ଓଡ଼ିଶାବାସୀ ଯାହା ଚାହିଁବେ ତାକୁ ଦିଆଯିବ ପ୍ରାଧାନ୍ୟ: ବିଜେଡିର ନିର୍ବାଚନୀ ଇସ୍ତାହାର ନେଇ ଲୋକଙ୍କ ମତାମତ ଲୋଡିଲେ ଭିକେ ପାଣ୍ଡିଆନ
ଭୁବନେଶ୍ବର: ବିଜେଡିର ନିର୍ବାଚନୀ ଇସ୍ତାହାର ନେଇ ଲୋକଙ୍କ ମତାମତ ଲୋଡିଲେ ଭିକେ ପାଣ୍ଡିଆନ। ସେ ଏକ ଭିଡିଓ ଜାରି କରି ଲୋକଙ୍କ ମତାମତ ଲୋଡ଼ିଛନ୍ତି। ବିଜେଡିର ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତି ଚାଲିଥିବା ବେଳେ ଏଥିପାଇଁ ମତାମତ ଲୋଡ଼ିଛନ୍ତି। ପାଣ୍ଡିଆନ କହିଛନ୍ତି, ଏହା…