Month: January 2024

ପିକଅପ ଭ୍ୟାନ ଓଲଟି ଜଣେ ମୃତ, ୧୯ ଆହତ

ସୁନ୍ଦରଗଡ଼: ସଂକୀର୍ତ୍ତନ କରିବା ପାଇଁ ଯାଉଥିବା ବେଳେ ବାଟରେ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୯ ଜଣ ଆହତ ହୋଇଛନ୍ତି। ମୃତାହତମାନେ ସୁନ୍ଦରଗଡ଼ ଜିଲ୍ଲା କେନାପାଲି ଗାଁର। ମୃତକଙ୍କ ନାଁ ସୁବଳ ପଟେଲ। ତାଙ୍କୁ ୬୦ ବର୍ଷ…

ଏଥର ଯୁବ ଭୋଟର ବିଜେଡି ସପକ୍ଷରେ ଯିବେ ନାହିଁ: ଶରତ ପଟ୍ଟନାୟକ

ଭୁବନେଶ୍ବର: ରାହୁଲ ଗାନ୍ଧୀଙ୍କ ପଦଯାତ୍ରା କାର୍ଯ୍ୟକ୍ରମର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି। ସେ କହିଛନ୍ତି, ଆସନ୍ତା ଲୋକସଭା ଓ ବିଧାନସଭା ନିର୍ବାଚନରେ ଦଳ ସରକାରକୁ ଆସିବ। ବିଜେପି ଓ ବିଜେଡି ଲୋକଙ୍କୁ ଭୁଆଁ…

ମହିଳା କୁସ୍ତି ଯୋଦ୍ଧାଙ୍କୁ ଧମକାଇ ଚୁପ୍ ରହିବାକୁ କହୁଥିଲେ ବ୍ରିଜ ଭୂଷଣ: ଦିଲ୍ଲୀ ପୁଲିସ୍

ନୂଆଦିଲ୍ଲୀ: କୁସ୍ତି ଯୋଦ୍ଧାଙ୍କ ସଂଘର୍ଷ ସଫଳ ହେଉଥିବା ଦେଖାଯାଉଛି। କାରଣ ବିଜେପି ବାହୁବଳି ସାଂସଦ ତଥା ଭାରତୀୟ କୁସ୍ତି ସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରିଜ ଭୂଷଣ ସରଣ ସିଂହଙ୍କ ବିରୋଧରେ ଦିଲ୍ଲୀ ପୁଲିସ ଶକ୍ତ ହେଉଥିବା ଦେଖିବାକୁ ମିଳୁଛି। ଦିନେ ଯେଉଁ…

ଗୁପ୍ତା ପରିବାରର ‘ନୋ ଫୋନ’ ଚୁକ୍ତିକୁ ନେଇ ଚାରିଆଡ଼େ ଚର୍ଚ୍ଚା

ଘର ଭିତରେ ସ୍ମାର୍ଟ ଫୋନ୍‌ର ବହୁଳ ବ୍ୟବହାର ଉପରେ ରୋକ ଲଗାଇବାକୁ ଅଭିନବ ଉପାୟ ଅବଲମ୍ବନ କରିଛନ୍ତି ଗୁପ୍ତା ପରିବାର। ଘରର ମୁରବୀ ମଞ୍ଜୁ ଗୁପ୍ତା ପରିବାର ଲୋକଙ୍କ ସହ ନୋ ଫୋନ ଚୁକ୍ତି କରିଛନ୍ତି। ଫୋନରେ ସମସ୍ତେ ବ୍ୟସ୍ତ ରହୁଥିବାରୁ…

ବିଜେପି ଫକୋସରେ ଓଡ଼ିଶାର ୨୧ ଲୋକସଭା ଆସନ, ପ୍ରଚାର କରିବେ କେନ୍ଦ୍ରିୟ ନେତା

ଭୁବନେଶ୍ୱର: ସାଧାରଣ ନିର୍ବାଚନରେ ହ୍ୟାଟ୍ରିକ ବିଜୟ ଲାଭ କରି କେନ୍ଦ୍ରରେ ତୃତୀୟ ଥର ପାଇଁ କ୍ଷମତାରେ ବସିବାକୁ ଲକ୍ଷ୍ୟ ରଖିଥିବା ବିଜେପି ଫକୋସରେ ଓଡ଼ିଶାର ୨୧ ଲୋକସଭା ଆସନ। ସାଧାରଣ ନିର୍ବାଚନ ପୂର୍ବରୁ ସମସ୍ତ ଆସନରେ ନିଜର ପ୍ରଚାରକୁ ଜୋରଦାର କରିବାକୁ…

ଭୁବନେଶ୍ବର ଘରୋଇ ହସପିଟାଲରେ ମୃତଦେହ ହସ୍ତାନ୍ତର ଘଟଣାକୁ ନେଇ ପ୍ରବଳ ଉତ୍ତେଜନା

ଭୁବନେଶ୍ବର ଘରୋଇ ହସପିଟାଲରେ ମୃତଦେହ ହସ୍ତାନ୍ତର ଘଟଣାକୁ ନେଇ ପ୍ରବଳ ଉତ୍ତେଜନା । ଆଇନଶୃଙ୍ଖଳା ରକ୍ଷା ପାଇଁ ପୋଲିସ ମୁତୟନ । ବିସ୍ଫୋରଣରେ କାହାର ମୃତ୍ୟୁ ହେଲା ଏବଂ କାହାର ମୃତଦେହ କାହା ଘରକୁ ଗଲା ତାକୁ ନେଇ ଦ୍ବନ୍ଦ୍ବ ଲାଗି…

ରାଜ୍ୟସଭାକୁ ଯିବେ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷ

ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷ ସ୍ୱାତୀ ମାଲିୱାଲ ରାଜ୍ୟସଭାକୁ ଯିବେ। ତାଙ୍କୁ ଦିଲ୍ଲୀର କ୍ଷମତାସୀନ ଆପ୍‌ ଏଥିପାଇଁ ମନୋନୀତ କରିଛି। ଜାନୁଆରୀ ୧୯ରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନରେ ଦିଲ୍ଲୀରୁ ମାଲିୱାଲ ଆପ୍‌ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିବେ। ସ୍ୱାତୀ ମାଲିୱାଲଙ୍କ…

ଆଜି ଆକ୍ରମଣ କରିଛନ୍ତି, କାଲି ହତ୍ୟା ବି କରିଦେଇପାରନ୍ତି: ଅଧୀର ରଞ୍ଜନ

କୋଲକାତା: ପଶ୍ଚିମବଙ୍ଗରେ ଇଡି ଟିମ ଉପରେ ଆକ୍ରମଣ ନେଇ ତୃଣମୂଳ କଂଗ୍ରେସ ଉପରେ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ଜୋରଦାର ଆକ୍ରମଣ କରିଛନ୍ତି | ସିଟ୍ ସେୟାରିଂ ନେଇ ମମତା ବାନାର୍ଜୀଙ୍କୁ କ୍ରମାଗତ ଭାବେ ଆକ୍ରମଣ କରୁଥିବା ଅଧୀର ବର୍ତ୍ତମାନ…

ନିର୍ବାଚନ ପୂର୍ବରୁ ମାଓବାଦୀ କାର୍ଯ୍ୟକଳାପ ରୋକିବା ପାଇଁ ଓଡ଼ିଶା ଓ ଛତିଶଗଡ଼ ପୁଲିସର ବୈଠକ

ମାଲକାନଗିରି: ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଓଡ଼ିଶାର ମାଲକାନଗିରି ଜିଲ୍ଲା ଏବଂ ପଡ଼ୋଶୀ ଛତିଶଗଡ଼ର ସୁକମା ଜିଲ୍ଲାର ଦୁଇଟି ପୁଲିସ ଟିମ୍ ଉଭୟ ରାଜ୍ୟରେ ମା ବାଦୀ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ଏକ ସମନ୍ୱୟ ବୈଠକ କରିଛନ୍ତି। ଏହି ସବୁ…

ସାନ ଭାଇ ବଡ଼ ଭାଇକୁ ମରଣାନ୍ତକ ଆକ୍ରମଣ

ଭଦ୍ରକ: ଭାଇ ଭାଇ ସମ୍ପର୍କରେ ଲାଗିଲା ରକ୍ତର ଛିଟା । ସାମାନ୍ୟ ବଚସାକୁ ନେଇ ଭାଇ ମୁଣ୍ଡକୁ ପଥରରେ ଛେଚିଲା ସାନ ଭାଇ । ଟିକେ ବି ଚିନ୍ତା କଲାନି ରକ୍ତ ସମ୍ପର୍କ କଥା । ଆଉ ବଡ଼ ଭାଇକୁ ଏମିତି…