Month: April 2025

ବଲାଙ୍ଗୀର ଭୀମଭୋଇ ହସ୍ପିଟାଲରୁ ବିକ୍ରି ହୋଇଥିବା ଶିଶୁପୁତ୍ର ଉଦ୍ଧାର, ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ ସଂସ୍ଥାକୁ ପଠାଗଲା

ବଲାଙ୍ଗୀର : ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ନବଜାତ ଶିଶୁପୁତ୍ର ବିକ୍ରି ଅଭିଯୋଗ ହୋଇଥିଲା। ଏହି ଘଟଣା ପ୍ରଘଟ ହେବାର କିଛି ଘଣ୍ଟା ପରେ ଟିଟିଲାଗଡ଼ ଉପଖଣ୍ଡ ଅନ୍ତର୍ଗତ ସଇଁତଲାରୁ ଉକ୍ତ ଶିଶୁପୁତ୍ରକୁ ପ୍ରଶାସନିକ ଟିମ ଉଦ୍ଧାର କରିଛନ୍ତିି। ଉଦ୍ଧାର…

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ: ଜୁନିୟର ବାଳକ ହ୍ୟାଣ୍ଡବଲ ଚାମ୍ପିୟନଶିପ୍‌ରେ ଯୋଗ ଦେଲେ

କେନ୍ଦୁଝର : ଗୁରୁବାର ଦିନିକିଆ କେନ୍ଦୁଝର ଜିଲା ଗସ୍ତରେ ଆସିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରଠାରୁ ହେଲିକପ୍ଟର ଯୋଗେ ଆସି ପୂର୍ବାହ୍ନ ୧୦.୪୦ରେ ରିଜର୍ଭ ପୋଲିସ ଗ୍ରାଉଣ୍ଡଠାରେ ପହଞ୍ଚି ସେଠାରୁ ଦିନ ୧୧ ଟାରେ ହ୍ୟାଣ୍ଡବଲ ଷ୍ଟାଡିୟମ ଯାଇ…

ହ୍ୱାଟ୍ସଆପ୍ ଚାଟିଂ ଖୋଲିବ କନଷ୍ଟେବଳ ଯଶୋଦା ଦାସଙ୍କ ମୃତ୍ୟୁର ରହସ୍ୟ

ବାଲେଶ୍ୱର,୧୦।୪: ମୃତ ମହିଳା କନଷ୍ଟେବଳ ଯଶୋଦା ଦାସଙ୍କ ମୃତ୍ୟୁର ରହସ୍ୟ ଖୋଲିବ ତାଙ୍କ ହ୍ୱାଟ୍ସଆପ୍ ଚାଟିଂ। ଏହି ରହସ୍ୟମୟ ମୃତ୍ୟୁକୁ ଭେଦ କରିବାରେ ପୋଲିସକୁ ତାଙ୍କ ମୋବାଇଲ ସାହାଯ୍ୟ କରିବ ବୋଲି ଆଶା କରାଯାଉଛି। ରିପୋର୍ଟ ଅନୁଯାୟୀ, ମୃତ କନଷ୍ଟେବଳ ମାର୍ଚ୍ଚ…

ଆସନ୍ତାକାଲି ଓଡ଼ିଶା ଆସିବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ନଡ୍ଡା

ଭୁବନେଶ୍ବର: ଆସନ୍ତାକାଲି ଓଡ଼ିଶା ଆସିବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା। ଅପରାହ୍ଣ ୧ଟାରେ ସେ ଭୁବନେଶ୍ବର ବିମାନବନ୍ଦରରେ ଅବତରଣ କରିବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ସେ କହିଛନ୍ତି, କଟକର ପ୍ରସିଦ୍ଧ…

ରାଉରକେଲାରେ ଦୁଇଟି ହତ୍ୟାକାଣ୍ଡ: ଦୁଇ ଯୁବକ ମୃତ, ଜଣେ ଗୁରୁତର

ରାଉରକେଲା: ଗତକାଲି ବିଳମ୍ବିତ ରାତିରେ ରାଉରକେଲା ସହରରେ ଦୁଇଟି ହତ୍ୟାକାଣ୍ଡ ଘଟିଯାଇଛି l ଛେଣ୍ଡ କୋଅପରେଟିଭ କଲୋନିର ମୁକେଶ କରଙ୍କୁ ଗୋଡେଇ ଗୋଡେଇ ହତ୍ୟା କରାଯାଇଛି l ତାଙ୍କର ଅନ୍ୟ ଜଣେ ସାଙ୍ଗ ଗୁରୁତର ହୋଇଛନ୍ତି l ଏଣେ ରାଉରକେଲା ଗାନ୍ଧୀରୋଡରେ…

