ଅଗଷ୍ଟ ୧୫ରୁ ଓଡ଼ିଶାରେ ବନ୍ଦ ହୋଇଯିବ କି ମଦ ଦୋକାନ !
ଭୁବନେଶ୍ୱର: ସ୍ୱାଧୀନତା ଦିବସରୁ ସାରା ରାଜ୍ୟରେ ସବୁ ଦେଶୀ ଓ ବିଦେଶୀ ମଦ ଦୋକାନ ବନ୍ଦ ହୋଇଯିବ ବୋଲି ଗୋଟିଏ ପୋଷ୍ଟ ଭାଇରାଲ ହୋଇଥିଲା | ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଥିବା ଏହି ପୋଷ୍ଟ ସତରେ କଣ କାର୍ଯ୍ୟକାରୀ ହେବ |…
ଭୁବନେଶ୍ୱର: ସ୍ୱାଧୀନତା ଦିବସରୁ ସାରା ରାଜ୍ୟରେ ସବୁ ଦେଶୀ ଓ ବିଦେଶୀ ମଦ ଦୋକାନ ବନ୍ଦ ହୋଇଯିବ ବୋଲି ଗୋଟିଏ ପୋଷ୍ଟ ଭାଇରାଲ ହୋଇଥିଲା | ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଥିବା ଏହି ପୋଷ୍ଟ ସତରେ କଣ କାର୍ଯ୍ୟକାରୀ ହେବ |…
ଭୁବନେଶ୍ବର : ରାଜ୍ୟରେ ନୂଆ ସରକାର ଗଠନ ହେବାର ୩ ଦିନ ପରେ ଆଜି ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ନିଜ ପାଖରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ବିଭାଗ ରଖିଛନ୍ତି। ମୁଖ୍ୟମନ୍ତ୍ରୀ ଗୃହ ବିଭାଗ…
ନୂଆଦିଲ୍ଲୀ : ଆମେରିକା ଓ ୱେଷ୍ଟଇଣ୍ଡିଜରେ ଟି-୨୦ ବିଶ୍ୱକପ ଚାଲିଥିବା ବେଳେ ମଧ୍ୟପ୍ରଦେଶରେ ଗୋଟିଏ ବଡ଼ ବେଟିଂ ରାକେଟର ପର୍ଦ୍ଦାଫାସ ହୋଇଛି। ମଧ୍ୟପ୍ରଦେଶର ଉଜ୍ଜୟୀନରେ ଚାଲିଥିବା ଏହି ବେଟିଂ ରାକେଟର ସଦସ୍ୟଙ୍କୁ ଗିରଫ କରି ପୁଲିସ୍ ପୂଳାପୂଳା ନଗଦ ଟଙ୍କା ଜବତ…
ନୂଆଦିଲ୍ଲୀ : ମେଡିକାଲ ପାଠ୍ୟକ୍ରମରେ ନାଁ ଲେ ଖାଇବା ପାଇଁ ଅନୁଷ୍ଠିତ ନିଟ୍ ପରୀକ୍ଷାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଏପରି ଅଭିଯୋଗ ଆଣି ବାମପନ୍ଥୀ ଛାତ୍ର ସଂଗଠନ ପକ୍ଷରୁ ଦେଶବ୍ୟାପୀ ଦୁଇ ଦିନିଆ…
କୋରାପୁଟ : କୋରାପୁଟରେ ଗଡୁନି ଘରୋଇ ବସ୍। ଘରୋଇ ବସ୍ ମାଲିକ ସଂଘ ଓ ଘରୋଇ ବସ କର୍ମଚାରୀ ସଂଘ ଭିତରେ ବିବାଦକୁ ନେଇ ଆଜି ବସ୍ ଚଳାଚଳ ବନ୍ଦ ରହିଛି। ଆଜି ସକାଳୁ କୋରାପୁଟରୁ କୌଣସି ଘରୋଇ ବସ ଗଡ଼ୁନଥିବାରୁ…
ବାରି (ଇଟାଲୀ): ଆମନ୍ତ୍ରିତ ସଦସ୍ୟ ଭାବେ ଜି-୭ ଶିଖର ସମ୍ମିଳନୀରେ ଯୋଗଦେବା ଭାରତ ପାଇଁ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହୋଇଛି। ଜି-୭ ଦେଶଗୁଡ଼ିକ ଭାରତକୁ ସବୁଠାରୁ ବଡ଼ ଉପହାର ଦେଇଛନ୍ତି। ଏହା ଜରିଆରେ ଏବେ ହାଇସ୍ପିଡ୍ ରେଳପଥ ଜରିଆରେ ଭାରତକୁ ସିଧାସଳଖ…
ଭୁବନେଶ୍ବର: ଭୁବନେଶ୍ବରରେ ପହଞ୍ଚିଲା କୁଏତ୍ ଅଗ୍ନିକାଣ୍ଡରେ ମୃତ ଦୁଇ ଓଡ଼ିଆଙ୍କ ମର ଶରୀର। ସ୍ବତନ୍ତ୍ର ବିମାନ ଯୋଗେ ମୃତ ମହମ୍ମଦ ଜହୁର ଓ ସନ୍ତୋଷ ଗୌଡ଼ଙ୍କର ମର ଶରୀର ପହଞ୍ଚିଛି। ଏହି ଅବସରରେ ଶେଷ ଦର୍ଶନ କରିଛନ୍ତି ଓଡ଼ିଶାର ଦୁଇ ଉପ…
ପାରାଦୀପ: ୬୧ ଦିନର କଟକଣା ପରେ ଆଜି ହଟିଛି ନଦୀ, ସମୁଦ୍ର ମୁହାଣରୁ ମାଛଧରା କଟକଣା। ଆଜିଠାରୁ ଆରମ୍ଭ ହୋଇଛି ମାଛଧରା। ସୂଚନାଯୋଗ୍ୟ, ମତ୍ସ୍ୟ ସଂରକ୍ଷଣକୁ ଆଖି ଆଗରେ ରଖି ଏପ୍ରିଲ ୧୫ରୁ ଜୁନ୍ ୧୪ ତାରିଖ ପର୍ଯ୍ୟନ୍ତ ୬୧ ଦିନ…
ଭୁବନେଶ୍ବର: ରାୟଗଡ଼ା ଜିଲ୍ଲା କାଶୀପୁରରେ ଅଜଣା ରୋଗରେ ମୃତ୍ୟୁ ଖବରକୁ ନେଇ ଆକ୍ସନ ମୋଡରେ ମୋହନ ସରକାର। ଗଣମାଧ୍ୟମରେ କାଶୀପୁରରେ ଅଜଣା ରୋଗରେ ପଡି ଲୋକଙ୍କ ଜୀବନ ଯିବା ଖବର ବାଜିବା ପରେ ସରକାର ହସ୍ତକ୍ଷେପ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ…
ଦିଗପହଣ୍ଡି : ପିଣ୍ଡାରେ ବସି କଥାବାର୍ତ୍ତା ହେଉଥିଲେ ଶାଶୁ ଓ ଜ୍ୱାଇଁ। ହଠାତ୍ ହେଲା ବଜ୍ରପାତ। ସେହିଠାରେ ଟଳି ପଡ଼ିଲେ ଶାଶୂ ଓ ମେଡ଼ିକାଲ୍ ବେଡ୍ରେ ଜ୍ୱାଇଁ। ଆଜି ଅପରାହ୍ନାରେ ଏପରି ହୃଦୟ ବିଦାରକ ଘଟଣା ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକଅଞ୍ଚଳରେ…