Month: June 2024

ହରଭଙ୍ଗାରେ ଭୟାବହ ଅଗ୍ନିକାଣ୍ଡ: ବୃଦ୍ଧା ଅର୍ଦ୍ଧଦଗ୍ଧ, ଡାକ୍ତରଖାନାରେ ଭର୍ତ୍ତି

ବୌଦ୍ଧ: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଅନ୍ତର୍ଗତ ମଥୁରା ଗାଁରେ ମଧ୍ୟରାତ୍ରୀରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ରାତିରେ ଘରେ ଜଣେ ୯୦ ବର୍ଷୀୟ ବୃଦ୍ଧା ଶୋଇଥିବା ସମୟରେ କୌଣସି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଏହି…

ପୂର୍ଣ୍ଣାଙ୍ଗ ବଜେଟ୍‌ରେ ନୂଆ ସରକାର ପାଇଁ କ’ଣ ରହିବ ଚ୍ୟାଲେଞ୍ଜ?

ଭୁବନେଶ୍ବର : ରାଜସ୍ୱ ବଳକା ରାଜ୍ୟ ଓଡ଼ିଶା, କିନ୍ତୁ ବିକାଶରେ ବହୁ ପଛୁଆ। ତେଣୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାରରେ କେଉଁ କ୍ଷେତ୍ରକୁ ମିଳିବ ପ୍ରାଥମିକତା ? ସରକାରଙ୍କ ପାଇଁ କ’ଣ ରହିବ ବଡ଼ ଚ୍ୟାଲେଞ୍ଜ? ବିଶେଷଜ୍ଞଙ୍କ ମତରେ, କର୍ମ…

ଛୁଟିଦିନରେ ବି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ରାଜ୍ୟ ଅତିଥି ଭବନରେ ଅସମ୍ଭାଳ ଭିଡ଼

ଭୁବନେଶ୍ବର: ଛୁଟିଦିନରେ ବି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିବାକୁ ରାଜ୍ୟ ଅତିଥି ଭବନରେ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହୋଇଛି। ହାତରେ ଫୁଲତୋଡ଼ା ଧରି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ଅପେକ୍ଷାରତ ସାଧାରଣ ଜନତା। ସେପଟେ ଆଜି ମନ୍ତ୍ରୀମଣ୍ଡଳର ବିଭାଗ ବଣ୍ଟନ ହେବା…

ଆଗାମୀ ୫ବର୍ଷରେ ୫୦ ବର୍ଷର ବିକାଶ ହେବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆକ୍ସନ ମୋଡ଼ରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେ କହିଛନ୍ତି, ୫ବର୍ଷରେ ୫୦ ବର୍ଷର ବିକାଶ ହେବ। ଦୀର୍ଘ ୨୪ବର୍ଷ ପରେ ଶାସନର ପରିବର୍ତ୍ତନ ହୋଇଛି। ଯେଉଁଭଳି ଭାବରେ ଓଡ଼ିଶାର ବିକାଶ ହେବା କଥା ଲୋକଙ୍କ ପାଖରେ ସେବା ପହଂଚିବା କଥା…

ଦିଲ୍ଲୀ ଜଳ ସଙ୍କଟ: ପାଇପ୍‌ ଲାଇନ୍‌ କାଟିବାକୁ ଚାଲିଛି ଷଡ଼ଯନ୍ତ୍ର

ନୂଆଦିଲ୍ଲୀ : ଦିଲ୍ଲୀରେ ଜାରି ରହିଛି ଜଳ କଷ୍ଟ। ପାଣି ପାଇଁ ଡହଳବିକଳ ହେଉଛନ୍ତି ଦିଲ୍ଲୀ ବାସୀ। ଏହି ଜଳ ସଙ୍କଟ ଭିତରେ ବଡ଼ ଅଭିଯୋଗ ଆଣିଛନ୍ତି ଦିଲ୍ଲୀ ଜଳ ମନ୍ତ୍ରୀ ଆତୀଶି। ଏଠାରେ ପାଇପ୍‌ ଲାଇନ୍‌ କାଟିବାକୁ ଷଡ଼ଯନ୍ତ୍ର ଚାଲିଥିବା…

ଭଡ଼ା ଘରୁ ମିଳିଲା କନିଷ୍ଠ କିରାଣିଙ୍କ ମୃତଦେହ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଲୁକାପାଲି ସ୍ଥିତ ଏକ ଘରୁ ଜଣେ କନିଷ୍ଠ କିରାଣିଙ୍କ ମୃତଦେହ ମିଳିଛି। ତାଙ୍କ ନାଁ କ୍ଷୀରୋଦ ବଳ। ସେ ନାକଟିଦେଉଳ ତହସିଲ ଅଫିସରେ କାର୍ଯ୍ୟ କରୁଥିଲେ। କ୍ଷୀରୋଦଙ୍କ ପରିବାର ଲୋକେ ସମ୍ବଲପୁରରେ ରହୁଥିଲେ।…

ଦନ୍ତା ଆକ୍ରମଣରେ ମହିଳା ଗୁରୁତର

ଢେଙ୍କାନାଳ : ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ଫରେଷ୍ଟ ସେକ୍ସନ ଅନ୍ତର୍ଗତ ମୁକ୍ତାପଶି ଗାଁ ଅଙ୍ଗାରପାଟିଆ ନିକଟରେ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ରଚନା ନାୟକ। ରଚନା ଓ ଅନ୍ୟ…

ଶ୍ରୀମନ୍ଦିର ଭିତରେ ଭିଡ଼କୁ ନେଇ ଏମିତି କହିଲେ ଆଇନ୍‌ ମନ୍ତ୍ରୀ

ଭୁବନେଶ୍ବର : ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ପରେ ପୁରୀରେ ବଢୁଛି ଭକ୍ତଙ୍କ ଭିଡ଼। ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ଶ୍ରୀଜିଉଙ୍କୁ ଦର୍ଶନ କରି ଆଶୀର୍ବାଦ ନେଉଛନ୍ତି। ମନ୍ଦିର ବାହାରେ ଲାଗୁଥିବା ଲାଇନରୁ ଆଶ୍ୱସ୍ତି ମିଳିଛି। କିନ୍ତୁ…

ଅମରନାଥ ଯାତ୍ରା ପୂର୍ବରୁ ଜମ୍ମ ଓ କଶ୍ମୀରରେ ଆତଙ୍କବାଦୀଙ୍କ ସଫା କର : ସୁରକ୍ଷା ବାହିନୀକୁ ଅମିତ ଶାହାଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରବିବାର ଜମ୍ମୁ-କଶ୍ମୀର ଉପରେ ଏକ ଉଚ୍ଚସ୍ତରୀୟ ସୁରକ୍ଷା ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ଅମରନାଥଙ୍କ ଆଗାମୀ ବାର୍ଷିକ ତୀର୍ଥଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥା ଏବଂ ନିକଟରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରିପ୍ରେକ୍ଷୀରେ ଜମ୍ମୁ ଅଞ୍ଚଳର…

ରଥଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ବର: ସ୍ନାନପୂର୍ଣ୍ଣିମା ଓ ରଥଯାତ୍ରା ପ୍ରସ୍ତୁତି ପାଇଁ ମୁଖ୍ୟମନ୍ତ୍ରୀ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଶୃଙ୍ଖଳିତ ରଥଯାତ୍ରା ନେଇ ବୈଠକରେ ଆଲୋଚନା ହୋଇଛି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧ୍ୟକ୍ଷତା କରିଛନ୍ତି। ଏଥିରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ମୁଖ୍ୟ…