ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ମହିଳା ଏଏସଆଇ
ବ୍ରହ୍ମପୁର: ଗିରଫ ଭୟ ଦେଖାଇ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଣେ ମହିଳା ପୁଲିସ ଅଧିକାରୀ। ସେ ହେଉଛନ୍ତି ବ୍ରହ୍ମପୁର ମହିଳା ଥାନାର ଏଏସ୍ଆଇ ବବିତା ସୁନା। ଏଏସ୍ଆଇ ବବିତା ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ…