ଆଇଆରଜିସିକୁ ଆତଙ୍କବାଦୀ ସଂଗଠନ ଘୋଷଣା କଲା ବ୍ରିଟେନ ସରକାର
ଲଣ୍ଡନ:ବ୍ରିଟେନ ସରକାର ଇରାନର ସାମରିକ ବାହିନୀ ‘ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ’ (ଆଇଆରଜିସି)କୁ ଏକ ଆତଙ୍କବାଦୀ ସଂଗଠନ ଘୋଷଣା କରିଛି। ବ୍ରିଟେନ ମାଟିରେ ଇହୁଦୀ ସମୁଦାୟ, ଇସ୍ରାଏଲ୍ ଓ ଇରାନର ବିରୋଧୀ ଗଣମାଧ୍ୟମଗୁଡ଼ିକୁ ନିଶାଣ କରି ହୋଇଥିବା ଏକାଧିକ ଆକ୍ରମଣ ଓ…
ଭୋଜଶାଳା ବିବାଦକୁ ନେଇ ସୁପ୍ରିମକୋର୍ଟ ଶୁଣାଣି, ନମାଜ ପଢିବା ପାଇଁ ମୁସଲିମଙ୍କୁ ମିଳିବ ଅଲଗା ଜାଗା
ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଧାର ସ୍ଥିତ ଭୋଜଶାଳା ପରିସରର ଧାର୍ମିକ ପରିଚୟ ସମ୍ପର୍କରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରୁଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ, ହିନ୍ଦୁ ଏବଂ ମୁସଲିମ ଉଭୟ ପକ୍ଷଙ୍କ ଅଧିକାରକୁ କ୍ଷତି ନ ପହଞ୍ଚାଇ ଆଖପାଖରେ ଥିବା କିଛି…
ଡିଭାଇଡରରେ ପିଟିହେଲା ବାଇକ୍, ୩ ପିଲାଙ୍କ ସହିତ ୪ ମୃତ
ହାପୁର : ଉତ୍ତରପ୍ରଦେଶ ହାପୁରରେ ଦିଲ୍ଲୀ-ଲକ୍ଷ୍ନୌ ନ୍ୟାସନାଲ ହାଇୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାବୁଗଢ ଥାନା ଅନ୍ତର୍ଗତ ବଛଲୋତା ଫ୍ଲାଏଓଭର ନିକଟରେ ଏକ ବାଇକ୍ ଅନିୟନ୍ତ୍ରିତ ହୋଇ ଡିଭାଇଡରରେ ପିଟି ହୋଇଥିଲା । ଦୁର୍ଘଟଣାରେ ୩ ପିଲାଙ୍କ ସହିତ ପରିବାରର…
CBSEର ନୂଆ ନିଷ୍ପତ୍ତି, ୯ମ ଏବଂ ୧୦ମ ଶ୍ରେଣୀ ପିଲା ଥାର୍ଡ ଲାଙ୍ଗୁଏଜ୍ ରେ ପାସ୍ ହେବା ବାଧ୍ୟତାମୂଳକ
ନୂଆଦିଲ୍ଲୀ : CBSE ବୋର୍ଡ ପକ୍ଷରୁ ଜାତୀୟ ଶିକ୍ଷା ନୀତି (NEP) ୨୦୨୦ ଅନୁଯାୟୀ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ କରାଯାଇଛି । ଏଣିକି ୯ମ ଏବଂ ୧୦ମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ତୃତୀୟ ଭାଷା ବା (Third Language)କୁ…
ମଝି ସମୁଦ୍ରରେ ଇରାନର କ୍ରୁଜ୍ ମିସାଇଲ୍ ଆଟାକ୍, ଜଣେ ଭାରତୀୟ ନାବିକ ମୃତ
ଆମେରିକା : ସମୁଦ୍ର ମଝିରେ ଇରାନର କ୍ରୁଜ୍ ମିସାଇଲ୍ ଆଟାକ୍ । ଜଳିଗଲା ୨ଟି ବାଣିଜ୍ୟିକ ଜାହାଜ । UAE ତେଲ ଟାଙ୍କର ଉପରେ ଇରାନର ମିସାଇଲ୍ ମାଡ଼ରେ ଜଣେ ଭାରତୀୟ ନାବିକଙ୍କ ମୃତ୍ୟୁ ହୋଇଛି । ଓମାନର ଆଞ୍ଚଳିକ ଜଳସୀମା…
