Month: April 2024

ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଲେ ବି ଦଳୀୟ ସଂଗୀତରୁ ଜୟ ଭବାନୀ ଓ ହିନ୍ଦୁ ଶବ୍ଦ ହଟାଇବୁନି

ଦଳୀୟ ସଂଗୀତରୁ “ଜୟ ଭବାନୀ” ଏବଂ “ହିନ୍ଦୁ” ଶବ୍ଦ ହଟାଇବେନି ଶିବସେନା (UBT) ମୁଖ୍ୟ ଉଦ୍ଧବ ଠାକରେ। ନିର୍ବାଚନ କମିଶନଙ୍କ ନୋଟିସ୍ ପରେ ମଧ୍ୟ ସେ ଏପରି କରିବେ ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ ରୋକ୍ ଠୋକ୍ ମନା କରିଦେଇଛନ୍ତି। ଠାକରେ…

କାନ୍ଦ ବୋବାଳିରେ ଫାଟିଲା ଅଂଜେରପାଲି ଗାଁ ଶ୍ମଶାନ, ଏକା ସାଙ୍ଗରେ ଜଳିଲା ୮ଜଣଙ୍କ ଜୁଇ

ବରଗଡ/ ଝାରୁସୁଗୁଡା : ମହାନଦୀରେ ଯାତ୍ରା ପାଲଟିଲା ମହାଯାତ୍ରା । ଝାରସୁଗୁଡ଼ା ଲଖନପୁରରେ ମହାନଦୀରେ ଡଙ୍ଗାବୁଡ଼ି ଘଟଣାରେ ନିଖୋଜ ୮ଜଣଙ୍କ ମୃତଦେହ ଉଦ୍ଧାର ହେବାପରେ ଛତିଶଗଡ଼ ରାଜ୍ୟ ରାୟଗଡ ଜିଲ୍ଲାର ଅଂଜେରପାଲି ଠାରେ ୮ଟି ମୃତଦେହ ପହଁଚିଥିଲା । ଏହା ପରେ…

କର୍ପୋରେଟରଙ୍କ ଝିଅ ହତ୍ୟା ମାମଲା; ସୋଶାଲ ମିଡିଆରେ ବିବାଦୀୟ ପୋଷ୍ଟ କରି ୨ ଗିରଫ

କର୍ଣ୍ଣାଟକର କଂଗ୍ରେସ କର୍ମୀ ତଥା କର୍ପୋରେଟର ନିରଞ୍ଜନ ହିରେମାଥଙ୍କ ଝିଅ ହତ୍ୟା ମାମଲାରେ ୨ ଜଣ ଗିରଫ। ସୋଶାଲ ମିଡିଆ ପୋଷ୍ଟ ଆଧାରରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଦ୍ୱୟ ସୋଶାଲ ମଡିଆରେ ପୋଷ୍ଟ କରିଥିଲେ ଯେ, ମୃତ…

ଏପ୍ରିଲ ୨୨ରୁ ୨୪ ତାରିଖ ୩ ଦିନ ସକାଳୁଆ ସ୍କୁଲ, ଏପ୍ରିଲ ୨୫ରୁ ଖରା ଛୁଟି

ଭୁବନେଶ୍ଵର: ଆସନ୍ତା ଏପ୍ରିଲ ୨୫ରୁ ରାଜ୍ୟର ସବୁ ସ୍କୁଲ ଛୁଟି । ରାଜ୍ୟରେ ବଢ଼ିଚାଲିଥିବା ଖରାକୁ ଦୃଷ୍ଟିରେ ଏହି ପଦକ୍ଷେପ ନିଆଯାଇଛି । ଏପ୍ରିଲ ୨୫ରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସ୍କୁଲରେ ଗ୍ରୀଷ୍ମକାଳୀନ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର ।…

ରାଲି ପୂର୍ବରୁ ବିଗିଡିଲା ରାହୁଲଙ୍କ ସ୍ୱାସ୍ଥ୍ୟାବସ୍ଥା

ଲୋକସଭା ନିର୍ବାଚନ ମଧ୍ୟରେ ହଠାତ୍‌ ଅସୁସ୍ଥ ହୋଇ ପଡିଛନ୍ତି କଂଗ୍ରେସର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧି। ରାଞ୍ଚିରେ ଆୟୋଜିତ ଇଣ୍ଡିଆ ଆଲାଏନ୍ସର ରାଲି ପୂର୍ବରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଛି। ଏଥିଯୋଗୁ ସେ ରାଞ୍ଚିରେ ଆୟୋଜିତ ହୋଇଥିବା…

