ମାଟି ତଳୁ ବାହାରିଲା କନଷ୍ଟେବଳ ଶୁଭମିତ୍ରାଙ୍କ ମୃତଦେହ
ଭୁବନେଶ୍ୱର : ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁ ହତ୍ୟା ଘଟଣାରେ କିଛି ନୂଆ ତଥ୍ୟ ସାମ୍ନାକୁ ଆସିଛି। ଘଟଗାଁ ସ୍ଥିତ ଜଙ୍ଗଲ ଭିତରୁ ମାଟି ତଳୁ ଅଖାରେ ବନ୍ଧା ଯାଇଥିବା ଅବସ୍ଥାରେ ପୁଲିସ୍ ଶୁଭମିତ୍ରାଙ୍କ ମୃତଦେହକୁ ବାହାର କରିଛି। କେନ୍ଦୁଝର ପୁଲିସ୍…