Month: June 2024

ବଦଳିଲା ସରକାର, ପ୍ରତିଶ୍ରୁତି କାର୍ଯ୍ୟକାରୀ ହେବ କେବେ ?

ରାଉରକେଲା: ବଦଳିଲା ସରକାର। କାର୍ଯ୍ୟକାରୀ ହେବ କି ବର୍ଷ ବର୍ଷ ଧରି ଘୋଷଣାରେ ଅଟକିଥିବା ରାଉରକେଲା କମିସନରେଟ୍‌ ବ୍ୟବସ୍ଥା। ସ୍ଥାପନ ହେବ କି ବହୁ ପ୍ରତୀକ୍ଷିତ ଜାଭିୟର ଇନ୍‌ଷ୍ଟିଚ୍ୟୁଟ୍‌ ଓ ରାଉରକେଲା ମେଡ଼ିକାଲ କଲେଜ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆୟୋଜିତ…

ଗେଷ୍ଟହାଉସରୁ କାର୍ଯ୍ୟ ଆରମ୍ଭ କଲେ ନୂଆ ମୁଖ୍ୟମନ୍ତ୍ରୀ: ୧୦୦ଦିନର କାର୍ଯ୍ୟକ୍ରମ ପ୍ରସ୍ତୁତ ପାଇଁ କସରତ

ଭୁବନେଶ୍ବର : ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବାର ମାତ୍ର ୨୪ଘଣ୍ଟା ନପୁରୁଣୁ ଗୋଟିଏପରେ ଗୋଟିଏ ଆଖିଦୃଶିଆ ପଦକ୍ଷେପ ନେବାରେ ଲାଗିଛନ୍ତି । ନୂଆ ସରକାର ଶପଥ ସମାରୋହର ମାତ୍ର ୩ଘଣ୍ଟା ଭିତରେ କ୍ୟାବିନେଟ୍ ବୈଠକ ଡାକି ଓଡ଼ିଶା ଓ ଓଡ଼ିଆଙ୍କ…

NHରେ ସିରିଜ୍‌ ଦୁର୍ଘଟଣା; ୪ଟି କାର୍‌କୁ ପିଟିଲା ଟ୍ରକ୍‌, ଉତ୍ତେଜନା

ଭୁବନେଶ୍ବର : ଭୁବନେଶ୍ୱର ପଳାଶୁଣି ଛକରେ ସିରିଜ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ୪ରୁ ଅଧିକ କାର୍‌ ଓ ବାଇକ୍‌କୁ ଧକ୍କା ଦେଇଛି। ଯାହାଫଳରେ କାର୍‌ ଭିତରେ ବସିଥିବା ଲୋକମାନେ ଆହତ ହୋଇଛନ୍ତି। ଏହାକୁ ନେଇ ଜାତୀୟ ରାଜପଥରେ ଉତ୍ତେଜନା ପ୍ରକାଶ…

କଶ୍ମୀରରେ ଆତଙ୍କବାଦ ପ୍ରସଙ୍ଗରେ ଡୋଭାଲ ଓ ଶାହାଙ୍କ ସହ କଥା ହେଲେ ମୋଦୀ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ପୁଣି ଥରେ ଆତଙ୍କବାଦୀ କାର୍ଯ୍ୟକଳାପ ବଢିବାରେ ଲାଗିଛି । ରାଜ୍ୟର ରିଆସୀ, କଠୁଆ ଓ ଡୋଡାରେ ଗୋଟିଏ ପରେ ଗୋଟିଏ ଆତଙ୍କବାଦୀ ଆକ୍ରମଣ ଜାରି ରହିଛି। ଏହି ଆତଙ୍କବାଦୀ ଆକ୍ରମଣରେ ଅନେକ ସାଧାରଣ ଲୋକ ପ୍ରାଣ ହରାଇଛନ୍ତି। ଏଥିରେ…

ଏଣିକି ଆଉ ଲଗାମଛଡା ହୋଇ ପାରିବେନି ଅଫିସର: କ୍ୟାବିନେଟ ମନ୍ତ୍ରୀ ରବି ନାୟକ

ଭୁବନେଶ୍ବର: ଅଫିସରମାନେ ଏଣିକି ଆଉ ଲଗାମଛଡା ହୋଇ ପାରିବେନି । ମନ୍ତ୍ରୀମାନଙ୍କ ହାତରେ ଲଗାମ ରହିବ । ସରକାର ଠିକ ଭାବରେ ଚାଲିବ ଆଉ ଅଫିସରମାନେ ମଧ୍ୟ ଠିକ ଭାବେ କାମ କରିବେ। ଲୋକଙ୍କର ଆଶା ଆକାଂକ୍ଷାକୁ ଦେଖି ଅଫିସରମାନଙ୍କୁ କାମ…

