Month: January 2024

ଜେଲ୍‌ରୁ ଆସି ରାଜ୍ୟସଭା ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ସଞ୍ଜୟ ସିଂହ

ଜେଲ୍‌ରୁ ବାହାରକୁ ଆସିଲେ ଆମ ଆଦମୀ ପାର୍ଟି ନେତା ସଞ୍ଜୟ ସିଂହ। ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଆପ୍‌ ନେତା ସଞ୍ଜୟ ସିଂହ ଜେଲ୍‌ରୁ ବାହାରକୁ ଆସିବା ପରେ ପରେ ରାଜ୍ୟ ସଭା ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଆଜି…

ପୌର ନିର୍ବାହୀ ଅଧିକାରୀଙ୍କ ଉପରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇବାକୁ ଉଦ୍ୟମ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ବଡ଼ବିଲ ପୌର ନିର୍ବାହୀ ଅଧିକାରୀଙ୍କ ଉପରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇବାକୁ ଉଦ୍ୟମ । ଅଳ୍ପକେ ବାର୍ତ୍ତିଲେ ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା । ପେଟ୍ରୋଲ ଢ଼ାଳିଥିବା ଯୁବକକୁ କାବୁକଲେ ପୌର କର୍ମଚାରୀ । ଅଭିଯୁକ୍ତ…

ପୁଣି ତାମିଲନାଡୁରେ ଲଗାଣ ବର୍ଷା; ସ୍କୁଲ୍-କଲେଜ ଛୁଟି

ତାମିଲନାଡୁ ପିଛା ଛାଡୁନି ଲଗାଣ ବର୍ଷା। ପୁଣି ଅଦିନରେ ବର୍ଷା ଜାରି ରହିଛି। ଫଳରେ ରାଜ୍ୟର ଅନେକ ଜିଲ୍ଲାର ସ୍କୁଲ୍-କଲେଜକୁ ଛୁଟି ଘୋଷଣା କରିଛନ୍ତି ସ୍ଥାନୀୟ ପ୍ରଶାସନ। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି 9ଟି ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯାଇଛି।…

ଶ୍ରୀବିଗ୍ରହଙ୍କୁ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ପରଷୋତ୍ତମ ରୂପାଲା

ପୁରୀ: ପୁରୀ ଆସି ଜଗନ୍ନାଥ ଦର୍ଶନ କରିଛନ୍ତି କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ପରଷୋତ୍ତମ ରୂପାଲା । ସପରିବାର ଜଗନ୍ନାଥ ଦର୍ଶନ ପରେ ଭାବବିହ୍ୱଳ ହୋଇଥିଲେ କେନ୍ଦ୍ରମନ୍ତ୍ରୀ ରୁପାଲା । ସାଥିରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ…

ବିଜେଡି ଛାଡିଲେ ପୂର୍ବତନ ବିଧାୟକ ବଳଭଦ୍ର ମାଝୀ

ଭୁବନେଶ୍ଵର:ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ବଳଭଦ୍ର ମାଝୀ । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବଳଭଦ୍ର । ଦଳର ସଭାପତିଙ୍କୁ ଇସ୍ତଫା ପତ୍ର ପଠାଇଥିବା ନେଇ ସୂଚନା ମିଳିଛି । ତେବେ ଦଳରେ ଅବହେଳା ଅଭିଯୋଗ କରି…

ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ୮ ମହିଳା କନଷ୍ଟେବଳ

ପୁଣି ଖାକିରେ ଲାଗିଲା କଳଙ୍କ। ବରିଷ୍ଠ ଅଧିକାରୀଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ତାଙ୍କ ବିଭାଗର ହିଁ ମହିଳା। ମହାରାଷ୍ଟ୍ର ପୁଲିସର ମହିଳା କର୍ମଚାରୀମାନେ ନିଜ ବିଭାଗର ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଆଣିଛନ୍ତି ଦୁଷ୍କର୍ମ ଅଭିଯୋଗ। କେବଳ ସେତିକି ନୁହେଁ ଗଣଦୁଷ୍କର୍ମ…

ବାରଙ୍ଗ ୯୯-ୱେବ ସିରିଜ ଘଟଣାରେ ଅଞ୍ଜନା ମିଶ୍ର କଲେ ୧୦ କୋଟି ଟଙ୍କାର ମାନହାନି ମାମଲା

୧୦ କୋଟିର ମାନହାନି ମକଦ୍ଦମା। ଅଞ୍ଜନା ମିଶ୍ରଙ୍କ ୧୦ କୋଟି ଟଙ୍କାର ମାନହାନି ମାମଲା । ବାରଙ୍ଗ ୯୯-ୱେବ ସିରିଜ ଘଟଣାରେ ଭୁବନେଶ୍ବର ସିନିଅର ଡିଭିଜନ ସିଭିଲ ଜଜ କୋର୍ଟରେ ମାନହାନି ମକଦ୍ଦମା । OTT ପ୍ଲାଟଫର୍ମ କଞ୍ଚାଲଙ୍କା ବିରୋଧରେ ମାନହାନି…

ପରିବର୍ଦ୍ଧିତ କାଳିଆ ଛାତ୍ରବୃତ୍ତିକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର : କାଳିଆ ଛାତ୍ରବୃତ୍ତି ଯେପରି ଅଧିକ ଉପ‌ଯୋଗୀ ହେବ ଏବଂ ଏହାଦ୍ବାରା ଯେପରି ଅଧିକ ପିଲା ଉପକୃତ ହୋଇପାରିବେ, ସେଥି ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଆବଶ୍ୟକ ସଂଶୋଧନ କରାଯାଇ ପରିବର୍ଦ୍ଧିତ କରାଯାଇଛି । ରାଜ୍ୟରେ କାଳିଆ ଛାତ୍ରବୃତ୍ତି…

ପୋଲିଓ ଟିକା ନେଇ ଯାଉଥିବା ପୁଲିସ ଟିମ୍‌ ଉପରେ ଆକ୍ରମଣ, ୬ ମୃତ

ଭୟଙ୍କର ବିସ୍ଫୋରଣ। ପୋଲିଓ ଟିମ୍‌ର ସୁରକ୍ଷାରେ ଥିବା ପୁଲିସ ଗାଡ଼ି ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ୬ ଜଣ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ଏଥିସହ ୨୨ ଜଣ ଆହତ ହୋଇଛନ୍ତି। ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ପାକିସ୍ତାନ ଖୋଦ୍‌ ଆତଙ୍କବାଦୀ…

ରାଜ୍ୟରେ ଶୀତର ପ୍ରକୋପ ଜାରି

ଭୁବନେଶ୍ବର: ରାଜ୍ୟରେ ଶୀତର ଲହରୀ ସାଙ୍ଗକୁ ଘନ କୁହୁଡି ଜାରି ରହିଛି । ସେହିପରି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରତ୍ୟେକ ଦିନ ଭୋରୁ ଘନ କୁହୁଡ଼ି ଦେଖାଦେଉଛି । ଫଳରେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି…