ଚାନ୍ଦବାଲି ଆସନରେ ଏଥର ରୋଚକ ଲଢ଼େଇ: ହ୍ୟାଟ୍ରିକ୍ ଲକ୍ଷ୍ୟରେ ବ୍ୟୋମକେଶ
ଭଦ୍ରକ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବିଧାନସଭା କ୍ଷେତ୍ରରୁ ଲଗାତାର ଦୁଇଥର ବିଧାୟକ ହୋଇସାରିଲେଣି ବିଜେଡିର ଯୁବନେତା ଡ.ବ୍ୟୋମକେଶ ରାୟ। ଏଥର ବି ବ୍ୟୋମକେଶଙ୍କ ଉପରେ ଦଳ ଭରସା କରି ତାଙ୍କୁ ପ୍ରାର୍ଥୀ କରିଥିବା ବେଳେ ସେ ହ୍ୟାଟ୍ରିକ୍ ବିଜୟ ଲକ୍ଷ୍ୟରେ…