ଫ୍ଲୋରିଡା ବିଶ୍ବବିଦ୍ୟାଳୟରେ ଗୁଳିକାଣ୍ଡ କରିଥିବା ଯୁବକ କିଏ ?
ଫ୍ଲୋରିଡା : ଆମେରିକାର ତାଲାହାସିରେ ଥିବା ଫ୍ଲୋରିଡା ଷ୍ଟେଟ୍ ୟୁନିଭରସିଟି (ଏଫଏସୟୁ)ରେ ଘଟିଥିବା ଗୁଳିକାଣ୍ଡ ଘଟଣା ପୁଣିଥରେ ଆମେରିକାକୁ ଦୋହଲାଇ ଦେଇଛି। ଗୁଳିଚାଳନା ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ପାଞ୍ଚ ଜଣ ଆହତ ହୋଇଛନ୍ତି। ଗୁରୁବାର (ସ୍ଥାନୀୟ…