Month: January 2024

ପିଡିଏସ କେନ୍ଦ୍ରରେ ରାଜ୍ୟ ସରକାରଙ୍କ ପୋଷ୍ଟର ଲାଗିବା ବେଆଇନ, ଲୋକେ ହଟାଇଲେ ପୋଲିସ ଦେଉଛି ଧମକ

ଭୁବନେଶ୍ୱର: ପିଡିଏସ୍ କେନ୍ଦ୍ରରେ ପୋଷ୍ଟର ଲଗାଇବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଓଡ଼ିଶା ସରକାରଙ୍କୁ ଟାର୍ଗେଟ କରିଛି ଭାରତୀୟ ଜନତା ପାର୍ଟି । ମୁଖପାତ୍ର ଅନୀଲ ବିଶ୍ୱାଳ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ କେନ୍ଦ୍ର ପକ୍ଷରୁ ଚାଉଳ ଯୋଗାଇ…

ଜାନୁଆରୀ ୨୨ରେ ଓଡିଶାରେ ଛୁଟି ଘୋଷଣା ସହ ମଦ ଦୋକାନ ବନ୍ଦ ପାଇଁ ବିଜେପିର ଦାବି

ଭୁବନେଶ୍ବର: ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ରହିଛି । ଏଥିପାଁଇ ଓଡିଶାରେ ଛୁଟି ଘୋଷଣା କରିବାକୁ ବିଜେପି ଦାବି କରିଛି । ଏହାସହ ସେ ଦିନ ରାଜ୍ୟରେ ସମସ୍ତ ମଦ ଦୋକାନ ବନ୍ଦ କରିବାକୁ ରାଜ୍ୟ…

ଖଣି ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଦୁଇ ଅଟକ

ଖୋର୍ଦ୍ଧା: ଜଣେ ଖଣି ଅଧିକାରୀ ମରଣାନ୍ତକ ଆକ୍ରମଣ ଘଟଣାରେ ପୁଲିସ ଦୁଇ ଜଣ ସନ୍ଦିଗ୍ଧଙ୍କୁ ଅଟକ କରିଛି। ଏହି ଆକ୍ରମଣରେ ଆଉ କିଏ ସମ୍ପୃକ୍ତ ଅଛନ୍ତି ସେ ନେଇ ଉଭୟଙ୍କୁ ପଚରାଉଚରା କରାଯାଉଥିବା ବେଳେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି।…

କତାରରେ ଫସିଛନ୍ତି ୪ ଓଡିଆ, ଉଦ୍ଧାର ପାଇଁ ବୈଜୟନ୍ତ ପଣ୍ଡାଙ୍କ ଚିଠି

ଭୁବନେଶ୍ବର: ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା କତାରରେ ଫସିଥିବା ୪ ଓଡିଆ ଯୁବକଙ୍କୁ ଉଦ୍ଧାର କରି ଭାରତ ଫେରାଇ ଆଣିବା ପାଇଁ ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଏକ ଚିଠି ଲେଖି ନିବେଦନ କରିଛନ୍ତି ।…

ଅଟଳ ସେତୁରେ ଯା’ଆସ କରୁଥିବା ଲୋକଙ୍କୁ ଚେତାବନୀ ଦେଲା ମୁମ୍ବାଇ ପୁଲିସ

ଜାନୁଆରୀ ୧୨ ତାରିଖରେ ଉଦ୍‌ଘାଟିତ ହୋଇଥିଲା ଅଟଳ ସେତୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଲୋକାର୍ପିତ କରିଥିଲେ। ଅଟଳ ସେତୁ ହେଉଛି ଭାରତର ଦୀର୍ଘତମ ସମୁଦ୍ର ସେତୁ। ଏହାର ଲମ୍ବ ହେଉଛି ୨୧.୮ କିଲୋମିଟର। ଏହି ସେତୁ ମୁମ୍ବାଇର ସେୱରୀରୁ ବାହାରି…

