Month: July 2026

ଗୁରୁଗ୍ରାମରେ ଏନକାଉଣ୍ଟର : ବିଦେଶୀ ଗ୍ୟାଙ୍ଗଷ୍ଟରର ୪ ସୁଟର ନିହତ, ୩ ପୋଲିସ କର୍ମଚାରୀ ଆହତ

ଗୁରୁଗ୍ରାମ : ହରିୟାଣା ଗୁରୁଗ୍ରାମରେ ମଧ୍ୟରାତ୍ରିରେ ଏନକାଉଣ୍ଟର । ବିଦେଶୀ ଗ୍ୟାଙ୍ଗଷ୍ଟରର ୪ ସୁଟର ନିହତ । ଧୂଳି ଚଟାଇଲା ପୋଲିସ କ୍ରାଇମବ୍ରାଞ୍ଚ । ବିଳମ୍ବିତ ରାତିରେ ଗୁରୁଗ୍ରାମ ପୋଲିସ କ୍ରାଇମବ୍ରାଞ୍ଚ ଏବଂ ଅପରାଧୀଙ୍କ ମଧ୍ୟରେ ହୋଇଥିବା ଭୟଙ୍କର ଗୁଳିବିନିମୟରେ ବିଦେଶରେ…

କରୋନାରେ ଚାଲିଗଲା ୨ ଜୀବନ, ୪ ସଂକ୍ରମିତ ଚିହ୍ନଟ

ଆନ୍ଧ୍ରପ୍ରଦେଶ : ଦେଶକୁ ପୁଣି କରୋନା ଭୟ ଘାରିଛି । ଆନ୍ଧ୍ରପ୍ରଦେଶର କଡପ୍ପାରେ ବୁଧବାର ଜଣେ ୪୬ ବର୍ଷୀୟ ବ୍ୟକ୍ତିଙ୍କ କରୋନାରେ ମୃତ୍ୟୁ ଘଟିଛି । ତାଙ୍କୁ ଗତମାସରେ ଭେଲ୍ଲୋରର ସିଏମ୍ସି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ କୋଭିଡ୍ ଟେଷ୍ଟ…

ଲଗାଣ ବର୍ଷାରେ ଭୁଶୁଡିଲା ମସଜିଦ୍ କାନ୍ଥ, ୩ ମୃତ ଓ ୩ ଆହତ

ବୁଲନ୍ଦସହର : ପ୍ରବଳ ବର୍ଷା ଯୋଗୁଁ ବୁଲନ୍ଦସହରର ମୁଣ୍ଡାଖେଡା ଅଞ୍ଚଳରେ ମସଜିଦର କାନ୍ଥ ଭୁଶୁଡି ପଡ଼ି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୬ ଜଣ ଲୋକ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବା ଜଣାପଡିଛି । ଏହି ଦୁର୍ଘଟଣା ପରେ…

ରାଜଧାନୀରୁ ବନ୍ଧା ହେଲା ନକଲି ଆଡିସନାଲ ଏସପି

ଭୁବନେଶ୍ୱର : ଆଡିସନାଲ ଏସପି ପରିଚୟ ଦେଇ ଲୋକଙ୍କୁ ଧମକଚମକ ଅଭିଯୋଗରେ ଜଣେ ଗିରଫ । ଖାରବେଳନଗର ଥାନା ପୋଲିସ ହାତରେ ଧରାପଡ଼ିଲା ଧୂର୍ତ୍ତ ଠକ ରଜନୀକାନ୍ତ ମହାନ୍ତି । ନିଜକୁ ଆଡିସନାଲ ଏସପି ପରିଚୟ ଦେଇ ସେ ଲୋକଙ୍କୁ ଧମକଚମକ…

ରଥଯାତ୍ରା ପାଇଁ କ୍ଷେତ୍ର ପରିଦର୍ଶନ ଓ ରୁଟ୍ ସମୀକ୍ଷା କଲା ପୁରୀ ପୁଲିସ

ପୁରୀ : ରଥଯାତ୍ରା ପାଇଁ ପୁରୀ ପୁଲିସ ପକ୍ଷରୁ ଗୁରୁବାର କ୍ଷେତ୍ର ପରିଦର୍ଶନ ଓ ରୁଟ୍ ସମୀକ୍ଷା କରାଯାଇଛି। ଅତିରିକ୍ତ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଜିଲା ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ ଓ ଅନ୍ୟାନ୍ୟ ବରିଷ୍ଠ ପୁଲିସ ଅଧିକାରୀ, ଟ୍ରାଫିକ୍…

