ଏମକେସିଜି ମେଡିକାଲରେ ବିରଳ ଅସ୍ତ୍ରୋପଚାର, ମାଂସ ପିଣ୍ଡୁଳା ବାହାରିଲା ମେରୁଦଣ୍ଡରୁ
ବ୍ରହ୍ମପୁର: ମେରୁଦଣ୍ଡରୁ ବାହାରିଲା ମାଂସ ପିଣ୍ଡୁଳା । ନୂଆ ଜୀବନ ପାଇଲେ ରାୟଗଡ଼ା ରୋଗୀ । ବ୍ରହ୍ମପୁର ଏମକେସିଜି ମେଡିକାଲରେ ବିରଳ ଅସ୍ତ୍ରୋପଚାର । ବିରଳ ମେରୁଦଣ୍ଡ ଆସ୍ତ୍ରୋପଚାର ହୋଇ ରୋଗୀ ଦେହରୁ ୪ ଇଞ୍ଚର ଟ୍ୟୁମର ବାହାରିଛି । ରାୟଗଡ଼ା…