Month: May 2024

ବିକଶିତ ଦେଶ ଗଠନ ମୁଖ୍ୟ ଉଦ୍ଦେଶ୍ୟ, ଏଣୁ ବିଜେପି ପ୍ରାର୍ଥୀଙ୍କୁ ଜିତାନ୍ତୁ: ରାଜନାଥ ସିଂହ

ରେଢ଼ାଖୋଲ: ବିଜେପି କେବଳ କ୍ଷମତାରେ ରହିବାକୁ ରାଜନୀତି କରେନାହିଁ, ବିକଶିତ ଦେଶ ଗଠନ ଏହାର ମୁଖ୍ୟ ଉଦ୍ଦେଶ୍ୟ। ଏଣୁ ବିଜେପି ପ୍ରାର୍ଥୀଙ୍କୁ ଜିତାନ୍ତୁ। ଏଭଳି କହିଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଏହି ସଭାରେ ସମ୍ବଲପୁର ବିଜେପି ଲୋକସଭା ପ୍ରାର୍ଥୀ…

ପାଣ୍ଡିଆନ ତାଙ୍କ ସୀମା ଭିତରେ ରୁହନ୍ତୁ: ଅପରାଜିତା

ଭୁବନେଶ୍ୱର: ଆଜି କେନ୍ଦୁଝରରେ ଉଭୟ ରାଜ୍ୟ ଓ କେନ୍ଦ୍ର ନେତାଙ୍କ ପ୍ରଚାର ଜୋରଦାର ଚାଲିଛି। ଚଳଚଞ୍ଚଳ ରାଜନୀତି। ଉଭୟ ଦଳ ଉଭୟଙ୍କୁ ଟାର୍ଗେଟ୍ କରି ଜନତାଙ୍କୁ ଭୋଟ ଭିକ୍ଷା କରୁଛନ୍ତି। ଏହାରି ଭିତରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିଜେଡି ନେତା କାର୍ତ୍ତିକ…

ଆପ୍ ନେତାଙ୍କୁ ଜେଲ୍ ପଠାଇବାକୁ ପ୍ରଧାନମନ୍ତ୍ରୀ ଲଞ୍ଚ କରିଛନ୍ତି ‘ଅପରେସନ ଝାଡ଼ୁ’: କେଜ୍ରିୱାଲ

ଅନ୍ତରୀଣ ଜାମିନରେ ଆସିବା ପରେ ବିଜେପି ଉପରେ ବର୍ଷି ଚାଲିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଲୋକସଭା ନିର୍ବାଚନ ପ୍ରଚାର ସମୟରେ ବିଜେପିକୁ ଟାର୍ଗେଟ କରୁଥିବା ବେଳେ ଆପ୍ ନେତାଙ୍କ ଗିରଫଦାରୀକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ସିଧା ନିଶାନା କରିଛନ୍ତି। ଆପ୍ ନେତାଙ୍କୁ…

ଆସନ୍ତାକାଲି ଶ୍ରୀମନ୍ଦିରରେ ଦର୍ଶନ ପରେ ରୋଡ ସୋ କରିବେ ମୋଦି, ନିୟୋଜିତ ହେବେ ୬୩ ପ୍ଲାଟୁନ୍ ଫୋର୍ସ

ପୁରୀ : ଆଜି ଆସୁଛନ୍ତି ପ୍ରଧାନମନ୍ତ୍ରୀ । ଆସନ୍ତାକାଲି ପୁରୀରେ ରୋଡ ସୋ କରିବେ ମୋଦି । ସକାଳ ୬ଟା ୩୦ରୁ ୭ଟା ମଧ୍ୟରେ ହେଲିପ୍ୟାଡରେ ପହଞ୍ଚିବେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ୬୩ ପ୍ଲାଟୁନ୍ ଫୋର୍ସ ନିୟୋଜିତ ହେବେ । ମୋଦିଙ୍କ…

ପଦ୍ମ ଧରିଲେ ସମୀର ରଞ୍ଜନ ଦାଶ, ଆଜି ବିଜେଡିରୁ ଦେଇଥିଲେ ଇସ୍ତଫା

ଭୁବନେଶ୍ୱର : ବିଜେପିରେ ମିଶିଲେ ସମୀର ରଞ୍ଜନ ଦାଶ । ସକାଳୁ ସକାଳୁ ବିଜେଡି ଛାଡିଥିଲେ ସମୀର ଦାଶ । ଦଳର ନିଷ୍ପତ୍ତିରେ ଅସନ୍ତୁଷ୍ଟ ହୋଇ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇଥିଲେ ଇସ୍ତଫା ପତ୍ର । ଟିକେଟ ନମିଳିବା ନେଇ ଥିଲେ ଅସନ୍ତୁଷ୍ଟ…

