Month: July 2025

ଯୌତୁକ ପାଇଁ ପେଟ୍ରୋଲ ଢାଳି ବୋହୂକୁ ଜାଳିଲେ ଶାଶୂ ଓ ଦିଅର, ଡାକ୍ତରଖାନାରେ ଭର୍ତ୍ତି

ଖଲ୍ଲିକୋଟ: ଯୌତୁକ ପାଇଁ ପେଟ୍ରୋଲ ଢାଳି ବୋହୂକୁ ଜାଳିଲେ ଶାଶୂ ଓ ଦିଅର। ବୋହୂ ଆରତୀ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ବୋହୂ ଆରତୀ। ଖଲ୍ଲିକୋଟ କହ୍ନେଇପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ସୂଚନା ଅନୁଯାୟୀ, ସ୍ବାମୀ ଆକାଶ…

ଏଫ୍‌ଏମ୍ କଲେଜର ନିଲମ୍ବିତ ଅଧ୍ୟକ୍ଷ ଗିରଫ

ଭୁବନେଶ୍ବର: ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ନିଜ ଜୀବନ ନେବାକୁ ଉଦ୍ୟମ କରିବା ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନିଲମ୍ବିତ କଲେଜ ଅଧ୍ୟକ୍ଷ ଦିଲୀପ କୁମାର ଘୋଷ ଗିରଫ ହୋଇଛନ୍ତି। ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଗଠିତ ହୋଇଥିବା ଉଚ୍ଚସ୍ତରୀୟ…

ରେଭେନ୍ସା ଛାତ୍ର ମାନେ ଝାଡାବାନ୍ତିରେ ଆକ୍ରାନ୍ତ : ସ୍ବାସ୍ଥ୍ୟମନ୍ତ୍ରୀ କହିଲେ ଏହା ହଇଜା ନୁହେଁ, ଖାଦ୍ୟ ଯୋଗାଉଥିବା ଭେଣ୍ଡରକୁ ବରଖାସ୍ତ

କଟକ ୧୩।୭: କଟକ ରେଭେନ୍ସା ବିଶ୍ଵବିଦ୍ୟାଳୟରେ ନ୍ୟୁ ପିଜି ହଷ୍ଟେଲରେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଛାତ୍ର ମାନେ ଏସସିବି ମେଡ଼ିକାଲରେ ଚିକିତ୍ସିତ ହେବା ପରେ ସରକାରଙ୍କ ନିଦ ଭାଙ୍ଗିଲା । ରେଭେନ୍ସା ବିଶ୍ଵବିଦ୍ୟାଳୟରେ ଖାଦ୍ୟର ମାନ ଯାଞ୍ଚ କରିବା ପାଇଁ ନିୟୋଜିତ…

ନୈତିକତା ଦୃଷ୍ଟିରୁ ଶିକ୍ଷାମନ୍ତ୍ରୀ ଇସ୍ତଫା ଦିଅନ୍ତୁ: କଂଗ୍ରେସ

ଭୁବନେଶ୍ବର: ଆତ୍ମାହୁତି ଉଦ୍ୟମ କରି ଭୁବନେଶ୍ବର ଏମ୍‌ସରେ ଚିକିତ୍ସାଧୀନ ଥିବା ବାଲେଶ୍ବର ଜିଲ୍ଲା ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେ କମିଟି (ପିସିସି) ସଭାପତି ଭକ୍ତଚରଣ ଦାସ ରବିବାର ସନ୍ଧ୍ୟାରେ ଭେଟିଛନ୍ତି। ପୀଡିତାଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ସାଙ୍ଗକୁ…

RPFର ପ୍ରଥମ ମହିଳା ମହାନିର୍ଦ୍ଦେଶକ ନିଯୁକ୍ତ

ନୂଆଦିଲ୍ଲୀ: ରେଲଓ୍ବେ ସୁରକ୍ଷା ବଳ (RPF)ର ପ୍ରଥମ ମହିଳା ମହାନିର୍ଦ୍ଦେଶକ ହେଲେ ବରିଷ୍ଠ ଆଇପିଏସ ଅଧିକାରୀ ସୋନାଲି ମିଶ୍ରା । କ୍ୟାବିନେଟ ନିଯୁକ୍ତି କମିଟି ତାଙ୍କ ନିଯୁକ୍ତିକୁ ମଞ୍ଜୁରୀ ଦେଇଛି। ୨୦୨୬ ଅକ୍ଟୋବର ୩୧ରେ ନିଜର ଅବସର ପର୍ଯ୍ୟନ୍ତ ସେ ଆରପିଏଫ୍‌…

ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ବିଜୁ ଛାତ୍ର ଓ ଯୁବ ଜନତା ଦଳର ପ୍ରତିବାଦ

ଭୁବନେଶ୍ବର ୧୩।୭: ବାଲେଶ୍ୱର ଫକୀରମୋହନ କଲେଜ ଘଟଣାରେ ବିଜୁ ଛାତ୍ର ଓ ଯୁବ ଜନତା ଦଳ ପକ୍ଷରୁ ଜୋରଦାର ପ୍ରତିବାଦ କରାଯାଇଛି । ବାଲେଶ୍ୱର ଛାତ୍ରୀକୁ ନ୍ୟାୟ ଦେବା ଦାବିରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଓ କଲା ବିଜୁ ଛାତ୍ର ଓ ଯୁବ…

ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ବର୍ଷା ଜାରି ରହିବାର ଆଶଙ୍କା ଦେଖାଯାଇଛି। ବିଗତ ଦିନରେ ହୋଇଥିବା ଲଘୁଚାପ ପରେ ବର୍ଷା ଏବେବି ଜାରି ରହିଛି। ଏହାରି ମଧ୍ୟରେ ଆଗାମୀ ଦିନ ପାଇଁ ପାଣିପାଗ ବିଭାଗ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି। ଆଞ୍ଚଳିକ…

ଅହମଦାବାଦ ବିମାନ ଦୁର୍ଘଟଣା : ରିପୋର୍ଟକୁ ନେଇ ପାଇଲଟ ସଂଘ କ୍ଷୁବ୍ଧ, କେମିତି ଲିକ୍‌ ହେଲା ରିପୋର୍ଟ

ନୂଆଦିଲ୍ଲୀ : ବିଶ୍ବକୁ ସ୍ତବ୍ଧ କରି ଦେଇଥିବା ଅହମଦାବାଦ ବିମାନ ଦୁର୍ଘଟଣା (ଜୁନ୍‌ ୧୨) ର ପ୍ରାରମ୍ଭିକ ତଦନ୍ତ ରିପୋର୍ଟକୁ ଶନିବାର ସାର୍ବଜନୀନ କରାଯାଇଛି। ୧୫ ପୃଷ୍ଠାର ଏହି ରିପୋର୍ଟରେ ବିମାନର ଇନ୍ଧନ ସ୍ବିଚ୍‌ ବନ୍ଦ ହେବା ଯୋଗୁଁ ଏହି ଦୁର୍ଘଟଣା…

ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିଲା ନବନିର୍ମାଣ ଯୁବଛାତ୍ର ସଂଗଠନ

ଭୁବନେଶ୍ବର: ବାଲେଶ୍ବର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳର ସହକାରୀ ପ୍ରାଧ୍ୟାପକଙ୍କ ନିର୍ଯାତନା ଶିକାର ହୋଇ ଜଣେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣାରେ ରାଜ୍ୟ ବିଜେପି ସରକାରର ଦାୟିତ୍ବହୀନତାକୁ ଦାୟୀ କରିଛି ନବନିର୍ମାଣ ଯୁବଛାତ୍ର ସଂଗଠନ। ରବିବାର ନବନିର୍ମାଣ ଯୁବଛାତ୍ର ସଂଗଠନର ରାଜ୍ୟ…

ଆଗାମୀ ୨୪ରୁ ୪୮ ଘଣ୍ଟା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ, ୯୫%ରୁ ଅଧିକ ପୋଡ଼ିଛି, ସ୍ଥିତିରେ କିଛି ସୁଧାର ଆସିନି : ଏମ୍‌ସ ନିର୍ଦ୍ଦେଶକ

ଭୁବନେଶ୍ବର : ଭୁବନେଶ୍ବର ଏମ୍‌ସରେ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛି ବାଲେଶ୍ବର FM କଲେଜ ଛାତ୍ରୀ। ଗତକାଲି ତାଙ୍କୁ ବାଲେଶ୍ଵରରୁ ଆଣି ଏମସରେ ଭର୍ତ୍ତି କରାଯାଇଥିଲା। ଗତକାଲିଠୁ ଏମ୍‌ସରେ ଚିକିତ୍ସାଚାଲିଥିଲେ ବି ଛାତ୍ରୀ ଜଣଙ୍କର ଅବସ୍ଥାରେ କିଛି ସୁଧାର ଆସିନି।…