E20 ପେଟ୍ରୋଲ ବନ୍ଦ କର! କେନ୍ଦ୍ର ବିରୋଧରେ କେଜ୍ରିୱାଲଙ୍କ ‘ଅନଲାଇନ୍ ହସ୍ତାକ୍ଷର ଅଭିଯାନ’ ଆରମ୍ଭ
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା E20 ପେଟ୍ରୋଲ (୨୦ ପ୍ରତିଶତ ଇଥାନଲ୍ ମିଶ୍ରିତ ପେଟ୍ରୋଲ) କୁ ନେଇ ଦେଶରେ ବିବାଦ ତୀବ୍ର ହେବାରେ ଲାଗିଛି। ସାଧାରଣ ଲୋକଙ୍କ ଗାଡ଼ିର ଇଞ୍ଜିନ ନଷ୍ଟ ହେଉଥିବା ଅଭିଯୋଗ ଆଣି ଆମ୍ ଆଦମୀ…
ଲସ୍କର ମୁଖ୍ୟ ହାଫିଜ୍ ସଇଦ ବିରୋଧରେ ଜାମିନବିହୀନ ୱାରେଣ୍ଟ ଜାରି
ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଲସ୍କର ମୁଖ୍ୟ ହାଫିଜ୍ ସଇଦଙ୍କ ବିରୁଦ୍ଧରେ ଏକ ଜାମିନବିହୀନ ୱାରେଣ୍ଟ ଜାରି କରାଯାଇଛି। ଜମ୍ମୁର ଏକ କୋର୍ଟ ଏହି ୱାରେଣ୍ଟ ଜାରି କରିଛନ୍ତି। ତେବେ ଏହି ଆଦେଶ ଭାରତରେ ହାଫିଜ୍ ସଇଦଙ୍କ ବିରୁଦ୍ଧରେ…
କ୍ୟାବିନେଟ ବୈଠକରେ ୭ଟି ବିଭାଗର ୧୩ଟି ପ୍ରସ୍ତାବକୁ ମୋହର
ଭୁବନେଶ୍ବର: ଗାଁକୁ ପକ୍କା ସଡ଼କ, ନଦୀରେ ବ୍ରିଜ ! ଗ୍ରାମାଞ୍ଚଳ ଭିତ୍ତିଭୂମି ଓ ଯୋଗାଯୋଗ ବ୍ୟବସ୍ଥା ପାଇଁ ରାଜ୍ୟ କ୍ୟାବିନେଟରେ ୨୭ ହଜାର କୋଟିରୁ ଅଧିକ ଟଙ୍କାର ମେଗା ପ୍ୟାକେଜ । ଗ୍ରାମୀଣ ଅଞ୍ଚଳରେ ରାସ୍ତାଘାଟ ଓ ପୋଲ ନିର୍ମାଣକୁ ବ୍ୟାପକ…
ଉତ୍କଳମଣି ଗୋପବନ୍ଧୁଙ୍କ ଶ୍ରାଦ୍ଧବାର୍ଷିକୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ରାଜ୍ୟପାଳ
କଟକ : ଆଜି ମହାନ ସ୍ୱାଧୀନତା ସଂଗ୍ରାମୀ, ନିର୍ଭୀକ ସାମ୍ବାଦିକତାର ଉତ୍ତୁଙ୍ଗ ପୁରୁଷ, ଦୈନିକ ‘ସମାଜ’ର ପ୍ରତିଷ୍ଠାତା ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୮ତମ ଶ୍ରାଦ୍ଧବାର୍ଷିକୀ। ଏହି ଅବସରରେ ମଙ୍ଗଳବାର କଟକ ସ୍ଥିତ ସହିଦ୍ ଭବନ ଠାରେ ଦୈନିକ ‘ସମାଜ’…
ଜମିରେ କାମ କରିବା ବେଳେ ବିଦ୍ୟୁତ୍ ତାର ଛିଣ୍ଡି ଶ୍ରମିକ ମୃତ
ବାଲିଶଙ୍କରା: କିଞ୍ଜିରକେଲା ଥାନା ଅନ୍ତର୍ଗତ ବେହେରାଡିହି ପଂଚାୟତର ଗୀତପାହାଡି ଗ୍ରାମରେ ଆଜି (ମଙ୍ଗଳବାର) ଏକ ଦୁଃଖଦ ଘଟଣା ଘଟିଛି। କୃଷି କ୍ଷେତ୍ରରେ କାମ କରୁଥିବା ଶ୍ରମିକଙ୍କ ଉପରେ ନିକଟରେ ଯାଇଥିବା ବିଦ୍ୟୁତ୍ ତାର ଛିଣ୍ଡି ପଡ଼ିଯିବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି।…