କଡ଼ା ସୁରକ୍ଷାରେ ବାପାଙ୍କ ଅନ୍ତେଷ୍ଟି କ୍ରିୟାରେ ଯୋଗଦେଲେ ଧଳସାମନ୍ତ ଭାତ୍ରା

କଟକ : ଧଳସାମନ୍ତ ଭ୍ରାତାଙ୍କ ବାପାଙ୍କ ମୃତ୍ୟୁ ଘଟଣା । ଉଭୟ ଭାଇଙ୍କ କଡା ସୁରକ୍ଷା ବଳୟ ମଧ୍ୟରେ ଜେଲରୁ ଅଣା ଯାଇ ବାପାଙ୍କ ଅନ୍ତେଷ୍ଟି କ୍ରିୟାରେ ଯୋଗଦେଇଥିଲେ। ବଡଭାଇ ଶୁସାନ୍ତ ଧଳସାମନ୍ତକୁ ବଲାଙ୍ଗୀର ଜେଲ ଓ ସାନ ଭାଇ ସୁଶୀଲକୁ…

ଓଲଟିଲା CRPF ଯବାନଙ୍କ ବସ୍, ୧୦ ଆହତ

ଛତିଶଗଡର ବସ୍ତର ଜିଲ୍ଲାରେ CRPF ଯବାନଙ୍କ ବସ୍ ଦୁର୍ଘଟଣାଗ୍ରସ୍ତ। ଏଥିରେ ୧୦ ଜଣ ଯବାନ ଆହତ ହୋଇଛନ୍ତି। ନିର୍ବାଚନ ଡ୍ୟୁଟି ପାଇଁ ଯିବା ସମୟରେ ଦୁର୍ଘଟଣା ଘଟିଥିବା ସୂଚନା। ପୁଲିସ ସୂଚନାନୁସାରେ, ଏପ୍ରିଲ ୨୬ ମତଦାନ ପାଇଁ CRPF ଯବାନମାନେ ବସ୍…

ମୋନାଲିସାଙ୍କ ସୋସିଆଲ ମିଡିଆରେ ବନ୍ୟଜନ୍ତୁଙ୍କ ଭିଡିଓ ଛାଡିବା ମାମଲାର ଖୋଳତାଡ କରିବ ଇଡି

ଯାଜପୁର: ବଢିଲା ୟୁଟ୍ୟୁବର ମୋନାଲିସା ଭଦ୍ରାଙ୍କ ଅଡୁଆ । ସୋସିଆଲ ମିଡିଆରେ ବନ୍ୟଜନ୍ତୁଙ୍କ ଭିଡିଓ ଛାଡିବା ମାମଲାର ଖୋଳତାଡ କରିବ ଇଡି । ପୁର୍ବରୁ ବନ୍ୟଜନ୍ତୁଙ୍କ ସହ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିବା ଓ ଘରେ ବନ୍ୟଜନ୍ତୁଙ୍କୁ ପୋଷିବା…

ବାବା ରାମଦେବଙ୍କୁ ଆଉ ଏକ ସୁପ୍ରିମ ଝଟ୍‌କା, ଦେବେ ସର୍ଭିସ ଟ୍ୟାକ୍ସ

ଯୋଗ ଗୁରୁ ବାବା ରାମଦେବଙ୍କ ଥମୁନି ଅଡୁଆ। ସୁପ୍ରିମକୋର୍ଟଙ୍କରୁ ତାଙ୍କୁ ଆଉ ଏକ ବଡ଼ ଝଟକା ଲାଗିଛି। ନିଜ ଯୋଗ ଶିବିର ପାଇଁ ସର୍ଭିସ ଟ୍ୟାକ୍ସ ଦେବାକୁ ତାଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଅଭୟ ଏମ ଓକ ଏବଂ ଜଷ୍ଟିସ…

ପୋଖରୀରୁ ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର

ଜଳେଶ୍ବର: ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ବଡମନ୍ଦାରୁଣୀ ଗ୍ରାମର ଚନ୍ଦନ ପୋଖରୀରୁ ମହିଳାଙ୍କ ମୃତଦେହ ଉଦ୍ଧାର । ମୃତକଙ୍କ ନାଁ ଜାନକୀ ଗୋଚ୍ଛାୟତ ବୋଲି ଜଣାପଡିଛି। ସୂଚନା ଅନୁସାରେ ଜାନକୀ ଦୁଇ ଦିନ ପୂର୍ବରୁ ଘରୁ କେଉଁ ଆଡକୁ ଚାଲି…