ମେଟ୍ରୋ କୋଚରେ କେଜ୍ରିୱାଲଙ୍କ ଉଦ୍ଦେଶ୍ୟରେ ଧମକପୂର୍ଣ୍ଣ ବାର୍ତ୍ତା
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଛି ଧମକ। ମେଟ୍ରୋ ଟ୍ରେନର ଏକାଧିକ କୋଚରେ କେଜ୍ରିୱାଲଙ୍କୁ ଧମକ ଦେଇ ଲେଖାଯାଇଛି ମେସେଜ। ସୋଶାଲ ମିଡିଆରେ ମଧ୍ୟ ଉକ୍ତ ଧମକପୂର୍ଣ୍ଣ ବାର୍ତ୍ତାର ଫଟୋ ଭାଇରାଲ ହେବାରେ ଲାଗିଛି। ପୁଲିସ୍ର କହିବା କଥା ଯେ…