Month: August 2025

୨୦ ଯାଏ ରାଜ୍ୟରେ ପ୍ରବଳ ବର୍ଷା: ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର

ଭୁବନେଶ୍ୱର : ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ । ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ସୃଷ୍ଟି ହୋଇଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ଅବପାତର ରୂପ ନେବ । ୧୯ ତାରିଖ ସୁଦ୍ଧା ଦକ୍ଷିଣ ଓଡ଼ିଶା…

ମେଲବୋର୍ଣ୍ଣ ଫିଲ୍ମ ଫେଷ୍ଟିଭାଲରେ କୁନି କୁନି ଓଡ଼ିଆ ପିଲାଙ୍କ ଚମତ୍କାର ସମ୍ବଲପୁରୀ ନୃତ୍ୟ ପ୍ରଦର୍ଶନ

ଅଷ୍ଟ୍ରେଲିଆ ମେଲବୋର୍ଣ୍ଣରେ ଭାରତୀୟ ଫିଲ୍ମ ମହୋତ୍ସବ । ଆୟୋଜିତ ହେଲା ‘ଦ ଇଣ୍ଡିଆନ୍ ଫିଲ୍ମ ଫେଷ୍ଟିଭାଲ ଅଫ୍ ମେଲବୋର୍ଣ୍ଣ’ ଆଇଏଫ୍ଏଫ୍ଏମ୍ -୨୦୨୫। ଏହି ଅବସରରେ ବହୁ ଭାରତୀୟ ଚଳଚ୍ଚିତ୍ରର ପ୍ରଦର୍ଶନ କରାଯିବା ସହ ଏକ ନୃତ୍ୟ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା…

ଗାଁର ସୁରକ୍ଷା ପାଇଁ ବେଳାଭୁମୀରେ ନିଜସ୍ବ ଖର୍ଚ୍ଚରେ ଏକ ଲକ୍ଷରୁ ଅଧିକ ଝାଉଁ ଗଛ ରୋପଣ କଲେ ଗ୍ରାମବାସୀ

ବାଲେଶ୍ୱର : କିଏ କୋଦାଳ ରେ ମାଟି ତାଡୁଛି ତ କିଏ ଗଛ ଲଗାଇ ତା ମୂଳ ରେ ପାଣି ଦେଉଛି । ପିଲା ଠୁ ବୟସ୍କ ପର୍ଯ୍ଯନ୍ତ ସମସ୍ତେ ଗଛ ଲଗାଇବାରେ ବ୍ୟସ୍ତ । ରାତି ପାହିଲେ କୋଡି କୋଦାଳ…

ଯୌତୁକ ପାଇଁ ବଧୂହତ୍ୟା: ଅଭିଯୋଗ ଆଣିଲେ ବାପା

ଅନୁଗୁଳ: କେତେ କଣ ସ୍ବପ୍ନ ନେଇ ଶାଶୁଘରେ ପାଦ ଦେଇଥିଲେ ଟିକି । ହେଲେ ଭାଙ୍ଗିଗଲା ତାଙ୍କର ସବୁ ସ୍ବପ୍ନ । ଶାଶୁ ଘରେ ନିର୍ଯାତନାର ଶିକାର ହୋଇ ଶେଷରେ ଯୌତୁକ ଜୁଇରେ ଟିକି ଜଳିଗଲେ ବୋଲି ତାଙ୍କ ବାପା ଅଭିଯୋଗ…

ମଦ ପାଇଁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ, ଅଭିଯୁକ୍ତକୁ ପୋଲିସ ଜିମା ଦେଲେ ଗ୍ରାମବାସୀ

କାଲିମେଳା: ମୋତେ ମଦ ଦେବୁନି । କିନ୍ତୁ ଅନ୍ୟମାନଙ୍କୁ ରାନ୍ଧିକି ଦେବୁ । ଏବେ ଦେଖ୍ ମୁଁ ତୋର କଣ କରୁଛି । ଏମିତି କିଛି ଭାବି ଭାବି ସ୍ବାମୀ ମନ ଭିତରେ ରାଗ କୁହୁଳୁ ଥିଲା । ଆଉ ସ୍ତ୍ରୀ…