ମମିତା ମେହେର ଓ ମହିଳାଙ୍କ ଉପରେ ଅତ୍ୟାଚାର ପ୍ରସଙ୍ଗରେ ଘେରିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ବିଜେଡି ନେତୃତ୍ୱାଧୀନ ଓଡ଼ିଶା ସରକାରଙ୍କୁ ତୀବ୍ର ସମାଲୋଚନା କରି କହିଛନ୍ତି ଯେ, ଏ ସରକାର ଅହଂକାରରେ ବୁଡିଛି। ମମିତା ମେହେର ହତ୍ୟା ମାମଲାକୁ ଲୁଚାଇବା ଏବଂ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ରୋକିବାରେ…

ଦାରିଦ୍ର୍ୟ ସୀମାରେଖାରୁ ବାହାରିଲେ ୨୪.୮୨ କୋଟି ଲୋକ

ଦାରିଦ୍ର୍ୟ ସୀମା ରେଖାରୁ ଧୀରେ ଧୀରେ ଉପରକୁ ଉଠୁଛନ୍ତି ଲୋକେ। ଗତ ୯ ବର୍ଷ ମଧ୍ୟରେ ଭାରତରେ ୨୪.୮୨ କୋଟି ଲୋକେ ଦାରିଦ୍ର୍ୟ ସୀମାରୁ ବାହାରିଛନ୍ତି। ଏନେଇ ଜାରି ହୋଇଥିବା ନୀତି ଆଗୋର ଏକ ରିପୋର୍ଟରୁ ଜଣାପଡିଛି। ରିପୋର୍ଟରେ କୁହାଯାଇଛି, ବର୍ଷ…

ଧରା ପଡିଲେ ଗ୍ୟାସ ଲୁଟେରା, ୫୦୦ ଅଧିକ ଗ୍ୟାସ୍ ସିଲିଣ୍ଡର ଜବତ

ବରଗଡ: ବରଗଡ ଜିଲ୍ଲା ପୋଲିସ ବିଭାଗକୁ ମିଳିଲା ବଡ ସଫଳତା | ଦୀର୍ଘ ଦିନ ପରେ ଧରାପଡିଲେ ଗ୍ୟାସ ଲୁଟେରା । ଦୀର୍ଘ ଦିନ ହେବ ବିଭିନ୍ନ ଗ୍ୟାସ କମ୍ପାନୀ ମାନଙ୍କର ଗୋଦାମରେ ଡକାୟତି କରି ଶହ ଶହ ଗ୍ୟାସ ସିଲିଣ୍ଡର…

ଜ୍ଞାନବ୍ୟାପୀ ମାମଲା: ହିନ୍ଦୁ ପକ୍ଷକୁ ମିଳିଲା ଗ୍ରୀନ୍‌ ସିଗ୍‌ନାଲ

ବାରଣାସୀର ବହୁ ଚର୍ଚ୍ଚିତ ଜ୍ଞାନବ୍ୟାପୀ ମାମଲାରେ ସୁପ୍ରିମକୋର୍ଟ ଏକ ବଡ଼ ରାୟ ଶୁଣାଇଛନ୍ତି। ମସ୍‌ଜିଦ ପରିସରରେ ଥିବା ‘ବଜୁଖାନା’ର ପୂରା ଅଞ୍ଚଳକୁ ସଫା କରିବାକୁ ହିନ୍ଦୁ ପକ୍ଷକୁ ଅନୁମତି ମିଳିଛି। ଉକ୍ତ ବଜୁଖାନାରେ ଶିବଲିଙ୍ଗ ଥିବା ହିନ୍ଦୁ ପକ୍ଷ ପକ୍ଷରୁ ଦାବି…

ସୁନାଚେନ୍ ଲୁଟ୍ ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ସୁନାଚେନ୍ ଲୁଟ୍ ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ । ଗିରଫ ଅଭିଯୁକ୍ତ ହେଲେ ପୁନିଆ ନାୟକ (୨୩) ଓ ନରହରୀ ନାୟକ ଓରଫ ପିଣ୍ଟୁ (୨୪) । ଉଭୟ ଅଭିଯୁକ୍ତ ଗଞ୍ଜାମ ର ବୋଲି ଜଣାପଡିଥିବାବେଳେ ଉଭୟ ଭୁବନେଶ୍ବର ପୁନାମା…