ ଜୀବନସାଥି କଲେ ଯୁବକ

ନବରଙ୍ଗପୁର : ନବରଙ୍ଗପୁର ଜିଲାରେ ଦେଖିବାକୁ ମିଳିଛି ନିଆରା ବାହାଘର। କିନ୍ନରଙ୍କୁ ବିବାହ କରିଛନ୍ତି ଜଣେ ଯୁବକ। ଉମରକୋଟ କିନ୍ନର ଆଖଡ଼ା ଗୃହରେ ଏହି ବାହାଘର ଧୂମଧାମରେ ସମ୍ପନ୍ନ ହୋଇଛି। ବାହା ହେବା ପରେ ଘର ସଂସାର କରିବାକୁ ନିଷ୍ପତ୍ତି ନେଇଛନ୍ତି…

ବେଆଇନ ବାଲି ଓ ଲଘୁ ଖଣିଜ ଦ୍ରବ୍ୟ ଚାଲାଣ ରୋକିବା ପାଇଁ ଜିଲାପାଳ ଓ ଏସ୍‌ପି ‘ମିଡ଼ ନାଇଟ୍‌ ଅପରେସନ’

ବଲାଙ୍ଗିର : ବଲାଙ୍ଗିର ଜିଲାରେ ବୃଦ୍ଧି ପାଇଥିବା ବେଆଇନ ବାଲି ଓ ଲଘୁ ଖଣିଜ ଦ୍ରବ୍ୟ ଚାଲାଣ ରୋକିବା ପାଇଁ ଜିଲାପାଳ ଓ ଏସ୍‌ପି ‘ମିଡ଼ ନାଇଟ୍‌ ଅପରେସନ’ କରିଛନ୍ତି। ଜିଲାର ପୁଇଁନ୍ତଲା, ଆଗଲପୁର, ଲୋଇସିଂହା ଓ ସଦର ଥାନା ଅଞ୍ଚଳର…

ମେ’ ୧୭ରେ ଟ୍ରେନ୍‌ ସେବା ଅସ୍ଥାୟୀ ରୂପେ ବାତିଲ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଅଧୀନରେ ଥିବା ବିଭିନ୍ନ ସେକ୍ସନରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ନିମନ୍ତେ ପୂର୍ବତଟ ରେଳପଥ ପକ୍ଷରୁ ମେ’ ୧୭ରେ କେତେକ ଯାତ୍ରୀବାହୀ ଟ୍ରେନ୍ ସେବାକୁ ଅସ୍ଥାୟୀ ରୂପେ ବାତିଲ କରାଯାଇଛି। ଭୁବନେଶ୍ୱର–ବ୍ରହ୍ମପୁର–ଭୁବନେଶ୍ୱର ମେମୁ…

ନବବଧୂର ସନ୍ଦେହଜନକ ମୃତ୍ୟୁ

ଗୋପ : ସାବିତ୍ରୀ ବ୍ରତ ଭଳି ପବିତ୍ର ଦିନରେ ରାମଚଣ୍ଡୀ ଥାନା ଅଧୀନ ମଲିଆତୁଠ ଗ୍ରାମର ନବ ବିବାହିତା ପ୍ରିୟଦର୍ଶନୀ ବେହେରାଙ୍କ ଶନିବାର ସନ୍ଦେହଜନକ ମୃତ୍ୟୁ ଘଟିଛି। ଖୋରଧା ଜିଲା ବୋଲଗଡ଼ ଥାନା ଅଧୀନ ଶିଖରପଡ଼ା ଗ୍ରାମର ଭାଗବତ ବେହେରାଙ୍କ ଝିଅ…

ଲକ୍ଷ୍ମୀପୁରରେ କାଳବୈଶାଖୀ ତାଣ୍ଡବ: ବଜ୍ରାଘାତରେ ଚାଲିଗଲା ଦୁଇ ଜୀବନ

ଲକ୍ଷ୍ମୀପୁର : କାଳ ବୈଶାଖୀ ନେଇଗଲା ଜୀବନ । ଏମିତି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରରେ । କାଳ ବୈଶାଖୀ ବଜ୍ରପାତରେ ପୃଥକ ସ୍ଥାନରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ଆଜି ଅପରାହ୍ନରେ ହଠାତ କାଳ ବୈଶାଖୀ…

ଆଗକୁ ଆହୁରି ବଢ଼ିପାରେ ପେଟ୍ରୋଲ-ଡିଜେଲ ଦର, କ୍ଷତି ସହୁଛନ୍ତି ତୈଳ କମ୍ପାନୀ

ଭୁବନେଶ୍ୱର : ଆଗକୁ ପୁଣି ବଢ଼ିପାରେ ପେଟ୍ରୋଲ ଓ ଡିଜେଲ ଦର । ତୈଳ କମ୍ପାନୀଗୁଡିକ ପେଟ୍ରୋଲ ଲିଟର ପିଛା ପ୍ରାୟ ୩୦ ଟଙ୍କା ଏବଂ ଡିଜେଲ ଲିଟର ପିଛା ପ୍ରାୟ ୬୦ ଟଙ୍କା କ୍ଷତି ସହୁଛନ୍ତି । ଆଗାମୀ ଦିନରେ…

ହାର୍ଡକୋର୍ ଅପରାଧୀଙ୍କୁ ଏନକାଉଣ୍ଟର କର : ଡିଜିପି

ଭୁବନେଶ୍ୱର : ମବ ଲିଞ୍ଚିଂ ଘଟଣା ପରେ ଆକ୍ସନ ମୋଡ଼ରେ ପୋଲିସ । ଅସାମାଜିକ ଓ ଅପରାଧୀଙ୍କ ବିରୋଧରେ NSA । ଅପରାଧୀଙ୍କ ଜାଗା ଓଡ଼ିଶାରେ ନାହିଁ ବୋଲି କହିଛନ୍ତି ଡିଜିପି ୱାଇ.ବି.ଖୁରାନିଆ । ଅପରାଧୀଙ୍କ ଉପରେ କଡା ନଜର ରଖିବାକୁ…

ବାଲିଅନ୍ତା ହତ୍ୟାକାଣ୍ଡ : ନ୍ୟାୟ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ସୌମ୍ୟଙ୍କ ମାଆ

ଭୁବନେଶ୍ୱର : ବାଲିଅନ୍ତା ହିଂସା ଘଟଣାରେ ପୁଅକୁ ନ୍ୟାୟ ପାଇଁ ଦିଲ୍ଲୀ ଯିବେ ମାଆ । ପ୍ରଧାନମନ୍ତ୍ରୀଙ୍କୁ ଭେଟି ସିବିଆଇ ତଦନ୍ତ ପାଇଁ ଦାବି କରିବେ । ଆଜି ସୌମ୍ୟଙ୍କ ଏକାଦଶାହରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ମୃତ ସୌମ୍ୟଙ୍କ ମାଆ ।…