ଝାଡାବାନ୍ତି ଆତଙ୍କ, କୃଷ୍ଣପୁର ଗାଁର୨୫ ରୁ ଉର୍ଦ୍ଧ୍ବ ମେଡିକାଲରେ ଭର୍ତ୍ତି

ଆନନ୍ଦପୁର : ଘସିପୁରା ବ୍ଲକ ଗଡବାନ୍ଧଗୋଡା ପଞ୍ଚାୟତ କୃଷ୍ଣପୁର ଗାଁରେ ଝାଡାବାନ୍ତି ଆତଙ୍କ । ଦୁଇ ଦିନରେ ୨୫ ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ସ୍ଥାନୀୟ ସାଇଁକୁଳ ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ର ସମେତ ଆନନ୍ଦପୁର ଉପଖଣ୍ତ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ସୂଚନା ।…

ପାଇଖାନା ଟାଙ୍କି ସଫା କଲା ବେଳେ ଅଣନିଶ୍ବାସୀ ହୋଇ ମୃତ୍ୟୁବରଣ କଲେ ୨ ଶ୍ରମିକ

ନୂଆପଡ଼ା : ପାଇଖାନା ଟାଙ୍କି ଭିତରେ ଅଣନିଶ୍ବାସୀ ହୋଇ ଦୁଇ ଶ୍ରମିକ ମୃତ । ଏମିତି ଅଘଟଣ ଘଟିଛି ନୂଆପଡ଼ା ଜିଲ୍ଲା ଖଡ଼ିଆଳରେ । ଲକ୍ଷ୍ମୀ ଛକ ନିବାସୀ ଗୋବିନ୍ଦ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ନିର୍ମାଣାଧୀନ ପାଇଖାନା ଟାଙ୍କି ଫଲସ…

ପାକିସ୍ତାନରେ ବନ୍ୟାର ତାଣ୍ଡବ : ୩୦୦ରୁ ଉର୍ଦ୍ଧ୍ବ ମୃତ, ଅନେକ ନିଖୋଜ

ପାକିସ୍ତାନ : ପାକିସ୍ତାନରେ ତାଣ୍ଡବ ରଚୁଛି ବନ୍ୟା । ଲଗାତାର ବର୍ଷା ଯୋଗୁଁ ବନ୍ୟା ସୃଷ୍ଟି ହୋଇଛି । ଫଳରେ ଏହି କାରଣରୁ ୩୦୦ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ଘଟିଛି । ଯାହାର ସୂଚନା ପ୍ରାଦେଶିକ ଅଧିକାରୀ ଦେଇଛନ୍ତି । ସୂଚନାନୁଯାୟୀ,…

ରାହୁଲଙ୍କ ‘ଭୋଟ ଅଧିକାର ଯାତ୍ରା’ ଆରମ୍ଭ

ପାଟନା: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆସନ୍ତାକାଲିଠାରୁ ବିହାରରେ ‘ଭୋଟ ଅଧିକାର ଯାତ୍ରା’ର ଶୁଭାରମ୍ଭ କରିବେ ବୋଲି ଜଣାପଡିଛି। ବିହାର ପାଇଁ ନିର୍ବାଚନ କମିସନ (ଇସି)ଙ୍କ ଦ୍ବାରା ନିକଟରେ କରାଯାଇଥିବା ଭୋଟର ତାଲିକା ସମୀକ୍ଷା କାର୍ଯ୍ୟରେ ବ୍ୟାପକ ଅନିୟମିତତା କରାଯାଇଛି ବୋଲି…

ସରକାରୀ ଓ ବିରୋଧୀ ଦଳ ସମସ୍ତେ ସମାନ-ଇସିଆଇ

ନୂଆଦିଲ୍ଲୀ : ଭାରତୀୟ ନିର୍ବାଚନ କମିଶନ(ଇସିଆଇ)ର ସାମ୍ବାଦିକ ସମ୍ମିଳନୀ ନୂଆଦିଲ୍ଲୀର ରାଇସିନା ରୋଡ୍‌ରେ ଥିବା ଜାତୀୟ ଗଣମାଧ୍ୟମ କେନ୍ଦ୍ରରେ ରବିବାର କରାଯାଇଛି । ନିର୍ବାଚନ କମିଶନର ଜ୍ଞାନେଶ କୁମାର ଏହି ସମୟରେ ଭୋଟରମାନଙ୍କୁ ଏକ ବାର୍ତ୍ତା ଦେଇ କହିଛନ୍ତି, ସମ୍ବିଧାନ ଅନୁଯାୟୀ,…