Month: November 2023

ରାଜ୍ୟର ସବୁ ବିଶ୍ଵବିଦ୍ୟାଳୟ କ୍ୟାମ୍ପସରେ ମିଳିବ ମାଗଣା ୱାଇଫାଇ ସୁବିଧା

ଭୁବନେଶ୍ୱର: ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ରେ ଲାଗିବ ୱାଇ-ଫାଇ ( WiFi)। ସବୁ କୁଳସଚିବଙ୍କୁ ଚିଠି ଲେଖି ଜଣାଇଲା ଉଚ୍ଚ ଶିକ୍ଷା ବିଭାଗ। ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ମାଗଣା ୱାଇଫାଇ ସୁବିଧା ଯୋଗାଇ ଦିଆଯିବ। ଏନେଇ…

ବିଶ୍ୱକପ ମ୍ୟାଚରେ ମୁମ୍ବାଇ ଓ ଦିଲ୍ଲୀରେ ଫୁଟିବନି ବାଣ

ଚଳିତ ବିଶ୍ୱକପ ୨୦୨୩ରେ ଗୁରୁବାର ମୁମ୍ବାଇର ଓ୍ଵାଙ୍ଖଡେ ଷ୍ଟାଡିୟମରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ଟକ୍କର ହେବ । ଏହି ମ୍ୟାଚରେ ଷ୍ଟାଡିୟମରେ ଥିବା ଦର୍ଶକ ମ୍ୟାଚ ପରେ ଆତଶବାଜିର ମଜା ନେଇପାରିବେ ନାହିଁ । କେବଳ ମୁମ୍ବାଇ ନୁହେଁ ଦିଲ୍ଲୀରେ ହେବାକୁ ଥିବା…

ଆମେରିକାରେ ୨୪ ବର୍ଷୀୟ ଭାରତୀୟ ଛାତ୍ର ଉପରେ ଆକ୍ରମଣ

ଆମେରିକୀୟ ରାଜ୍ୟ ଇଣ୍ଡିଆନାରେ ୨୪ ବର୍ଷୀୟ ଭାରତୀୟ ଛାତ୍ରଙ୍କ ଉପରେ ଆକ୍ରମଣ । ତାଙ୍କୁ ଛୁରୀ ଦ୍ୱାରା ଆକ୍ରମଣ କରାଯିବା ପରେ ତାଙ୍କ ଅବସ୍ଥା ଗୁରୁତର ରହିଛି । ରିପୋର୍ଟ ଅନୁସାରେ, ରବିବାର ସକାଳ ଇଣ୍ଡିଆନାର ବାଲପରାଇସା ସହର ନିକଟରେ ଥିବା…

ବ୍ୟକ୍ତିଗତ ହାଜିରା ପାଇଁ ପ୍ରତାପଙ୍କୁ ମିଳିଲା ୨ ସପ୍ତାହର ମହଲତ

କଟକ: ମାହାଙ୍ଗା ଡବଲ ମର୍ଡର ଘଟଣାରେ ପୂର୍ବତନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପ୍ରତାପ ଜେନାଙ୍କୁ ମିଳିଲା ଦୁଇ ସପ୍ତାହର ମହଲତ।ସାଲେପୁର ଜେଏମଏଫସି କୋର୍ଟରେ ପ୍ରତାପ ଜେନା ନିଜର ଓକିଲ ଜରିଆରେ କରିଥିବା ଆବେଦନ ଅନୁସାରେ ଶୁଣାଣି ପାଇଁ ୨ ସପ୍ତାହ…

ଡିଗ୍ରୀ କଲେଜରୁ ଅଲଗା ହେବ ଯୁକ୍ତ ଦୁଇ କଲେଜ୍

ଭୁବନେଶ୍ଵର: ଡିଗ୍ରୀ କଲେଜରୁ ଅଲଗା ହେବ ଯୁକ୍ତ ଦୁଇ କଲେଜ୍ । ହାଇସ୍କୁଲ୍‌ରେ ମିଶିବ ଯୁକ୍ତ ଦୁଇ କଲେଜ । ୫ଟି ଜିଲ୍ଲାରେ ଯୁକ୍ତ କଲେଜ ନିକଟସ୍ଥ ହାଇସ୍କୁଲକୁ ସ୍ଥାନାନ୍ତରଣ ହେବ । ଏଥିରେ ଅବସରପ୍ରାପ୍ତ ବା ଅତିଥି ଅଧ୍ୟାପକଙ୍କୁ ଅସ୍ଥାୟୀ…

