ପାକିସ୍ତାନରେ କିଛି ଘଣ୍ଟା ମଧ୍ୟରେ ଘଟିଛି ଦୁଇଟି କାର ବୋମା ବିସ୍ଫୋରଣ, ୮ ମୃତ୍ୟୁ ଓ ୨୩ ଆହତ
ପାକିସ୍ତାନ: ପାକିସ୍ତାନରେ ଘଟିଛି ଅଭାବନୀୟ ଘଟଣା । ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ କିଛି ଘଣ୍ଟା ମଧ୍ୟରେ ଘଟିଲା ଦୁଇଟି କାର ବୋମା ବିସ୍ଫୋରଣ । ଏହି ବିସ୍ଫୋରଣରେ ଅତି କମରେ ୮ ଜଣ ଲୋକ ପ୍ରାଣ ହରାଇଛନ୍ତି ଏବଂ ପ୍ରାୟ ୨ ଡଜନ…