ଢାବା ଓ ଦୋକାନରେ ମଦ-ଗଞ୍ଜେଇ ବେପାର!,ରୋକିପାରୁନି ପୁଲିସ ଓ ଅବକାରୀ ବିଭାଗ

ରାଉରକେଲା: ସହରରେ ବିଭିନ୍ନ ଢ଼ାବା ଓ ଦୋକାନରେ ଚାଲିଛି ଚୋରା ମଦ ଓ ଗଞ୍ଜେଇ ବେପାର। ରାଉରକେଲା ନୂଆ ବସ୍‌ଷ୍ଟାଣ୍ଡ, ପୁରୁଣା ଷ୍ଟେସନ ଓ ଟ୍ରାଫିକ୍‌ ମାର୍କେଟ ଆଦି ଅଞ୍ଚଳରେ ଏହି କାରବାର ଜୋରସୋରରେ ଚାଲିଛି। ସ୍ଥାନୀୟ ପୁଲିସ ଓ ଅବକାରୀ…

ମିଳୁନି ମୁନ୍ଦେ ପାଣି: ହାଣ୍ଡି-ମାଠିଆ ରଖି ରାସ୍ତା ଅବରୋଧ କଲେ ଲୋକେ

କନ୍ଧମାଳ: ପ୍ରବଳ ଖରାକୁ ମୁନ୍ଦେ ପାଣି ପାଇଁ ଖଜୁରୀପଡ଼ା ବ୍ଲକ ସୁଡ୍ରୁକୁମ୍ପା ଉପର ସାହି ବାସିନ୍ଦାଙ୍କୁ ହନ୍ତସନ୍ତ ହେବାକୁ ପଡୁଛି। ପ୍ରବଳ ଗ୍ରୀଷ୍ମପ୍ରବାହ ସାଙ୍ଗକୁ ପାନୀୟଜଳ ସଙ୍କଟ ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି। ମୁନ୍ଦେ ପାଣି ପାଇଁ ସେମାନେ କଲବଲ ହେଉଛନ୍ତି। କୂଅ,…

ନାବାଳିକାଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ବିଏସ ୟେଦ୍ଦୁରପ୍ପାଙ୍କ ବିରୁଦ୍ଧରେ ଜାମିନ ବିହୀନ ଗିରଫ ପରୱାନା ଜାରି

ବେଙ୍ଗାଲୁରୁ : କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ବିଏସ ୟେଦୁରପ୍ପାଙ୍କ ବିରୁଦ୍ଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଛି। ଆଜି ବେଙ୍ଗାଲୁରୁର ଏକ କୋର୍ଟ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି। ପୋକ୍ସୋ ନିୟମ ଅଧୀନରେ ରୁଜୁ…

ଲୁଟ ପରେ ଯୁବତୀଙ୍କ ସହ ରାତି କାଟୁଥିଲେ ‘ଆୟୁଷ୍ମାନ’ ଗ୍ୟାଙ୍ଗ

ଭୁବନେଶ୍ବର : ହାଇୱେରେ ଲୁଟ କରି ଆତଙ୍କରାଜ କରୁଥିବା ଆୟୁଷ୍ମାନ ଗ୍ୟାଙ୍ଗର ଖେଳ ଖତମ। କମିଶନରେଟ ପୁଲିସ୍‌ ହାତରେ ଧରା ପଡ଼ିଛନ୍ତି ଆୟୁଷ୍ମାନ ଗ୍ୟାଙ୍ଗର ୫ କୁଖ୍ୟାତ ଲୁଟେରା। ସେମାନଙ୍କ ନିକଟରୁ ୪୦ ଟି ଚେନ, ୨ ଲକ୍ଷ ନଗଦ ଟଙ୍କା,…

ପୋଷ୍ଟାଲ ଚାକିରି ପାଇଁ ଜାଲ ପ୍ରମାଣପତ୍ର: ଓଡ଼ିଶାରେ ସିବିଆଇର ଖୋଳତାଡ଼

ଭୁବନେଶ୍ବର : ଓଡ଼ିଶାରେ ସିବିଆଇ ପକ୍ଷରୁ ବଡ଼ ଧରଣର ରେଡ୍‌। ଗ୍ରାମୀଣ ଡାକ ସେବକ ପରୀକ୍ଷାରେ ଜାଲ ପ୍ରମାଣପତ୍ର ଦେବା ଘଟଣାରେ ସିବିଆଇ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଛି। ପ୍ରାଥମିକ ସୂଚନା ଅନୁସାରେ, ସିବିଆଇ ପକ୍ଷରୁ କଳାହାଣ୍ଡି, ନୂଆପଡ଼ା,…