ନିଖୋଜର ୧୧ ଦିନ ପରେ ବି ମିଳୁନି ନାବାଳକଙ୍କ ପତ୍ତା

ଭୁବନେଶ୍ୱର: ନିଖୋଜର ୧୧ ଦିନ ପରେ ବି ମିଳୁନି ପୁଅର ପତ୍ତା । ଭୁବନେଶ୍ୱରର ଭରତପୁର ଅଞ୍ଚଳରୁ ନିଖୋଜ ନାବାଳକଙ୍କ ଏଯାଏଁ ପତ୍ତା ମିଳିନି । ପୁଅ ପାଇଁ ବାପା ମାଆର ଆଖିରୁ ଶୁଖୁନି ଲୁହ । ଶେଷରେ ପୁଅକୁ ଖୋଜିବା…

ପୁରୀକୁ ନୋ ଫ୍ଲାଇଙ୍ଗ ଜୋନ ଘୋଷଣା, ବିଜ୍ଞପ୍ତି ଜାରି କଲା ଜିଲ୍ଲା ପୋଲିସ ପ୍ରଶାସନ

ଭୁବନେଶ୍ବର: ପୁରୀକୁ ନୋ ଫ୍ଲାଇଙ୍ଗ ଜୋନ ଘୋଷଣା । ୫ କିମି ପରିଧି ଅଞ୍ଚଳକୁ ନୋ ଫ୍ଲାଇଙ୍ଗ ଜୋନ ଘୋଷଣା କରାଯାଇଛି । ପୁରୀ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଶ୍ଵପ୍ରସିଦ୍ଧ ରଥଯାତ୍ରା…

୪ ବର୍ଷର ନାବାଳିକାକୁ ଦୁଷ୍କର୍ମ

ବାଂଶପାଳ: କେନ୍ଦୁଝର ସଦର ଥାନା ଅଞ୍ଚଳରେ ଲଜ୍ଜା । ୪ ବର୍ଷର ନାବାଳିକାକୁ ଦୁଷ୍କର୍ମ । ଦୁଷ୍କର୍ମକାରୀ ଖୋଦ ନାବାଳିକାଙ୍କ ସଂପର୍କୀୟ ବୋଲି ଜଣାପଡିଛି । ଗ୍ରାମବାସ ମାନେ ଅଭିଯୁକ୍ତଙ୍କୁ ଅଟକ ରଖି ପୋଲିସ ଜିମାରେ ଦେଇଛନ୍ତି । ସେପଟେ ଗୁରୁତର…

ଏପ୍ରିଲ୍-ମେ’ରେ ହୋଇପାରେ ପଞ୍ଚାୟତ ନିର୍ବାଚନ, ସୂଚନା ଦେଲେ ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ

ଭୁବନେଶ୍ୱର : ବଦଳିଲା ପଞ୍ଚାୟତ ନିର୍ବାଚନ ସମୟ । ଏଥର ସାମାନ୍ୟ ବିଳମ୍ବ ହେବ ନିର୍ବାଚନ । ଏସଆଇଆର କାମ ମାର୍ଚ୍ଚ ପ୍ରଥମ ସପ୍ତାହ ଯାଏଁ ହେବ । ୨୦୨୭ ଏପ୍ରିଲ୍-ମେ’ ମାସରେ ହୋଇପାରେ ଭୋଟ୍। ସ୍ପଷ୍ଟ କଲେ ରାଜ୍ୟ ନିର୍ବାଚନ…

ବାରହା ଆକ୍ରମଣରେ ମହିଳା ମୃତ

ବ୍ରହ୍ମଗିରି : ବାରହା ଆକ୍ରମଣରେ ଜଣେ ମହିଳା ମୃତ ଓ ଜଣେ ମହିଳା ଆହତ। ବ୍ରହ୍ମଗିରି ସାତପଡ଼ା ନିକଟ ବଳଭଦ୍ରପୁର ଗାଁର ପଦ୍ମାବତୀ ଜାଲି ଓ ବ୍ରାହ୍ମଣୀ ଦଳାଇ ବାରହା ଆକ୍ରମଣ କରିଥିଲା । ବାରହା ପଦ୍ମାବତୀ ଜାଲିଙ୍କ ହାତ, ମୁହଁ…