Month: April 2025

ପହଲଗାମ ଆକ୍ରମଣ: ଭାରତକୁ ୟୁଏନଏସସିର ସମର୍ଥନ

ନ୍ୟୁୟର୍କ: ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ଦୃଢ଼ ନିନ୍ଦା କରିଛି। ଏହା ସହିତ, ସୁରକ୍ଷା ପରିଷଦ ଏହି ନିନ୍ଦନୀୟ ଆତଙ୍କବାଦ…

ପୁଷ୍ପାଳକ ସେବକଙ୍କୁ ବାସନ୍ଦ ପାଇଁ ଚେତାବନୀ; ଦୀଘା ଜଗନ୍ନାଥ ମନ୍ଦିର ପୂଜାରେ ଯୋଗଦେବାକୁ ମନା

ପୁରୀ: ସୁଆର ମହାସୁଆର ପରେ ପୁଷ୍ପାଳକ ସେବକଙ୍କୁ ମିଳିଛି ବାସନ୍ଦ ଚେତାବନୀ। ଦୀଘା ଜଗନ୍ନାଥ ମନ୍ଦିର ଆରତୀ, ପୂଜାରେ ଯୋଗଦେଲେ ସେମାନଙ୍କୁ ନିଯୋଗ ବିରୋଧୀ କାର୍ଯ୍ୟ ଅଭିହିତ…

ରାଜ୍ୟରେ ଅସମ୍ଭାଳ ତାତି ସହ ଗୁଳୁଗୁଳି ଜାରି, ଆଜିଠୁ କାଳବୈଶାଖୀ ବର୍ଷା ସମ୍ଭାବନା

ଭୁବନେଶ୍ୱର : ରାଜ୍ୟରେ ଅସମ୍ଭାଳ ତାତି ସହ ଗୁଳୁଗୁଳି ଜାରି ରହିଥିବା ବେଳେ ତାତିରେ ଲାଗିବ ବ୍ରେକ। ଆଜିଠୁ କାଳବୈଶାଖୀ ବର୍ଷା ସମ୍ଭାବନା ରହିଥିବା ବେଳେ ଅସହ୍ୟ ଗରମରୁ…

ପହଲଗାମ୍ ଆକ୍ରମଣକୁ ସହ୍ୟ କରାଯାଇପାରିବ ନାହିଁ: ଗାଙ୍ଗୁଲି

ମୁମ୍ବାଇ: ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ୨୨ ଏପ୍ରିଲରେ ହୋଇଥିଲା ଆତଙ୍କବାଦୀ ଆକ୍ରମଣ। ଏଥିରେ ୨୮ଜଣ ପର୍ଯ୍ୟଟକ ପ୍ରାଣ ହରାଇଥିଲେ। ଏହି ଆକ୍ରମଣ ପରେ, ସମଗ୍ର ଦେଶରେ…

ଜୁଆଲ୍ ଓରାମଙ୍କ ନୂଆ ବ୍ୟକ୍ତିଗତ ସଚିବ ହେଲେ ଅମିତ କୁମାର

ଭୁବନେଶ୍ୱର: ଝାଡ଼ଖଣ୍ଡ-କ୍ୟାଡର ଆଇଏଏସ୍ ଅଧିକାରୀ ଅମିତ କୁମାରଙ୍କୁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଆଲ୍ ଓରାମଙ୍କ ବ୍ୟକ୍ତିଗତ ସଚିବ (ପିଏସ୍) ଭାବରେ ନିଯୁକ୍ତ କରାଯାଇଛି। କାର୍ମିକ ଏବଂ…

କପିରାଇଟ୍ ଉଲ୍ଲଂଘନ ପାଇଁ ଏଆର ରେହମାନ ଦେବେ ୨ କୋଟି ଟଙ୍କା: ଦିଲ୍ଲୀ ହାଇକୋର୍ଟ

ଜୁନିୟର ଡାଗର ବ୍ରଦର୍ସଙ୍କ ଶିବସ୍ତୁତିଙ୍କ ଶାସ୍ତ୍ରୀୟ ପରିବେଷଣକୁ ନେଇ କପିରାଇଟ୍ ମାମଲାରେ ୨ କୋଟି ଟଙ୍କା ଜମା କରିବାକୁ ଦିଲ୍ଲୀ ହାଇକୋର୍ଟ ସଙ୍ଗୀତ ନିର୍ଦ୍ଦେଶକ ଏଆର ରେହମାନ…

ରଥଯାତ୍ରା ଯାଏ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି

ପୁରୀ: ଏଏସଆଇ ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ଗୁରୁତ୍ଵପୂର୍ଣ୍ଣ ବୈଠକ। ରଥଯାତ୍ରା ଯାଏ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି। ୨୯ରୁ ଜୁନ୍ ୨୭ ଯାଏଁ ବନ୍ଦ ରହିବ…

ଇରାନରେ ବଡ଼ ଧରଣର ବିସ୍ଫୋରଣ, ୪୦୦ରୁ ଊର୍ଦ୍ଧ୍ବ୍ୱର୍ ଆହତ

ତେହରାନ୍‌‌ : ଇରାନରେ ବଡ଼ ଧରଣର ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ଏହି ବିସ୍ଫୋରଣରେ ୪୦୦ରୁ ଊର୍ଦ୍ଧ୍ବ୍ୱର୍ ଆହତ ହୋଇଛନ୍ତି। ଏକ ଅଏଲ କଣ୍ଟେନରରେ ବିସ୍ଫୋରଣ ଘଟିଥିବା…

ନିର୍ମାଣାଧୀନ ଘରୁ ମିଳିଲା ୪ ବର୍ଷ ଶିଶୁକନ୍ୟାର ମୃତଦେହ, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

ଗଞ୍ଜାମ: ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଘଟିଛି ଲଜ୍ଜାଜନକ ଘଟଣା। ଶୁକ୍ରବାର ସନ୍ଧ୍ୟାରୁ ନିଖୋଜ ଥିବା ଜଣେ ୪ ବର୍ଷର ଶିଶୁକନ୍ୟାଙ୍କ କ୍ଷତାକ୍ତ ମୃତଦେହକୁ ଶନିବାର ସକାଳେ ପାଟପୁର…

ପାକିସ୍ତାନୀଙ୍କୁ ଖୋଜୁ ଖୋଜୁ ବାହାରିଲେ ୫୫୦ ବାଂଲାଦେଶୀ

ପାକିସ୍ତାନୀଙ୍କୁ ଖୋଜୁ ଖୋଜୁ ଧରାପଡ଼ିଲେ ବାଂଲାଦେଶୀ। ଜଣେ କି ଦୁଇଜଣ ନୁହନ୍ତି, ୫୫୦ରୁ ଅଧିକ ବାଂଲାଦେଶୀଙ୍କୁ ଚିହ୍ନଟ କଲା ପ୍ରଶାସନ। ଏହା ହେଉଛି ଗୁଜରାଟର ଅବସ୍ଥା। ପହଲଗାଓଁ…