ନବୀନ ପଟ୍ଟନାୟକ ମହା ମିଛ କହିଛନ୍ତି: ପ୍ରଭାତ ତ୍ରିପାଠୀ

ଭୁବନେଶ୍ବର: ମିଛ କହିଛନ୍ତି ନବୀନ ପଟ୍ଟନାୟକ। ମୁଁ ବିଜେଡିରେ ନାହିଁ ସେ କହିବା ମହା ମିଛ। ଦଳ ସଭାପତି ଏ‌ଭଳି କହିବା ଭୁଲ୍। ଆଜି ସାମ୍ବାଦିକ ସମ୍ମିଳନୀରେ ଏଭଳି କହି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ କଡ଼ା ଜବାବ ଦେଇଛନ୍ତି ବରିଷ୍ଠ…

ଆଇଏଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ବର: ରାଜ୍ୟ ସରକାର ଆଇଏଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି। ‌ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁସାରେ ଧରମ ହାଂସଦା ଜଙ୍ଗଲ ପରିବେଶ ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି। ରୀନା ମହାପାତ୍ର ମତ୍ସ୍ୟ…

‘ସେ ସମସ୍ୟାକୁ ଆମନ୍ତ୍ରଣ କରିଥିଲେ’: ବଳାତ୍କାର ପୀଡିତାଙ୍କୁ ଦୋଷ ଦେଲେ ହାଇକୋର୍ଟ, ଅଭିଯୁକ୍ତଙ୍କୁ ଜାମିନ

ନୂଆଦିଲ୍ଲୀ,୧୦।୪: ଆହ୍ଲାବାଦ ହାଇକୋର୍ଟ ଜଣେ ସ୍ନାତକୋତ୍ତର ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗରେ ଅଭିଯୁକ୍ତ ବ୍ୟକ୍ତିଙ୍କୁ ଜାମିନ ପ୍ରଦାନ କରିଛନ୍ତି, କହିଛନ୍ତି ଯେ ପୀଡିତା “ନିଜେ ଅସୁବିଧାକୁ ଆମନ୍ତ୍ରଣ କରିଥିଲେ” ଏବଂ ଘଟଣାର ଦାୟୀ ଥିଲେ। ଡିସେମ୍ବର ୨୦୨୪ ରେ ଦିଲ୍ଲୀରେ ମହିଳାଙ୍କୁ ବଳାତ୍କାର…

“ନୀତୀଶ କୁମାର ଆଉ ମୁଖ୍ୟମନ୍ତ୍ରୀ ହେବେ ନାହିଁ”: ପ୍ରଶାନ୍ତ କିଶୋର

ପାଟନା,୧୦।୪: ନିର୍ବାଚନ ରଣନୀତିଜ୍ଞରୁ ରାଜନେତା ପାଲଟିଥିବା ପ୍ରଶାନ୍ତ କିଶୋର ନିଜର ଜନ ସୁରାଜ ପାର୍ଟି ଚଳିତ ବର୍ଷ ଶେଷରେ ବିହାର ନିର୍ବାଚନରେ ​​ପ୍ରଥମ ଥର ପାଇଁ ପ୍ରସ୍ତୁତ ହେଉଛି। RJD ର ହେଭିୱେଟ୍ ପ୍ରାର୍ଥୀ ଏବଂ ବିଧାନସଭାରେ ବିରୋଧୀ ଦଳ ନେତା…

ମୋ ପୁଅ ଆତଙ୍କବାଦୀଙ୍କ ଶିକାର ନଥିଲା: ୨୬/୧୧ ଆକ୍ରମଣରେ ସହିଦ୍ ସନ୍ଦୀପଙ୍କ ବାପା

ମୁମ୍ବାଇ: ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ୧୬୬ ଜଣଙ୍କ ମଧ୍ୟରେ କେରଳର ମେଜର ସନ୍ଦୀପ ଉନ୍ନିକୃଷ୍ଣନ୍ ମଧ୍ୟ ଥିଲେ। ଦେଶକୁ ସୁରକ୍ଷା ଦେବା ପାଇଁ ଆତଙ୍କବାଦୀଙ୍କ ସହ ଲଢ଼ି ସେ ନିଜ ଜୀବନକୁ ବଳିଦାନ ଦେଇଥିଲେ। ୨୮ ନଭେମ୍ବରରେ…