Month: April 2024

ଦେବଗଡ଼ ଜିଲ୍ଲାବାସୀଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରିବାକୁ ଆସିଛି: ଧର୍ମେନ୍ଦ୍ର ପ୍ରଧାନ

ଦେବଗଡ଼: ସମ୍ବଲପୁର ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଦେବଗଡ଼ ବିଧାନସଭା ମଣ୍ଡଳୀରେ ତାଙ୍କ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି। ଶ୍ରୀ ପ୍ରଧାନ ତାଙ୍କ ଅଭିଭାଷଣ ପୂର୍ବରୁ ‘ଓଡ଼ିଶା ପରିବର୍ତ୍ତନ’ ଶୀର୍ଷକ କୈଳାଶ ଖେରଙ୍କ ସଂଗୀତର…

ନିର୍ବାଚନ ପୂର୍ବରୁ ଷ୍ଟେସନରୁ ମିଳିଲା ୪ କୋଟି, ବିଜେପି କର୍ମୀ ଅଟକ

ନିର୍ବାଚନ ପୂର୍ବରୁ ରେଳଓ୍ୱେ ଷ୍ଟେସନରୁ ମିଳିଲା ପୁଳା ପୁଳା ଟଙ୍କା। ତାମିଲନାଡୁର ରାଜଧାନୀ ଚେନ୍ନାଇର ତାମ୍ବରମ୍‌ ରେଲଓ୍ୱେ ଷ୍ଟେସନରୁ ନଗଦ ୪ କୋଟି ଟଙ୍କା ଜବତ ହୋଇଛି। ୬ଟି ବ୍ୟାଗ୍‌ରେ ଏହି ଟଙ୍କା ନେଇ ଯିବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ…

କଂଗ୍ରେସର ନ୍ୟାୟପତ୍ର ନିଷ୍ପେସିତ ଜନତାଙ୍କ ସ୍ୱର: ବବିତା ଶର୍ମା

ଭୁବନେଶ୍ୱର: ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ସମୟରେ ଜନସାଧାରଣଙ୍କ ସହିତ ତାଙ୍କର ଭାବ ବିନିମୟକୁ ଆଧାର କରି ଭାରତୀୟ ଜାତୀୟ କଂଗ୍ରେସ ତା’ର ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରିଛି । ବିଶେଷ କରି ଯୁବ ନ୍ୟାୟ, ନାରୀ ନ୍ୟାୟ,…

ପ୍ରବାସୀ ଶ୍ରମିକଙ୍କୁ ପିଟି ପିଟି ହତ୍ୟା, ୧୦ ଗିରଫ

ସାମାନ୍ୟ କଥାକୁ ନେଇ ଜଣେ ପ୍ରବାସୀ ଶ୍ରମିକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। କେରଳର ମୁବତ୍ତୁପୂଝାରେ ରେ ଦୁଇ ଦିନ ପୂର୍ବେ ଜଣେ ୨୪ ବର୍ଷୀୟ ପ୍ରବାସୀ ଶ୍ରମିକ ସହ ହୋଇଥିବା ମବ ଲିଂଚିଙ୍ଗ ମାଲରେ ପୁଲିସ ୧୦…

ନଦୀ କୂଳରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ଯାଜପୁର : ଖରସ୍ରୋତା ନଈକୁଳରୁ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତ ଯୁବକ ଜଣକ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି। ଏନେଇ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି । ଘଟଣାସ୍ଥଳରେ ଯାଜପୁର ରୋଡ଼ ପୋଲିସ ସାଇଣ୍ଟିଫିକ ଟିମ ସହ ପହଞ୍ଚି…

କେଜ୍ରିଓ୍ୱାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ଦାବି

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଦିନକୁ ଦିନ ଆମ ଆଦ୍‌ମୀ ପାର୍ଟି ସରକାରଙ୍କ ଅଡୁଆ ବଢ଼ିବାରେ ଲାଗିଛି। ଏହି ମାମଲାରେ ଆପ୍‌ ସୁପ୍ରିମୋ ଗିରଫ ହୋଇ ଏବେ ଜେଲ୍‌ରେ ଅଛନ୍ତି। ତେବେ ସେ ଗିରଫ ହେବା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦ…

୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ, ଡ୍ରାଇଭର ଫେରାର

କୋରାପୁଟ: ୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ କଲା ପୋଲିସ । ଅଳ୍ପକେ ବର୍ତ୍ତିଗଲା ଡ୍ରାଇଭର । ପାଟ୍ରୋଲିଂ ସମୟରେ ଏକ ପିକଅପ୍ ଭ୍ୟାନରୁ ୧୨୦ କେଜିର ଗଞ୍ଜେଇ ଜବତ କରିଛି ନନ୍ଦପୁର ପୋଲିସ । ପିକଅପ୍ ଭ୍ୟାନରେ ସିକ୍ରେଟ୍…

ଗୋମାଂସ ଖାଉଥିବା କଙ୍ଗନାଙ୍କୁ କିଭଳି ଟିକେଟ୍‌ ଦେଲା ବିଜେପି?, ପ୍ରଶ୍ନ କଲା କଂଗ୍ରେସ

ଗୋମାଂସ ବା ବିଫ୍‌ ଖାଉଛନ୍ତି ଅଭିନେତ୍ରୀ କଙ୍ଗନା ରଣାଓ୍ୱତ। ତଳ ଦିନେ ସେ ଖୋଦ୍‌ ସୋଶାଲ ମିଡିଆରେ ଏନେଇ ପୋଷ୍ଟ କରିଥିଲେ। ଗୋମାଂସ ତାଙ୍କୁ ପସନ୍ଦ ଓ ସେ ଖାଆନ୍ତି ବୋଲି ଏଥିରେ ସେ କହିଥିଲେ। ତଥାପି ତାଙ୍କୁ ବିଜେପି ନିର୍ବାଚନ…

ଭାରସାମ୍ୟ ହରାଇ ରାସ୍ତାରୁ ୩୦ ଫୁଟ୍ ତଳକୁ ଖସିଲା ଭ୍ୟାନ୍‌, ୫ ଆହତ

ଜଳେଶ୍ୱର: ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ରାଜଘାଟ ନିକଟରେ ହୋଇଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ୩୦ ଫୁଟ୍ ତଳକୁ ଖସିଲା ଭ୍ୟାନ। ଫଳରେ ୫ ଜଣ ଆହତ ହୋଇଥିବା ସୂଚନା ମିଳିଛି ।…

ବିଜେଡିରେ ସାମିଲ ହେଲେ ଗଣେଶ୍ୱର ବେହେରା

ଭୁବନେଶ୍ଵର: ବିଜେଡିରେ ସାମିଲ୍‌ ହେଲେ ବରିଷ୍ଠ ନେତା ଗଣେଶ୍ୱର ବେହେରା । ଶଙ୍ଖ ଭବନକୁ ଆସି ଦଳୀୟ ସମର୍ଥକଙ୍କ ସହ ବିଜେଡିରେ ମିଶିଲେ ଗଣେଶ୍ୱର । ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ ପୂର୍ବତନ ବିଧାୟକ ଗଣେଶ୍ୱର ବେହେରା । କଂଗ୍ରେସର ଜଣେ…