Month: June 2024

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ମୃତ୍ୟୁର ଜାଲ ଖଞ୍ଜିଥିଲେ ନକ୍ସଲ: ୩୩୫୦ଟି ସ୍ପାଇକ କାଠି ଉଦ୍ଧାର

ମାଲକାନଗିରି: ମାଓବାଦୀଙ୍କ କାର୍ଯ୍ୟକଳାପ ଯୋଗୁଁ ଛତିଶଗଡ଼ ଓ ତେଲେଙ୍ଗାନା ସୀମାନ୍ତବର୍ତ୍ତୀ ଅଂଚଳର ଆଦିବାସୀ ଲୋକମାନେ ଭୟଭୀତ ହେଉଛନ୍ତି। ତେଲେଙ୍ଗାନା-ଛତିଶଗଡ଼ର ଜଙ୍ଗଲରେ ରହୁଥିବା ଆଦିବାସୀ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି ଯେ ସେମାନେ ଜଂଗଲକୁ ଗଲେ ମାଓବାଦୀର ଆଖ୍ୟା ଦିଆଯାଉଛି। ଜଂଗଲରେ ପାଦ…

ପୁଣି ଥରେ ହଂକଂକୁ ଟପି ବିଶ୍ୱର ଚତୁର୍ଥ ବୃହତ୍ତମ ଶେଆର ବଜାର ହେଲା ଭାରତ

ନୂଆଦିଲ୍ଲୀ : ପୁଣି ଥରେ ହଂକଂକୁ ଟପିଲା ଭାରତୀୟ ଶେଆର ବଜାର। ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ହଂକଂ ଶେଆର ବଜାରକୁ ପଛରେ ପକାଇ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ(BSE) ବିଶ୍ୱର ଚତୁର୍ଥ ବୃହତ୍ତମ ଶେଆର ବଜାର ହୋଇଛି। ବ୍ଲୁମବର୍ଗ ରିପୋର୍ଟ…

ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ ୧୭ ତାରିଖରୁ ବର୍ଷା ବଢ଼ିବ

ଭୁବନେଶ୍ବର : ଖରାର ଅସମ୍ଭାଳ ତାତି ଭିତରେ ଆସିଲା ଭଲ ଖବର। ଆଗାମୀ ୧୭ ତାରିଖରୁ ବର୍ଷା ବଢ଼ିବ। ରାଜ୍ୟର କେତେକ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେପଟେ ମୌସୁମୀ ଅଗ୍ରସର ପାଇଁ ପାଗ…

ମଣ୍ଡିରେ ଭିଜିଲା କ୍ୱିଣ୍ଟାଲ୍‌ କ୍ୱିଣ୍ଟାଲ୍‌ ଧାନ, ଚିନ୍ତାରେ ଚାଷୀ

ସୋନପୁର : ଅସମ୍ଭାଳ ଗ୍ରୀଷ୍ମ ତାତିରେ କେତେ ପରିଶ୍ରମ କରି ରବୀ ଋତୁ ଧାନ ଚାଷ କରିଥିଲେ ଚାଷୀ। ଭାବିଥିଲେ ଧାନ ବିକି କିଛି ଅର୍ଥ ରୋଜଗାର କରିବେ। ହେଲେ ସବୁ ଫସର ଫାଟିଲା। ନିଜ କଷ୍ଟ ଉପାର୍ଜିତ ଧାନ ମଣ୍ଡିରୁ…

କୁଏତରୁ ୪୦ ଭାରତୀୟଙ୍କ ମୃତଦେହ ଆଣିବେ ଭାରତ ସରକାର, ପହଞ୍ଚିଲା ସୁପର ହରକୁଲେସ୍ ବିମାନ

ନୂଆଦିଲ୍ଲୀ: କୁଏତର ମଙ୍ଗାଫ ଅଞ୍ଚଳରେ ଥିବା ଏକ କୋଠାରେ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ୪୦ ଭାରତୀୟଙ୍କ ମୃତଦେହଗୁଡ଼ିକୁ ଫେରାଇ ଆଣିବେ ଭାରତ ସରକାର। ଏଥିପାଇଁ ଭାରତୀୟ ବାୟୁସେନାକୁ ଦାୟିତ୍ୱ ଦିଆଯାଇଛି। ବର୍ତ୍ତମାନ କୁଏତ ସରକାର ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ୪୦ରୁ ଅଧିକ…