ଗାଜାରୁ ବାହାରିଲେ ବିଦେଶୀ ନାଗରିକ

ଇସ୍ରାଏଲର ଘନ ଘନ ଆକ୍ରମଣ ଯୋଗୁ ଗାଜାରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ଲଗାତର ବୋମା ବର୍ଷା ଓ ରକେଟ୍‌ ମାଡ଼ ଯୋଗୁ ଅନେକ ଲୋକେ ପ୍ରାଣ ହରାଉଛନ୍ତି। ଏଥିସହ ଶହ ଶହ ଲୋକେ ଆହତ ମଧ୍ୟ ହୋଇଛନ୍ତି। ଏଭଳି ସ୍ଥିତିରେ…

ମନ୍ତ୍ରୀଙ୍କ କଥା ନକଲ କରି ହସ୍ପିଟାଲ ମ୍ୟାନେଜରଙ୍କୁ ଠକେଇ ଅଭିଯୋଗରେ ସାଇବର ଠକ ଗିରଫ

ଭୁବନେଶ୍ୱର: କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପିଏ ବୋଲି ପରିଚୟ ଦେଇ ଜଣେ ସାଇବର ଠକ କଟକର ଜଣେ ଘରୋଇ ହସ୍ପିଟାଲ ମ୍ୟାନେଜରଙ୍କଠାରୁ ୪୬ ହଜାର ଟଙ୍କା ଠକି ନେଇଛନ୍ତି। ଅଭିଯୁକ୍ତ ଜଣକ ହେଲେ ଅନୁଗୁଳ କିଶୋରନଗରର କିନ୍ନର ସୌମ୍ୟରଞ୍ଜନ ପ୍ରଧାନ…

ଉତ୍ତର ଗାଜାରେ ଇସ୍ରାଏଲ ସେନାର ଆକ୍ରମଣ, ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଉତ୍ତର ଗାଜାରେ ଇସ୍ରାଏଲ ସେନାର ପ୍ରଚଣ୍ଡ ଆକ୍ରମଣ । ଜାବାଲିଆ ଅଞ୍ଚଳରେ ଜେଟ୍ ରୁ ଘନ ଘନ ଆକ୍ରମଣ । ଏଥିରେ ହମାସର ଭୂତଳ ଭିତ୍ତିଭୂମି ଛାରଖାର । ହମାସର ଅନେକ ବରିଷ୍ଠ କମାଣ୍ଡରର ମୃତ୍ୟୁ ହୋଇଥିବା ଇସ୍ରାଏଲୀ…

ଖୁଚୁରା ବଜାରରେ ପିଆଜ ଦର ୮୦ ଟପିଲା

ଭୁବନେଶ୍ଵର: କନ୍ଦାଉଛି ହୁ ହୁ ବଢୁଥିବା ପିଆଜ ଦର । ଖୁଚୁରା ବଜାରରେ ପିଆଜ ଦର ବର୍ତ୍ତମାନ ୮୦ ଟପିଛି । ଏଥିପାଇଁ ଏବେ ଚିନ୍ତାରେ ଖାଉଟି । ଗତ ୧୫ ଦିନତଳେ ସ୍ୱାଭାବିକ ଭାବେ ଖୋଲା ବଜାରରେ ପିଆଜ କିଲୋପ୍ରତି…

ଜିଏସ୍‌ଟିରୁ ମିଳିଲା ୧.୭୨ ଲକ୍ଷ କୋଟି

ପାର୍ବଣ ଋତୁରେ ସରକାରଙ୍କୁ ମିଳିଛି ବଡ଼ ଫାଇଦା। ଦୀପାବଳି ପୂର୍ବରୁ ସରକାରଙ୍କୁ ମିଳିଛି ଭେଟି। ଦେଶରେ ଜିଏସଟି ରାଜସ୍ୱ ବାବଦରେ ସଂଗ୍ରହ ହୋଇଛି ରେକର୍ଡ ୧.୭୨ ଲକ୍ଷ କୋଟି ଟଙ୍କା। ଗତବର୍ଷ ଅକ୍ଟୋବର ତୁଳନାରେ ଜିଏସ୍‌ଟି ରାଜସ୍ୱ ୧୩% ଅଧିକ ରହିଛି।…