ଖଡଗେଙ୍କ ତାଗିଦକୁ ଖାତିର କଲେନି ଅଧୀର ରଞ୍ଜନ

‘ମୁଁ ସେଭଳି ବ୍ୟକ୍ତିଙ୍କ ସପକ୍ଷରେ କହିପାରିବି ନାହିଁ, ଯିଏ ମୋ ରାଜନୀତିକ କ୍ୟାରିୟର ଓ ପଶ୍ଚିମବଙ୍ଗରେ ଆମ ଦଳକୁ ନଷ୍ଟ କରି ଦେବାକୁ ଚାହାଁନ୍ତି। ଏହି ଲଢ଼େଇ ହେଉଛି ପ୍ରତ୍ୟେକ କଂଗ୍ରେସ କର୍ମୀଙ୍କର। ମୁଁ ସେମାନଙ୍କ ତରଫରୁ କହୁଛି।’ ତୃଣମୂଳ କଂଗ୍ରେସ…

ପୁଣି ଓଡ଼ିଶା ଆସିବେ ରାହୁଲ ଓ ମଲ୍ଲିକାର୍ଜୁନ ଖଡ୍‌ଗେ

ଭୁବନେଶ୍ବର: ପୁଣି ଓଡ଼ିଶା ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ।କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ମଧ୍ୟ ଓଡ଼ିଶା ଆସିବେ । ୩ ଦିନ ଧରି ଓଡିଶାରେ ପ୍ରଚାର କରିବେ କଂଗ୍ରେସ ନେତା । ୨୬, ୨୭ ଓ ୨୮ତାରିଖରେ ନିର୍ବାଚନୀ…

ରାତି ପାହିଲେ ୨ୟ ପର୍ଯ୍ୟାୟ ଭୋଟିଂ, ବୁଥ୍‌ ମୁହାଁ ପୋଲିଂ ପାର୍ଟି

ଭୁବନେଶ୍ୱର : ଇଭିଏମ ପ୍ରସ୍ତୁତ । ଜନତା ସ୍ଥିର କରିଛନ୍ତି କାହାକୁ ଦେବେ ଭୋଟ । ଆସନ୍ତାକାଲି ରାଜ୍ୟର ୯ ଜିଲ୍ଲାରେ ୫ ଲୋକସଭା ଆସନ ଏବଂ ୩୫ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ । ଆସିକା ଓ କନ୍ଧମାଳ…

ଇଣ୍ଡିଆ ମେଣ୍ଟ ଜନସଭାରେ ଦଳାଚକଟା; ଭାଷଣ ନଦେଇ ଫେରିଆସିଲେ ରାହୁଲ ଗାନ୍ଧି ଓ ଅଖିଳେଶ ଯାଦବ

ଉତ୍ତରପ୍ରଦେଶରେ ରାହୁଲ ଗାନ୍ଧି ଓ ଅଖିଳେଶ ଯାଦବଙ୍କ ନିର୍ବାଚନ ରାଲି ଅଧାରେ ଅଟକି ଯାଇଛି। ଏହି ଦୁଇ ନେତା ମଞ୍ଚ ଉପରେ ପହଞ୍ଚି ସାରିଥିଲେ ବି ଭାଷଣ ଦେଇନପାରି ଫେରି ଆସିଛନ୍ତି। ଆଜି ଫୁଲପୁର ଅଞ୍ଚଳରେ ଇଣ୍ଡିଆ ମେଣ୍ଟର ନିର୍ବାଚନ ରାଲି…

ବାତ୍ୟା ନେଇ ଆକଳନ କରାଯାଇନି, ଭୟଭୀତ ହେବାର ଆବଶ୍ୟକତା ନାହିଁ

ଭୁବନେଶ୍ୱର: ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି, ଆସନ୍ତା ୨୨ ତାରିଖ ବେଳକୁ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ହେଲେ ବାତ୍ୟା ସୃଷ୍ଟି ନେଇ କୌଣସି ପୂର୍ବାନୁମାନ କରାଯାଇନ ଥିବାରୁ ଭୟଭୀତ…