ନୂଆ ସରକାର ପ୍ରତିଶୋଧ ପରାୟଣ ନହୋଇ ପ୍ରତିଶ୍ରୁତି ପାଳନ କରିବେ ବୋଲି ଆଶା: ଶଶୀଭୂଷଣ ବେହେରା

ଭୁବନେଶ୍ୱର: ଶ୍ରୀମନ୍ଦିରର ଚାରି ଦ୍ଵାର ଖୋଲିବା ନେଇ ବିଜେଡ଼ିର ବରିଷ୍ଠ ନେତା ଶଶୀଭୂଷଣ ବେହେରା ପ୍ରତିକ୍ରିୟା ଦେଇଛନ୍ତି। ଜଣେ ଆଦିବାସୀ ଯୁବକ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ମୁଁ ତାଙ୍କୁ ଶୁଭେଛା ଜଣାଉଛି ବୋଲି ସେ କହିଛନ୍ତି। ପ୍ରଥମ ଦିନରୁ…

ବଜ୍ରପାତରେ ଖସିପଡ଼ିଲା ଖିଚିଂ କିଚକେଶ୍ବରୀ ମନ୍ଦିରର କଳସ-ତ୍ରିଶୁଳ-ପତାକା

ରାଇରଙ୍ଗପୁର/ଶୁକ୍ରୁଳି: ମୟୂରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା କିଚକେଶ୍ୱରୀ ମନ୍ଦିର ଉପରେ ଗୁରୁବାର ଦିନ ବଜ୍ରପାତ ହୋଇଛି। ଫଳରେ ମନ୍ଦିରର ଶୀର୍ଷ ଭାଗରେ ଲାଗିଥିବା କଳସ-ତ୍ରିଶୁଳ-ପତାକା ଖସିପଡ଼ିଛି। ସୂଚନା ଅନୁସାରେ ମୟୂରଭଞ୍ଜ ଜିଲ୍ଲା ଶୁକ୍ରୁଳି ବ୍ଲକ୍ ଖିଚିଂ ଠାରେ ଥିବା ମା…

ବାଡ଼ିରେ ପିଟିପିଟି ପତ୍ନୀକୁ ହତ୍ୟା କଲା ସ୍ୱାମୀ

ଖଇରା: ବାଲେଶ୍ୱର ଜିଲ୍ଲା ଖଇରା ଥାନା ନନ୍ଦୁର ପଞ୍ଚାୟତ ଅଧିନ ଅସୁରିଆ ଗାଁରେ ଗତରାତିରେ ନିଶାସକ୍ତ ଅବସ୍ଥାରେ ବାଡ଼ିରେ ପିଟିପିଟି ପତ୍ନୀକୁ ହତ୍ୟା କଲା ସ୍ୱାମୀ। ଏନେଇ ଖଇରା ଥାନା କେଶ ନମ୍ବର ୧୧୮/୨୪ ରେ ପୁଲିସ ଏକ ମାମଲା ରୁଜୁ…

ଶ୍ରୀମନ୍ଦିର ୪ ଦ୍ବାର ଖୋଲାଯିବା ନେଇ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ପୁରୀ: ଶ୍ରୀମନ୍ଦିର ୪ ଦ୍ବାର ଖୋଲାଯିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବାଲୁକା କଳା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କୃତଜ୍ଞତା ଜଣାଇଛନ୍ତି। ସେ ନିଜ ଏକ୍ସ ହ୍ୟାଣ୍ଡେଲରେ କହିଛନ୍ତି ପ୍ରତିଶ୍ରୁତି ଅନୁସାରେ ଶ୍ରୀଜଗନ୍ନାଥ…

ଖୋଲିଲା କନଷ୍ଟେବଳ ହତ୍ୟାକାଣ୍ଡର ରହସ୍ୟ

ବଲାଙ୍ଗିର : ବହୁ ଚର୍ଚ୍ଚିତ ପୁଲିସ କନଷ୍ଟେବଳ ଶଙ୍କରଭାନୁ ବେହେରା ହତ୍ୟା ଘଟଣାର ପର୍ଦ୍ଦାଫାସ ହୋଇଛି। ଏହି ମାମଲାରେ ବଲାଙ୍ଗିର ପୁଲିସ୍‌ ୬ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କୁ ରାଜ୍ୟ ବାହାରୁ ଗିରଫ କରାଯାଇଛି। ହୀରା ବ୍ୟବସାୟକୁ ନେଇ ହତ୍ୟାକାଣ୍ଡ ଘଟିଥିବା…