Month: April 2024

ଅଧିକ ସନ୍ତାନ ଜନ୍ମନେଇ ଲାଲୁଙ୍କୁ କଟାକ୍ଷ କଲେ ନୀତିଶ

ପାଟନା: ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ବିହାରରେ ବିଭିନ୍ନ ରାଜୈତିକ ଦଳର ନେତାମାନେ ପରସ୍ପର ବିରୋଧରେ ଆରୋପ ପ୍ରତ୍ୟାରୋପ ଜାରି ରଖିଛନ୍ତି। ଏହିକ୍ରମରେ ଜନତା ଦଳ ୟୁନାଇଟେଡ (ଜେଡିୟୁ) ସଭାପତି ତଥା ବିହାର ସିଏମ ନୀତୀଶ କୁମାର ଶନିବାର ଦିନ କଟିହାରର…

ବିଧାୟକ ପ୍ରାର୍ଥୀ ଘୋଷଣା ହେବା ପରେ ମହିଳା ସରପଞ୍ଚ କାନ୍ଦିପକାଇଲେ

ଭୁବନେଶ୍ବର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଦ୍ବାରା ରେମୁଣାରୁ ବିଧାୟକ ପ୍ରାର୍ଥୀ ଘୋଷଣା ହେବା ପରେ ମହିଳା ସରପଞ୍ଚ ବିଦ୍ୟାସ୍ମିତା ମହାଳିକ ଭାବବିହ୍ବଳ ହୋଇଯାଇଥିଲେ। ତାଙ୍କର ଆଖିରୁ ଆନନ୍ଦର ଅଶ୍ରୁ ବାହାରି ଆସିଥିଲା। ଶ୍ରୀ ପଟ୍ଟନାୟକ ଆଜି ଷଷ୍ଠ ପର୍ଯ୍ୟାୟରେ ବିଜେଡିର…

ଓଡ଼ିଆ ଭାଷା, ସଂସ୍କୃତି ଓ ‌ଓଡ଼ିଶାର ଗୌରବ ପାଇଁ ବିଜେପି ଏକା ଲଢ଼ିବ ବୋଲି ମେଣ୍ଟ କଲାନି – ଅମିତ ଶାହ

ଭୁବନେଶ୍ବର: ଓଡ଼ିଶାରେ ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ କାହିଁକି ହେଲାନି, ସେ ସମ୍ପର୍କରେ ଆଜି ମୁହଁ ଖୋଲିଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ‘ଇଣ୍ଡିଆ ଟୁଡ଼େ’ ସହ ଏକ ସାକ୍ଷାତକାରରେ ଶ୍ରୀ ଶାହ କହିଛନ୍ତି, ଆମର କାର୍ଯ୍ୟକର୍ତ୍ତାମାନେ ଓଡ଼ିଆ…

ଦୀଘା ସମୁଦ୍ର ବେଳାଭୂମିରୁ ବିରଳ ପ୍ରଜାତିର ମୃତ ଡଲଫିନ୍ ମିଳିଲା

ଭୋଗରାଇ: ପଶ୍ଚିମବଙ୍ଗ ଦୀଘା ସମୁଦ୍ର ବେଳାଭୂମିରୁ ଆଜି ବିରଳ ପ୍ରଜାତିର ଏକ ମୃତ ଡଲଫିନ୍ ଉଦ୍ଧାର କରାଯାଇଛି। ଡଲଫିନ୍‌ର ଲମ୍ବ ସାଢ଼େ ପାଞ୍ଚ ଫୁଟ, ଓଜନ ୯୫ କିଲୋଗ୍ରାମ। ଡଲଫିନ୍‌ଟି ମରି କୂଳରେ ଲାଗିଥିବା ଦେଖି ସ୍ଥାନୀୟ ବନ କର୍ମଚାରୀ ଘଟଣାସ୍ଥଳରେ…

