ବଢିଲା ଅଜିତ ଡୋଭାଲ ଓ ପ୍ରମୋଦ ମିଶ୍ରଙ୍କ କାର୍ଯ୍ୟକାଳ
ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀ ସରକାରଙ୍କ ତୃତୀୟ ପାଳିରେ ଅଜିତ ଡୋଭାଲଙ୍କୁ ପୁଣି ଥରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଛି । ଅଜିତ ଡୋଭାଲଙ୍କୁ ତୃତୀୟ ଥର ପାଇଁ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଛି ।…