ବନ୍ୟାର ବିକଟାଳ ରୂପ: ଆସାମରେ ବନ୍ୟା ନେଲାଣି ୧୯ ଜୀବନ
ଆସାମ: ବନ୍ୟାରେ ବେହାଲ ଆସାମ । ୫ ଦିନ ବିତିଲାଣି ତଥାପି ସୁଧୁରୁନି ସ୍ଥିତି । ଏବେବି ପାଣି ଘେରରେ ରହିଛନ୍ତି ଲୋକେ । ଛାଡୁନି ପାଣି, ସୁଧୁରୁନି ଅବସ୍ଥା । ଆସାମର ମୋରିଗାଁଓ ଜିଲ୍ଲାରେ ସ୍ଥିତି ପୂରା ସଙ୍ଗୀନ ଅଛି…
ଆସାମ: ବନ୍ୟାରେ ବେହାଲ ଆସାମ । ୫ ଦିନ ବିତିଲାଣି ତଥାପି ସୁଧୁରୁନି ସ୍ଥିତି । ଏବେବି ପାଣି ଘେରରେ ରହିଛନ୍ତି ଲୋକେ । ଛାଡୁନି ପାଣି, ସୁଧୁରୁନି ଅବସ୍ଥା । ଆସାମର ମୋରିଗାଁଓ ଜିଲ୍ଲାରେ ସ୍ଥିତି ପୂରା ସଙ୍ଗୀନ ଅଛି…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟରେ ବିଜେପି ସରକାରଙ୍କ ପ୍ରଥମ ବାର୍ଷିକୀ ପାଳନ ଉତ୍ସବରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ୍ ୧୨ ତାରିଖରେ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଭୁବନେଶ୍ୱରର ଜନତା ମଇଦାନରେ ହେବାକୁ…
ବେଙ୍ଗାଲୁରୁ: ଆରସିବିର ବିଜୟ ଶୋଭାଯାତ୍ରା ବେଳେ ଦଳାଚକଟା ଘଟଣା । ୧୧ ଜଣଙ୍କ ମୃତ୍ୟୁ ପରେ ମୁହଁ ଖୋଲିଲେ ଆରସିବିର ଷ୍ଟାର୍ ବ୍ୟାଟର ବିରାଟ କୋହଲି । ଦଳାଚକଟା ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତି ଏବଂ ଆହତ ହୋଇଥିବା ବ୍ୟକ୍ତିଙ୍କ ପାଇଁ…
ଓ୍ବାଶିଂଟନ: ବିଦେଶୀ ନାଗରିକଙ୍କ ପାଇଁ ଆମେରିକାରେ କଟକଣା। ୧୨ ଦେଶର ଲୋକଙ୍କୁ ଆମେରିକା ମନା। ଆମେରିକାରେ ପ୍ରବେଶ କରିପାରିବେନି ୧୨ ଦେଶର ନାଗରିକ। ଏଥିସହ ଅନ୍ୟ ୭ଟି ଦେଶରୁ ଆସୁଥିବା ଲୋକଙ୍କ ଉପରେ ଆଂଶିକ କଟକଣା ଲାଗୁ କରାଯାଇଛି। ଏ ସମ୍ପର୍କିତ…
ଭୁବନେଶ୍ୱର : ଗଞ୍ଜାମ ଜଗନ୍ନାଥପ୍ରସାଦ ଥାନା ଚଢ଼େୟା ପଲ୍ଲୀରେ ହୋଇଛି ନିର୍ମମ ହତ୍ୟାକାଣ୍ଡ । ଶାଳିକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ଭିଣୋଇ । ଜମିଜମା ବିବାଦରୁ ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଥିବା ବେଳେ…
ରାଉରକେଲା: ରାଉରକେଲାର ବାଲୁଘାଟ ପେଟ୍ରୋଲ ପମ୍ପ ନିକଟରୁ ଜବତ୍ ଦୁଇଟି ଏକ୍ସପ୍ଲୋସିଭ ଭ୍ୟାନ ସମ୍ପର୍କରେ ତଦନ୍ତକୁ ଜୋରଦାର କରିଛି ରାଉରକେଲା ପୋଲିସ୍ । ଗୋଟିଏ ଭ୍ୟାନର ଟ୍ରାନଜିଟ ପରମିଟ ନଥିବା ବେଳେ ଆଉ ଗୋଟିଏର ବନ୍ଦ ପଡିଥିବା ଶୁଭମ୍ ଏଗ୍ରିଗେଟ ନାମରେ…
ଜୟପୁର: କୋରାପୁଟ ସହିଦ ଲକ୍ଷ୍ଣଣ ନାୟକ ହସପିଟାଲରେ ୬ ରୋଗୀଙ୍କ ମୃତ୍ୟୁ ଘଟଣାରେ ତନାଘନା । ମେଡିକାଲରେ ପହଞ୍ଚିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ। କେଉଁ ପରିସ୍ଥିତିରେ ଏପରି ଘଟଣା ଘଟିଲା ତାର ସମୀକ୍ଷା କରୁଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ମେଡିକାଲର ସମସ୍ତ କର୍ମଚାରୀଙ୍କୁ ଘଟଣା ନେଇ…
ନୂଆଦିଲ୍ଲୀ: ଜାତିସଂଘରେ କାଶ୍ମୀର ପ୍ରସଙ୍ଗ ଥିବା ଦର୍ଶାଇ ସମସ୍ତ ‘ଅପରେସନ ସିନ୍ଦୂର ଆଉଟ୍ରିିଚ୍’ କାର୍ଯ୍ୟକ୍ରମକୁ ବାତିଲ କରିବାକୁ ପାକିସ୍ତାନର ଅନୁରୋଧକୁ ମାଲେସିଆ ପ୍ରତ୍ୟାଖ୍ୟାନ କରିଛି। ଧର୍ମ କାର୍ଡ ଖେଳିବାକୁ ଚେଷ୍ଟା କରି ପାକିସ୍ତାନୀ ଦୂତାବାସ ମାଲେସିଆ ସରକାରୀ ଅଧିକାରୀମାନଙ୍କୁ ସଞ୍ଜୟ ଝାଙ୍କ…
ନୂଆଦିଲ୍ଲୀ: ୨୦୨୧ ନିର୍ବାଚନ ପରବର୍ତ୍ତୀ ହିଂସା ସମୟରେ ଜଣେ ବିଜେପି ସମର୍ଥକଙ୍କ ଘରେ ଭଙ୍ଗାରୁଜା ଓ ତାଙ୍କ ପତ୍ନୀଙ୍କୁ ଯୌନ ନିର୍ଯାତନା ମାମଲାରେ ସୁପ୍ରିମ୍କୋର୍ଟ ନିକଟରେ ପଶ୍ଚିମବଙ୍ଗ ପୁଲିସକୁ କଡ଼ା ସମାଲୋଚନା କରି କହିଛନ୍ତି ଯେ ଦାୟିତ୍ୱରେ ଥିବା ଅଧିକାରୀ ଏଫ୍ଆଇଆର୍…
ପୁରୀ : ଆଜି ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି । ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ନୀତି । ସନ୍ଧ୍ୟା ଧୂପ ନୀତି ଶେଷ ହେବା ପରେ ଆଜ୍ଞାମାଳ ପାଇ ମଦନମୋହନ ଖଟ ଉପରକୁ ବିଜେ କରିବେ ଶ୍ରୀଜିଉ । ଶ୍ରୀମନ୍ଦିରର ଜୟବିଜୟ ଦ୍ୱାର…