Month: April 2025

ପହଲଗାମ ଆକ୍ରମଣକୁ ନେଇ କଂଗ୍ରେସ ନେତାଙ୍କ ବୟାନବାଜୀକୁ ନେଇ ରାହୁଲ ଅସନ୍ତୁଷ୍ଟ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ସମଗ୍ର ଦେଶରେ ପାକିସ୍ତାନ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି ହେଉଥିବାର ପରିବେଶ ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ…

ଓପିଏସସି ଓ ଓଏସଏସସି ପରୀକ୍ଷାରେ ତୃଟି ମାମଲା; ପ୍ରତିକ୍ରିୟା ରଖିଲେ ଉଚ୍ଚ ଶିକ୍ଷାମନ୍ତ୍ରୀ

ଭୁବନେଶ୍ବର: ଓପିଏସସି ଓ ଓଏସଏସସି ପରୀକ୍ଷା ବିଭ୍ରାଟ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ସେ କହିଛନ୍ତି, ଏହି ଘଟଣାର ସଂପୃକ୍ତ ବିଭାଗ…

ପହଲଗାମ ଘଟଣାକୁ ଆଳ କରି ରାଜ୍ୟମାନ୍ୟତା ମାଗିବୁ ନାହିଁ : ଓମର

ଶ୍ରୀନଗର: ପହଲଗାମରେ ନିର୍ଦ୍ଦୋଷ ହିନ୍ଦୁଙ୍କ ହତ୍ୟାକାଣ୍ଡ ଉପରେ ସୋମବାର ୨୮ ଏପ୍ରିଲ ୨୦୨୫ରେ ଜମ୍ମୁ ଏବଂ କାଶ୍ମୀର ବିଧାନସଭାର ଏକ ସ୍ବତନ୍ତ୍ର ଅଧିବେଶନ ଡାକି ଏକ ନିନ୍ଦା…

କେବଳ ସରକାରୀସ୍ତରରେ ବ୍ୟବହାର ହେବ ଜାତୀୟ ଚିହ୍ନ, ନଚେତ ହେବ ଦୃଢ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଜାତୀୟ ଚିହ୍ନ ଅଶୋକସ୍ତମ୍ଭର ଅପବ୍ୟବହାରକୁ ନେଇ ତତ୍ପରତା ଦେଖାଇଛନ୍ତି ରାଜ୍ୟ ସରକାର । ରାଜ୍ୟରେ କୌଣସି ବ୍ୟକ୍ତିବିଶେଷ, ବ୍ୟବସାୟ ପ୍ରତିଷ୍ଠାନ କିମ୍ବା ଅନୁଷ୍ଠାନ ପକ୍ଷରୁ ଜାତୀୟ…

୬୩ ହଜାର କୋଟିର ୨୬ଟି ରାଫେଲ ବିମାନ କିଣିବ ଭାରତ

ନୂଆଦିଲ୍ଲୀ: ବାୟୁସେନା ପରେ ନୌସେନାରେ  ରାଫେଲ ସାମିଲ ହେବ, ଯାହା ନୌସେନାର ଶକ୍ତି ବୃଦ୍ଧିରେ ସହାୟକ ହେବ। ରାଫେଲ କ୍ରୟ ନେଇ ଫ୍ରାନ୍ସ ସହ ଭାରତ ଚୁକ୍ତି…

ରାଜଧାନୀରେ ଟ୍ରକ୍ ଭର୍ତ୍ତି ଗଞ୍ଜେଇ ଜବତ, ଆନୁମାନିକ ମୂଲ୍ୟ ପ୍ରାୟ ଏକ କୋଟି

ଭୁବନେଶ୍ବର : ରାଜଧାନୀରେ ଟ୍ରକ୍ ଭର୍ତ୍ତି ଗଞ୍ଜେଇ ଜବତ  ।  ଖଣ୍ଡଗିରି ଅଞ୍ଚଳରେ ଗଞ୍ଜେଇ ଜବତ ହୋଇଛି ।  ଡିଲ ବେଳେ ପୋଲିସର ଗଞ୍ଜେଇ ଜବତ ହୋଇଛି । …

ରକ୍ତ ବୋହିଲେ ପାକିସ୍ତାନ ଅଧିକ ରକ୍ତାକ୍ତ ହେବ: ଶଶି ଥରୁର

ନୂଆଦିଲ୍ଲୀ: ରକ୍ତ ବୋହିଲେ ପାକିସ୍ତାନ ଅଧିକ ରକ୍ତାକ୍ତ ହେବ। କଂଗ୍ରେସ ନେତା ଶଶି ଥରୁର, ପାକିସ୍ତାନ ପିପୁଲ୍ସ ପାର୍ଟି(ପିପିପି)ର ଅଧ୍ୟକ୍ଷ ବିଲାୱଲ ଭୁଟ୍ଟୋଙ୍କୁ ଏଭଳି କହିଛନ୍ତି। ଜମ୍ମୁ-କଶ୍ମୀରର…

କୁଖ୍ୟାତ ଚେନ୍ ସ୍ନାଚର୍ ଗିରଫ, ଏନକାଉଣ୍ଟର ଭୟରେ କଲା ଆତ୍ମସମର୍ପଣ

ଭୁବନେଶ୍ୱର: ରାଜଧାନୀରେ କୁଖ୍ୟାତ ଚେନ୍ ସ୍ନାଚର୍ ଗିରଫ। କୁଖ୍ୟାତ ଅପରାଧୀ ସାଦିକୁଲ୍ ଇସଲାମକୁ ଗିରଫ କରିଛି ଖାରବେଳନଗର ପୋଲିସ। ପୋଲିସକୁ ଚକମା ଦେଇ ଖସିଯିବାକୁ ଉଦ୍ୟମ କରିଥିଲା…

ଭୁବନେଶ୍ୱର ରେଲୱେ ଷ୍ଟେସନରେ ଫ୍ଲାଗ ମାର୍ଚ୍ଚ, ଲୋକଙ୍କ ପାଇଁ ସତର୍କ ଜାରି କରିଛନ୍ତି ସରକାର

ଭୁବନେଶ୍ୱର : ଭୁବନେଶ୍ୱର ରେଲୱେ ଷ୍ଟେସନରେ ଫ୍ଲାଗ ମାର୍ଚ୍ଚ ।  ଆତଙ୍କୀ ହମ୍ ଲା ପରେ ଏକାଧିକ ଷ୍ଟେସନକୁ ହାଇ ଆଲର୍ଟ କରାଯାଇଛି ।  RPF ପୋଲିସ ଦ୍ବାରା…

ପାକିସ୍ତାନର ବଜେଟ୍ ଆମ ସାମରିକ ବଜେଟଠୁ ବି କମ୍: ଅସଦୁଦ୍ଦିନ ଓୱେସି

ନୂଆଦିଲ୍ଲୀ: ୨୨ ଏପ୍ରିଲରେ ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ ସମଗ୍ର ଦେଶକୁ ଦୋହଲାଇ ଦେଇଛି। ଏହାକୁ ନେଇ ସାରା ଦେଶରେ କ୍ରୋଧ…