ସମର୍ଥକଙ୍କୁ ବୁଝାଇଲେ, କଂଗ୍ରେସ ଉପରେ ଅସନ୍ତୋଷ ଝାଡ଼ିଲେ ଚିରଞ୍ଜିବୀ

ଜଗତସିଂହପୁର: କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହେବାପରେ ଆଜି ପ୍ରଥମଥର ନିଜର ଅନୁଗତ ଓ ସମର୍ଥକଙ୍କୁ ଏକାଠି କରି ନିଜର ସ୍ଥିତି ତଥା ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳ। ଫୁଲନଖରା ନିକଟରେ ଥିବା ଏକ ଫାର୍ମ ହାଉସ୍‌ରେ…

ବୀରମହାରାଜପୁରରେ ବ୍ୟାପୁଛି ଝାଡ଼ାବାନ୍ତି: ମହିଳା ମୃତ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳରେ ଝାଡ଼ାବାନ୍ତି ବ୍ୟାପିଛି। ଲୁତୁରପଙ୍କ ପଞ୍ଚାୟତର ମେଣ୍ଡିଲିପାଲି ଗ୍ରାମରେ ଗୋଟିଏ ପରିବାରର ତିନି ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ୨ ଜଣ ଗୁରୁତରଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ମୃତ ମହିଳା…

ସିପ୍ରା ଓ ସୋନାଲିଙ୍କୁ ଟିକେଟ ଦେଲା କଂଗ୍ରେସ, କେନ୍ଦୁଝରରେ ବଦଳାଇଲା ପ୍ରାର୍ଥୀ

ଭୁବନେଶ୍ବର : କଂଗ୍ରେସ ଆଜି ଆଉ ଏକ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏଥିରେ ୩ଟି ଲୋକସଭା ଓ ୧୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। ସମ୍ବଲପୁର, ଆସିକା ଓ କେନ୍ଦୁଝର ଲୋକସଭା ଆସନ ପାଇଁ ଦଳ…

ଏଲନ ମସ୍କଙ୍କ ଭାରତ ଗସ୍ତ ବାତିଲ

ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ ଆସିବେ ନାହିଁ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତଙ୍କ ମଧ୍ୟରେ ଅନ୍ୟତମ ତଥା ଟେସଲା ସିଇଓ ଏଲନ ମସ୍କ। ତାଙ୍କ ଦୁଇ ଦିନିଆର ଭାରତ ଗସ୍ତ କାର୍ଯ୍ୟକ୍ରମ ବାତିଲ ହୋଇଛି। ଏପ୍ରିଲ ୨୧ ଓ ୨୨ରେ ଏଲନ ମସ୍କ…

ଚମ୍ପୁଆରୁ ସନାତନ,ବଡ଼ଚଣାରୁ ବର୍ଷାଙ୍କୁ ପ୍ରାର୍ଥୀ କଲା ବିଜେଡି

ଭୁବନେଶ୍ବର : ବିଜେଡି ଆଜି ତାହାର ଷଷ୍ଠ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏହି ତାଲିକାରେ ଦଳ ନିଜର ମହିଳା ସଂରକ୍ଷଣ କାର୍ଡକୁ ଯେଣତେଣ ପ୍ରକାର ପୂରଣ କରିବାକୁ ପ୍ରୟାସ କରିଛି। ଆଜିର ୯ପ୍ରାର୍ଥୀଙ୍କୁ ମିଶାଇ ବିଜେଡି ସମୁଦାୟ…

ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିରର ଚାରି ଦ୍ୱାର ନଖୋଲିଲେ ଆମରଣ ଅନଶନ କରିବେ ଦାମୋଦର ମହାସୁଆର

ପୁରୀ : ରଥଯାତ୍ରା ପୂର୍ବରୁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲାଯାଉ। ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲା ଯାଉ ନଥିବାରୁ ଭକ୍ତମାନେ ଶୃଙ୍ଖଳାର ସହ ଦର୍ଶନ କରିପାରୁନାହାନ୍ତି। ଯଦି ରଥଯାତ୍ରା ପୂର୍ବରୁ ଭକ୍ତଙ୍କ ପାଇଁ ଚାରି ଦ୍ୱାର ଖୋଲା ନଯିବ,…