ପୂର୍ବ ସରକାରଙ୍କ ଅବହେଳାକୁ ସମାଲୋଚନା କଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ
କଟକ: ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଆରୋଗ୍ୟ ଯୋଜନା ଏବଂ ବୟୋ ବନ୍ଦନା ଯୋଜନାର ଶୁଭାରମ୍ଭ ଅବସରରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହାକୁ ଐତିହାସିକ ଯୋଜନା ଭାବେ ବର୍ଣ୍ଣନା କରି କହିଛନ୍ତି ଯେ ପୂର୍ବ ସରକାର ଅମଳରେ ସ୍ୱାସ୍ଥ୍ୟ ଯୋଜନାରେ ପରିବାର…